Select Page

Important Notice

Search on “Duckduckgo.com” or “Bing.com” and easily find posts published on “Smaranika.in” or “TheSmaranika.Blogspot.com”. We do not want you to become a victim like others. Please go through this document [➚] carefully to understand it better.

—:-:-:—

“Smaranika.in” ଏବଂ “TheSmaranika.Blogspot.com” ରେ ପ୍ରକାଶିତ ଲେଖାଗୁଡ଼ିକୁ “Duckduckgo.com” ବା “Bing.com” ରେ ସର୍ଚ୍ଚ କରି ସହଜରେ ପାଆନ୍ତୁ ।

January 2027

ଜାନୁୟାରୀ ୨୦୨୭
ଓଡ଼ିଆ ମାସ : ପୌଷ ୧୭ – ମାଘ ୧୮
Date Day Festival / Holiday
1 Jan Fri New Year
ନୂଆବର୍ଷ
12 Jan Tue Swami Vivekananda Jayanti, Baragadare Dhanujatra Aarambha
ସ୍ଵାମୀ ବିବେକନାନନ୍ଦ ଜୟନ୍ତୀ, ବରଗଡ଼ରେ ଧନୁଯାତ୍ରା ଆରମ୍ଭ
13 Jan Wed Shrijeeunka Nabaanka Besha
ଶ୍ରୀଜୀଉଙ୍କ ନବାଙ୍କ ବେଶ
14 Jan Thu Makara Sankranti (Pongal), Uttarayana, Fakir Mohan Jayanti
ମକର ସଂକ୍ରାନ୍ତି (ପୋଙ୍ଗଲ), ଉତ୍ତରାୟଣ, ଫକିର ମୋହନ ଜୟନ୍ତୀ
18 Jan Mon Shamba Dashamai
ଶାମ୍ବ ଦଶମୀ
22 Jan Fri Debavisheka (Pausha) Purnima
ଦେବାଭିଷେକ (ପୌଷ) ପୂର୍ଣ୍ଣିମା
23 Jan Sat Netaji Jayanti, Veer Surendra Sai Jayanti
ନେତାଜୀ ଜୟନ୍ତୀ, ବୀର ସୁରେନ୍ଦ୍ର ସାଏ ଜୟନ୍ତୀ
26 Jan Tue 78th Republic Day
୭୮ତମ ସାଧାରଣତନ୍ତ୍ର ଦିବସ
ପୂର୍ଣ୍ଣିମା: 22, ସଂକ୍ରାନ୍ତି: 14, ଅମାବାସ୍ୟା: 7
ଏକାଦଶୀ: ୩ (ସଫଳା), 19 (ପୁତ୍ରଦା)
ବିବାହ: 26, 27, 28,29, 31 | ବ୍ରତୋପନୟନ: ନାହିଁ | ଅନ୍ନପ୍ରାଶନ: 18,20 | କର୍ଣ୍ଣବେଧ: ନାହିଁ | ଗୃହାରମ୍ଭ: ନାହିଁ | ଗୃହପ୍ରତିଷ୍ଠା: 28

ସୂଚନା :
— ୧୪ ଜାନୁୟାରୀ ୨୦୨୭ ବୁଧବାର ମକର ସଂକ୍ରାନ୍ତି ଠାରୁ ଛ‌ଅ ମାସ ସୂର୍ଯ୍ୟଙ୍କ ଉତ୍ତରାୟଣ ହେବ, ଅର୍ଥାତ୍‌ ଦିନର ଅବଧି ଧୀରେ ଧୀରେ ବଢ଼ିବ ଓ ରାତିର ଅବଧି କମିବ ।
— ଉଲ୍ଲେଖଯୋଗ୍ୟ କି ଉତ୍ତରାୟଣ ଓ ଦକ୍ଷିଣାୟନ ଦୁଇଟି ଆପେକ୍ଷିକ ଶବ୍ଦ । ଉତ୍ତର ଗୋଲାର୍ଦ୍ଧ ରେ ଯେତେବେଳେ ଉତ୍ତରାୟଣ, ଦକ୍ଷିଣ ଗୋଲାର୍ଦ୍ଧ ରେ ସେତେବେଳେ ଦକ୍ଷିଣାୟନ । ଓଡ଼ିଶା ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ ଥିବାରୁ ବୁଝିବାକୁ ହେବ କି ସୂର୍ଯ୍ୟଙ୍କ ଉତ୍ତରାୟଣ / ଦକ୍ଷିଣାୟନ ସମ୍ବନ୍ଧରେ ଯାହାସବୁ କ୍ୟାଲେଣ୍ଡରରେ କୁହାଯାଏ ତାହା ଉତ୍ତର ଗୋଲାର୍ଦ୍ଧ ରେ ଥିବା ଦେଶ ଗୁଡ଼ିକ ପାଇଁ ପ୍ରାସଙ୍ଗିକ । ଯେଉଁ ଓଡ଼ିଆ ଭାଇମାନେ ଅଷ୍ଟ୍ରେଲିଆ, ଦକ୍ଷିଣ ଆମେରିକା ଓ ଦକ୍ଷିଣ ଆଫ୍ରିକା ଆଦି ଦକ୍ଷିଣ ଗୋଲାର୍ଦ୍ଧସ୍ଥ ଦେଶ / ମହାଦେଶରେ ରହୁଛନ୍ତି ସେମାନଙ୍କ ପାଇଁ ଉତ୍ତରାୟଣ ଦକ୍ଷିଣାୟନ ହେବ ଏବଂ ଦକ୍ଷିଣାୟନ ଉତ୍ତରାୟଣ ହେବ ।

February 2027

ଫେବୃୟାରୀ ୨୦୨୭
ଓଡ଼ିଆ ମାସ : ମାଘ ୧୯ – ଫାଲ୍‍ଗୁନ ୧୬
Date Day Festival / Holiday
2 Feb Tue Olashuni Mela
ଓଳାଶୁଣି ମେଳା
6 Feb Sat Trivani Amabasya, Maa Birajanka Janmotsaba, Abhiram Paramahamsa Jayanti
ତ୍ରିବେଣୀ ଅମାବାସ୍ୟା, ମା ବିରଜାଙ୍କ ଜନ୍ମୋତ୍ସବ, ଅଭିରାମ ପରମହଂସ ଜୟନ୍ତୀ
10 Feb Wed Shrijeeunka Padmamuka Besha
ଶ୍ରୀଜୀଉଙ୍କ ପଦ୍ମମୁଖ ବେଶ
11 Feb Thu Saraswati Puja (Basanta Panchami / Shripanchami), ସରସ୍ଵତୀ ପୂଜା (ବସନ୍ତ ପଞ୍ଚମୀ / ଶ୍ରୀପଞ୍ଚମୀ),
13 Feb Sat Kumbha Sankranti, Magha Saptami, Chandrabhaga Snana
କୁମ୍ଭ ସଂକ୍ରାନ୍ତି, ମାଘ ସପ୍ତମୀ, ଚନ୍ଦ୍ରଭାଗା ସ୍ନାନ
18 Feb Thu Ramakrishna Paramahamsa Jayanti
ରାମକୃଷ୍ଣ ପରମହଂସ ଜୟନ୍ତୀ
19 Feb Fri Nityananda Mahaprabhu Jayanti, Joronda Mela
ନିତ୍ୟାନନ୍ଦ ମହାପ୍ରଭୁ ଜୟନ୍ତୀ, ଯୋରନ୍ଦା ମେଳା
20 Feb Sat Magha Purnima, Agnyutsav Purnima, Mahaprabhunka Gaja Uddharana Besha
ମାଘ ପୂର୍ଣ୍ଣିମା, ଅଗ୍ନ୍ୟୁତ୍ସବ ପୂର୍ଣ୍ଣିମା, ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ
ପୂର୍ଣ୍ଣିମା: 20, ସଂକ୍ରାନ୍ତି: 13, ଅମାବାସ୍ୟା: 6
ଏକାଦଶୀ: 2 (ଷଟ୍‌ତିଳା), 17 (ଭୌମୀ / ବଡ଼)
ବିବାହ: 2, 3, 4, 10, 11, 12, 16, 22, 24, 25, 26, 27, 28 | ବ୍ରତୋପନୟନ: 1, 12, 25, 26 | ଅନ୍ନପ୍ରାଶନ: 18, 19 | କର୍ଣ୍ଣବେଧ: ନାହିଁ | ଗୃହାରମ୍ଭ: 19, 25 | ଗୃହପ୍ରତିଷ୍ଠା: 12, 18, 19, 25, 26

March 2027

ମାର୍ଚ୍ଚ ୨୦୨୭
ଓଡ଼ିଆ ମାସ : ଫାଲ୍‍ଗୁନ ୧୭ – ଚୈତ୍ର ୧୭
Date Day Festival / Holiday
6 Mar Sat Mahashivaratri (Jagara)
ମହାଶିବରାତ୍ରି (ଜାଗର)
10 Mar Wed Idul Fitar
ଇଦୁଲ୍‌ ଫିତର୍‌
15 Mar Mon Mina Sankranti
ମୀନ ସଂକ୍ରାନ୍ତି
17 Mar Wed Phagu Dashami, Shrijeeunka Chacheri Besha
ଫଗୁ ଦଶମୀ, ଶ୍ରୀଜୀଉଙ୍କ ଚାଚେରୀ ବେଶ
22 Mar Mon Dola Purnima, Sri Chaitanya Jayanti, Shrijeeunka Rajabesha
ଦୋଳ ପୂର୍ଣ୍ଣିମା, ଶ୍ରୀ ଚୈତନ୍ୟ ଜୟନ୍ତୀ, ଶ୍ରୀଜୀଉଙ୍କ ରାଜ ବେଶ
23 Mar Tue Holi Utsav, Taratarimi Yatra
ହୋଲି ଉତ୍ସବ, ତାରାତାରିଣୀ ଯାତ୍ରା
26 Mar Fri Good Friday
ଗୁଡ୍ ଫ୍ରାଇଡେ
ପୂର୍ଣ୍ଣିମା : 22, ସଂକ୍ରାନ୍ତି: 15, ଅମାବାସ୍ୟା: 8
ଏକାଦଶୀ: 4 (ପଙ୍କୋଦ୍ଧାର), 18 (ପାପନାଶିନୀ)
ବିବାହ: 1, 3, 4, 5, 9, 10 | ବ୍ରତୋପନୟନ: 4, 5, 11, 24, 28 | ଅନ୍ନପ୍ରାଶନ: 11 | କର୍ଣ୍ଣବେଧ: ନାହିଁ | ଗୃହାରମ୍ଭ: 11 | ଗୃହପ୍ରତିଷ୍ଠା: 11‌

April 2027

ଅପ୍ରେଲ ୨୦୨୭
ଓଡ଼ିଆ ମାସ : ଚୈତ୍ର ୧୮ – ବୈଶାଖ ୧୭
Date Day Festival / Holiday
1 Apr Thu Utkala Divas
ଉତ୍କଳ ଦିବସ
4 Apr Sun Mahabaruni Snana
ମହାବାରୁଣୀ ସ୍ନାନ
14 Apr Wed Mahabishuba (Pana) Sankranti, Hanuman Jayanti, Ambedkar Jayanti, Odia Nuabarsha, Basanti Puja (Ashokastami), Lingarajnka Rukuna Rathajatra
ମହାବିଷୁବ (ପଣା) ସଂକ୍ରାନ୍ତି, ହନୁମାନ ଜୟନ୍ତୀ, ଆମ୍ବେଦକର ଜୟନ୍ତୀ, ଓଡ଼ିଆ ନୂଆବର୍ଷ, ବାସନ୍ତୀ ପୂଜା (ଅଶୋକାଷ୍ଟମୀ), ଲିଙ୍ଗରାଜଙ୍କ ଋକୁଣା ରଥଯାତ୍ରା
15 Apr Thu Srirama Nabami
ଶ୍ରୀରାମ ନବମୀ
19 Apr Mon Hingula Yatra
ହିଙ୍ଗୁଳା ଯାତ୍ରା
20 Apr Tue ଚୈତ୍ର ପୂର୍ଣ୍ଣିମା, ସଙ୍କଟ ତାରିଣୀ ବ୍ରତ
Chaitra Purnima, Sankata Tarini Brata
28 Apr Wed Madhubabu Jayanti
ମଧୁବାବୁ ଜୟନ୍ତୀ
ପୂର୍ଣ୍ଣିମା: 20, ସଂକ୍ରାନ୍ତି: 14, ଅମାବାସ୍ୟା: 6
ଏକାଦଶୀ: 2 (ପାପମୋଚନୀ), 17 (କାମଦା)
ବିବାହ: 16, 18, 21, 25, 26, 30 | ବ୍ରତୋପନୟନ: 4, 8, 11, 12, 18, 23, 25, 30 | ଅନ୍ନପ୍ରାଶନ: 8, 11, 16 | କର୍ଣ୍ଣବେଧ: ନାହିଁ | ଗୃହାରମ୍ଭ: 16, 23, 26 | ଗୃହପ୍ରତିଷ୍ଠା: 23, 25, 26, 30

May 2027

ମଇ ୨୦୨୭
ଓଡ଼ିଆ ମାସ : ବୈଶାଖ ୧୮ – ଜ୍ୟେଷ୍ଠ ୧୭
Date Day Festival / Holiday
1 May Sat Labour Day
ଶ୍ରମିକ ଦିବସ
6 May Thu Rukmini Amabasya
ରୁକ୍ମିଣୀ ଅମାବାସ୍ୟା
8 May Sat World Redcross Day
ବିଶ୍ୱ ରେଡକ୍ରସ ଦିବସ
9 May Sun Akhaya Trutiya
ଅକ୍ଷୟ ତୃତୀୟା
10 May Mon Aadi Shankaracharya Jayanti
ଆଦି ଶଙ୍କାରାଚାର୍ଯ୍ୟ ଜୟନ୍ତୀ
11 May Tue Sri Ramanujacharya Jayanti
ଶ୍ରୀ ରାମାନୁଜାଚାର୍ଯ୍ୟ ଜୟନ୍ତୀ
14 May Fri Sita Nabami
ସୀତା ନବମୀ
15 May Sat Brusha Sankranti
ବୃଷ ସଂକ୍ରାନ୍ତି
17 May Mon Idjuha
ଇଦ୍‌ଜୁହା
18 May Tue Nrushimha Janma
ନୃସିଂହ ଜନ୍ମ
20 May Thu Chandana Purnima, Buddha Purnima, Guru Purnima Brata
ଚନ୍ଦନ ପୂର୍ଣ୍ଣିମା, ବୁଦ୍ଧ ପୂର୍ଣ୍ଣିମା, ଗୁରୁ ପୁଣ୍ଣିମା ବ୍ରତ
ପୂର୍ଣ୍ଣିମା: 20, ସଂକ୍ରାନ୍ତି: 15, ଅମାବାସ୍ୟା: 6
ଏକାଦଶୀ: 2 (ବରୁଥିନୀ), 16 (ମୋହିନୀ)
ବିବାହ: 3, 4, 7, 8, 9, 13, 16, 17, 22, 23, 24, 25, 26, 27, 30 | ବ୍ରତୋପନୟନ: 2, 9, 12, 26 | ଅନ୍ନପ୍ରାଶନ: 9, 12 | କର୍ଣ୍ଣବେଧ: ନାହିଁ | ଗୃହାରମ୍ଭ: 12 | ଗୃହପ୍ରତିଷ୍ଠା: 12, 23, 26, 27

June 2027

ଜୁନ୍ ୨୦୨୭
ଓଡ଼ିଆ ମାସ : ଜ୍ୟେଷ୍ଠ ୧୮ – ଆଷାଢ଼ ୧୬
Date Day Festival / Holiday
4 Jun Fri Sabitri Amabasya
ସାବିତ୍ରୀ ଅମାବାସ୍ୟା
8 Jun Tue Shiba Bibaha
ଶିବ ବିବାହ
9 Jun Wed Shitala Sasthi
ଶୀତଳ ଷଷ୍ଠୀ
14 Jun Mon Pahili Raja, Rukmini Bibaha
ପହିଲି ରଜ, ରୁକ୍ମିଣୀ ବିବାହ
15 Jun Tue Raja Sankranti
ରଜ ସଂକ୍ରାନ୍ତି
16 Jun Wed Bhumidaha, Muharram
ଭୂମିଦାହ, ମହରମ୍
17 Jun Thu Basumati Snana
ବସୁମତୀ ସ୍ନାନ
18 Jun Fri Devasna Purnima, Shrijeeunka Hati Besha, Anasara Arambha
ଦେବସ୍ନାନ ପୂର୍ଣ୍ଣିମା, ଶ୍ରୀଜୀଉଙ୍କ ହାତୀ ବେଶ, ଅଣସର ଆରମ୍ଭ
19 Jun Sat Alarnath Darshana Arambha
ଅଲରନାଥ ଦର୍ଶନ ଆରମ୍ଭ
21 Jun Mon World Yoga Day
ବିଶ୍ଵ ଯୋଗ ଦିବସ
ପୂର୍ଣ୍ଣିମା: 18, ସଂକ୍ରାନ୍ତି: 15, ଅମାବାସ୍ୟା: 4
ଏକାଦଶୀ: 1 (ଜଳକ୍ରୀଡ଼ା), ୧୪ (ନିର୍ଜଳା), 30 (ଖଳିଲାଗି)
ବିବାହ: 1, 2, 5, 9, 11, 13, 16, 21, 23, 24, 26, 27 | ବ୍ରତୋପନୟନ: 7, 13, 21, 23, 24 | ଅନ୍ନପ୍ରାଶନ: 7, 13 | କର୍ଣ୍ଣବେଧ: ନାହିଁ | ଗୃହାରମ୍ଭ: 21, 23 | ଗୃହପ୍ରତିଷ୍ଠା: 7, 13, 21, 23

July 2027

ଜୁଲାଇ ୨୦୨୭
ଓଡ଼ିଆ ମାସ : ଆଷାଢ଼ ୧୭ – ଶ୍ରାବଣ ୧୫
Date Day Festival / Holiday
3 Jul Sat Nabajaubana Darshana (Netrotsava)
ନବଯୌବନ ଦର୍ଶନ (ନେତ୍ରୋତ୍ସବ)
5 Jul Mon Rathayatra (Shrigundicha Yatra)
ରଥଯାତ୍ରା (ଶ୍ରୀଗୁଣ୍ଡିଚା ଯାତ୍ରା)
9 Jul Fri Hera Panchami
ହେରା ପଞ୍ଚମୀ
13 Jul Tue Bahuda Yatra
ବାହୁଡ଼ା ଯାତ୍ରା
14 Jul Wed Shri Jagannathanka Sunabesha
ଶ୍ରୀ ଜଗନ୍ନାଥଙ୍କ ସୁନାବେଶ
15 Jul Thu Adharapana
ଅଧରପଣା
16 Jul Fri Shrijeeunkara Neeladri Bije
ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ
17 Jul Sat Karkata Sankranti, Dakhinayana
କର୍କଟ ସଂକ୍ରାନ୍ତି, ଦକ୍ଷିଣାୟନ
18 Jul Sun Vyasa Purnima (Gurupuja)
ବ୍ୟାସ ପୂର୍ଣ୍ଣିମା (ଗୁରୁପୂଜା)
19 Jul Mon Bolbam Aarambha
ବୋଲବମ ଆରମ୍ଭ
23 Jul Fri Manasa Panchami
ମନସା ପଞ୍ଚମୀ
ଅମାବାସ୍ୟା: 4, ସଂକ୍ରାନ୍ତି: 17, ପୂର୍ଣ୍ଣିମା: 18
ଏକାଦଶୀ: 14 (ହରିଶୟନ), 30 (କାମଦା)
ବିବାହ: 1, 6, 7, 8, 9, 12 | ବ୍ରତୋପନୟନ: 1, 5, 6, 15 | ଅନ୍ନପ୍ରାଶନ: 15, 23 | କର୍ଣ୍ଣବେଧ: ନାହିଁ | ଗୃହାରମ୍ଭ: ନାହିଁ | ଗୃହପ୍ରତିଷ୍ଠା: 1, 5

ସୂଚନା :
— ୧୭ ଜୁଲାଇ ୨୦୨୭ ଶନିବାର କର୍କଟ ସଂକ୍ରାନ୍ତି ଠାରୁ ଛ‌ଅ ମାସ ସୂର୍ଯ୍ୟଙ୍କ ଦକ୍ଷିଣାୟଣ ହେବ, ଅର୍ଥାତ୍‌ ରାତିର ଅବଧି ଧୀରେ ଧୀରେ ବଢ଼ିବ ଓ ଦିନର ଅବଧି କମିବ ।
— ଉଲ୍ଲେଖଯୋଗ୍ୟ କି ଉତ୍ତରାୟଣ ଓ ଦକ୍ଷିଣାୟନ ଦୁଇଟି ଆପେକ୍ଷିକ ଶବ୍ଦ । ଉତ୍ତର ଗୋଲାର୍ଦ୍ଧ ରେ ଯେତେବେଳେ ଉତ୍ତରାୟଣ, ଦକ୍ଷିଣ ଗୋଲାର୍ଦ୍ଧ ରେ ସେତେବେଳେ ଦକ୍ଷିଣାୟନ । ଓଡ଼ିଶା ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ ଥିବାରୁ ବୁଝିବାକୁ ହେବ କି ସୂର୍ଯ୍ୟଙ୍କ ଉତ୍ତରାୟଣ / ଦକ୍ଷିଣାୟନ ସମ୍ବନ୍ଧରେ ଯାହାସବୁ କ୍ୟାଲେଣ୍ଡରରେ କୁହାଯାଏ ତାହା ଉତ୍ତର ଗୋଲାର୍ଦ୍ଧ ରେ ଥିବା ଦେଶ ଗୁଡ଼ିକ ପାଇଁ ପ୍ରାସଙ୍ଗିକ । ଯେଉଁ ଓଡ଼ିଆ ଭାଇମାନେ ଅଷ୍ଟ୍ରେଲିଆ, ଦକ୍ଷିଣ ଆମେରିକା ଓ ଦକ୍ଷିଣ ଆଫ୍ରିକା ଆଦି ଦକ୍ଷିଣ ଗୋଲାର୍ଦ୍ଧସ୍ଥ ଦେଶ / ମହାଦେଶରେ ରହୁଛନ୍ତି ସେମାନଙ୍କ ପାଇଁ ଉତ୍ତରାୟଣ ଦକ୍ଷିଣାୟନ ହେବ ଏବଂ ଦକ୍ଷିଣାୟନ ଉତ୍ତରାୟଣ ହେବ ।

August 2027

ଅଗଷ୍ଟ ୨୦୨୭
ଓଡ଼ିଆ ମାସ : ଶ୍ରାବଣ ୧୬ – ଭାଦ୍ରବ ୧୫
Date Day Festival / Holiday
2 Aug Mon Chitalagi Amabasya, Solar Eclipse
ଚିତାଲାଗି ଅମାବାସ୍ୟା, ସୂର୍ଯ୍ୟ ପରାଗ
8 Aug Sun Goswami Tulasi Das Jayanti
ଗୋସ୍ଵାମୀ ତୁଳସୀ ଦାସ ଜୟନ୍ତୀ
13 Aug Fri Jhulana Yatrarambha
ଝୁଲଣ ଯାତ୍ରାରମ୍ଭ
15 Aug Sun 81st Independence Day, Shri Arabinda Jayanti, Muhammad Jayanti
୮୧ତମ ସ୍ଵାଧୀନତା ଦିବସ, ଶ୍ରୀ ଅରବିନ୍ଦ ଜୟନ୍ତୀ, ମହମ୍ମଦ ଜୟନ୍ତୀ
16 Aug Mon Rakhi Bandhana (Gamha Purnima), Balabhadra Jayanti
ରାକ୍ଷୀ ବନ୍ଧନ (ଗହ୍ମା ପୂର୍ଣ୍ଣିମା), ବଳଭଦ୍ର ଜୟନ୍ତୀ
17 Aug Tue Sinha Sankranti, Jhulana Purnima
ସିଂହ ସଂକ୍ରାନ୍ତି, ଝୁଲଣ ପୂର୍ଣ୍ଣିମା
22 Aug Sun Khudurukuni Osha
ଖୁଦୁରୁକୁଣୀ ଓଷା
24 Aug Tue Sri Krishna Janmashtami
ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ
25 Aug Wed ନନ୍ଦୋତ୍ସବ
Nandotsava
ଅମାବାସ୍ୟା: 2, 31 ସଂକ୍ରାନ୍ତି ଓ ପୂର୍ଣ୍ଣିମା: 17
ଏକାଦଶୀ: ୧୨ (ପୁତ୍ରଦା), 2୮ (କାଳୀୟଦଳନ)
ବିବାହ: ନାହିଁ | ବ୍ରତୋପନୟନ: ନାହିଁ | ଅନ୍ନପ୍ରାଶନ: ୧୧ | କର୍ଣ୍ଣବେଧ: ନାହିଁ | ଗୃହାରମ୍ଭ: ନାହିଁ | ଗୃହପ୍ରତିଷ୍ଠା: ନାହିଁ

ସୂଚନା :
— ୨ ଅଗଷ୍ଟ ୨୦୨୭ ବୁଧବାର ଦିନ ସୂର୍ଯ୍ୟ ପରାଗ (Solar Eclipse) ଅନୁଭୂତ ହେଉଛି । ଏହି ଦିନ ଅପରାହ୍ନ ପ୍ରାୟ 4.30 pm ରେ ପଶ୍ଚିମ ଭାରତ ଓ ଦକ୍ଷିଣ ଭାରତରେ ସୂର୍ଯ୍ୟ ପରାଗ ଅନୁଭୂତ ହେବ । କହିବା ବାହୁଲ୍ୟ ଏହି ଦିନ ଚିତାଲାଗି ଅମାବାସ୍ୟା ପଡ଼ୁଛି ।

September 2027

ସେପ୍ଟେମ୍ବର ୨୦୨୭
ଓଡ଼ିଆ ମାସ : ଭାଦ୍ରବ ୧୬ – ଆଶ୍ଵିନ ୧୪
Date Day Festival / Holiday
4 Sep Sat Ganesh Puja
ଗଣେଶ ପୂଜା
5 Sep Sun Teacher’s Day, Nuakhai
ଗୁରୁ ଦିବସ, ନୂଆଖାଇ
6 Sep Mon Somanath Brata, Shasthi Osha
ସୋମନାଥ ବ୍ରତ, ଷଷ୍ଠୀ ଓଷା
8 Sep Wed Radhastami
ରାଧାଷ୍ଟମୀ
9 Sep Thu Shri Anukulachandra Jayanti
ଶ୍ରୀ ଅନୁକୂଳଚନ୍ଦ୍ର ଜୟନ୍ତୀ
12 Sep Sun Vamana Janma
ବାମନ ଜନ୍ମ
14 Sep Tue Ananta Brata
ଅନନ୍ତ ବ୍ରତ
15 Sep Wed Bhagavata Jayanti, Indrotsava Purnima
ଭାଗବତ ଜୟନ୍ତୀ, ଇନ୍ଦ୍ରୋତ୍ସବ ପୂର୍ଣ୍ଣିମା
17 Sep Fri Biswakarma Puja, Kanya Sankranti,
ବିଶ୍ଵକର୍ମା ପୂଜା, କନ୍ୟା ସଂକ୍ରାନ୍ତି,
30 Sep Thu Mahalaya Amabasya
ମହାଳୟା ଅମାବାସ୍ୟା
ଅମାବାସ୍ୟା: 30, ସଂକ୍ରାନ୍ତି: 17, ପୂର୍ଣ୍ଣିମା: 15
ଏକାଦଶୀ: 11 (ପାର୍ଶ୍ଵପରିବର୍ତ୍ତନ), 26 (ଇନ୍ଦିରା)
ବିବାହ: ନାହିଁ | ବ୍ରତୋପନୟନ: ନାହିଁ | ଅନ୍ନପ୍ରାଶନ: ନାହିଁ | କର୍ଣ୍ଣବେଧ: ନାହିଁ | ଗୃହାରମ୍ଭ: ନାହିଁ | ଗୃହପ୍ରତିଷ୍ଠା: ନାହିଁ

October 2027

ଅକ୍ଟୋବର ୨୦୨୭
ଓଡ଼ିଆ ମାସ : ଆଶ୍ଵିନ ୧୫ – କାର୍ତ୍ତିକ ୧୪
Date Day Festival / Holiday
2 Oct Sat Gandhi Jayanti, Shastri Jayanti
ଗାନ୍ଧୀ ଜୟନ୍ତୀ, ଶାସ୍ତ୍ରୀ ଜୟନ୍ତୀ
5 Oct Tue Mrunmayee Devinka Bilwabarana
ମୃଣ୍ମୟୀ ଦେବୀଙ୍କ ବିଲ୍ୱବରଣ
7 Oct Thu Mrunmayee Devinka Mahashtami
ମୃଣ୍ମୟୀ ଦେବୀଙ୍କ ମହାଷ୍ଟମୀ
9 Oct Sat Dussehra (Vijaya Dashami), Bhasani
ଦଶହରା (ବିଜୟା ଦଶମୀ), ଭସାଣି
14 Oct Thu Gajalakshmi Puja
ଗଜଲକ୍ଷ୍ମୀ ପୂଜା
15 Oct Fri Kumara Purnima
କୁମାର ପୂର୍ଣ୍ଣିମା
16 Oct Sat Kartika (Panchuka) Bratarambha
କାର୍ତ୍ତିକ (ପଞ୍ଚୁକ) ବ୍ରତାରମ୍ଭ
18 Oct Mon Garvana (Tula) Sankranti
ତୁଳା (ଗର୍ଭଣା) ସଂକ୍ରାନ୍ତି
27 Oct Wed Dhanwantari Jayanti
ଧନ୍ୱନ୍ତରୀ ଜୟନ୍ତୀ
28 Oct Thu Naraka Chaturdashi, Shyamakali Puja
ନରକ ଚତୁର୍ଦ୍ଦଶୀ, ଶ୍ଯାମାକାଳୀ ପୂଜା
29 Oct Fri Deepavali, Paya Shraddha
ଦୀପାବଳୀ, ପୟା ଶ୍ରାଦ୍ଧ
30 Oct Sat Girigovardhan Puja
ଗିରିଗୋବର୍ଦ୍ଧନ ପୂଜା
31 Oct Sun Bhatru Dwitiya
ଭାତୃ ଦ୍ଵିତୀୟା
ଅମାବାସ୍ୟା: 29, ସଂକ୍ରାନ୍ତି: 18, ପୂର୍ଣ୍ଣିମା: 15
ଏକାଦଶୀ: ୧୧ (ପାପାଙ୍କୁଶା), 25 (ରମା)
ବିବାହ: ନାହିଁ | ବ୍ରତୋପନୟନ: ନାହିଁ | ଅନ୍ନପ୍ରାଶନ: 4, 11 | କର୍ଣ୍ଣବେଧ: ନାହିଁ | ଗୃହାରମ୍ଭ: ନାହିଁ | ଗୃହପ୍ରତିଷ୍ଠା: ନାହିଁ

November 2027

ନଭେମ୍ବର ୨୦୨୭
ଓଡ଼ିଆ ମାସ : କାର୍ତ୍ତିକ ୧୫ – ମାର୍ଗଶିର ୧୪
Date Day Festival / Holiday
6 Nov Sat Gosthaashtami
ଗୋଷ୍ଠାଷ୍ଟମୀ
7 Nov Sun Anlaa Nabami, Jagaddhatri Puja, Shriradhanka Pada Darshana
ଅଁଳା ନବମୀ, ଜଗଦ୍ଧାତ୍ରୀ ପୂଜା, ଶ୍ରୀରାଧାଙ୍କ ପାଦ ଦର୍ଶନ
8 Nov Mon Shrijeeunka Radha Damodara Besha,
ଶ୍ରୀଜୀଉଙ୍କ ରାଧା ଦାମୋଦର ବେଶ,
11 Nov Thu Tulasi Bibaha, Shrijeeunka Bankachuda Besha
ତୁଳସୀ ବିବାହ, ଶ୍ରୀଜୀଉଙ୍କ ବାଙ୍କଚୁଡ଼ ବେଶ
12 Nov Fri Bada Osha, Shrijeeunka Daalakia / Trivikrama Besha
ବଡ଼ ଓଷା, ଶ୍ରୀଜୀଉଙ୍କ ଡାଳକିଆ / ତ୍ରିବିକ୍ରମ ବେଶ
13 Nov Sat Kedara Brata, Shrijeeunka Laxminrushimha Besha
କେଦାର ବ୍ରତ, ଶ୍ରୀଜୀଉଙ୍କ ଲକ୍ଷ୍ମୀନୃସିଂହ ବେଶ
14 Nov Sun Rasa (Kartika) Purnima, Boita Bandana, Balijatra, Shrijiunka Rajadhiraj Besha, Children’s Day
ରାସ (କାର୍ତ୍ତିକ) ପୂର୍ଣ୍ଣିମା, ବୋଇତ ବନ୍ଦାଣ, ବାଲିଯାତ୍ରା, ଶ୍ରୀଜୀଉଙ୍କ ରାଜାଧିରାଜ ବେଶ, ଶିଶୁ ଦିବସ
15 Nov Mon Chhadakhai
ଛାଡ଼ଖାଇ
17 Nov Wed Bichha Sankranti, Kartikeya Puja
ବିଛା ସଂକ୍ରାନ୍ତି, କାର୍ତ୍ତିକେୟ ପୂଜା
18 Nov Thu Sita Bibaha
ସୀତା ବିବାହ
19 Nov Fri Srikhetra Parikrama
ଶ୍ରୀକ୍ଷେତ୍ର ପରିକ୍ରମା
21 Nov Sun Prathamastami, Kanjianla Nabami
ପ୍ରଥମାଷ୍ଟମୀ, କାଞ୍ଜିଅଁଳା ନବମୀ
25 Nov Thu Margashira Masa Prathama Gurubara (Manabasa Aarambha)
ମାର୍ଗଶିର ମାସ ପ୍ରଥମ ଗୁରୁବାର (ମାଣବସା ଆରମ୍ଭ)
ଅମାବାସ୍ୟା: 28, ସଂକ୍ରାନ୍ତି: 17, ପୂର୍ଣ୍ଣିମା: 14
ଏକାଦଶୀ: 10 (ଦେବୀ ଉତ୍ଥାପନ), 24 (ଉତ୍ପନ୍ନା)
ବିବାହ: 20, 21, 23, 24, 25, 26 | ବ୍ରତୋପନୟନ: ନାହିଁ | ଅନ୍ନପ୍ରାଶନ: 4, 5 | କର୍ଣ୍ଣବେଧ: ନାହିଁ | ଗୃହାରମ୍ଭ: ନାହିଁ | ଗୃହପ୍ରତିଷ୍ଠା: ନାହିଁ

December 2027

ଡିସେମ୍ବର ୨୦୨୭
ଓଡ଼ିଆ ମାସ : ମାର୍ଗଶିର ୧୫ – ପୌଷ ୧୬
Date Day Festival / Holiday
11 Dec Sat Bhagavad Gita Jayanti, Ananga Trayodashi
ଭଗବଦ୍ ଗୀତା ଜୟନ୍ତୀ, ଅନଙ୍ଗ ତ୍ରୟୋଦଶୀ
13 Dec Mon Pandu Osha
ପଣ୍ଡୁ ଓଷା
16 Dec Thu Dhanu Sankranti
ଧନୁ ସଂକ୍ରାନ୍ତି
25 Dec Sat Christmas (Badadina)
ଯୀଶୁଖ୍ରୀଷ୍ଟ ଜୟନ୍ତୀ (ବଡ଼ଦିନ)
ଅମାବାସ୍ୟା: 27, ସଂକ୍ରାନ୍ତି: 16, ପୂର୍ଣ୍ଣିମା: 13
ଏକାଦଶୀ: 9 (ମୋକ୍ଷ), 23 (ସଫଳା)
ବିବାହ: ନାହିଁ | ବ୍ରତୋପନୟନ: ନାହିଁ | ଅନ୍ନପ୍ରାଶନ: 3, 5 | କର୍ଣ୍ଣବେଧ: ନାହିଁ | ଗୃହାରମ୍ଭ: ନାହିଁ | ଗୃହପ୍ରତିଷ୍ଠା: ନାହିଁ

Keywords: Sankhipta Odia Calendar 2027 by Smaranika, Kohenur Panjika 2027, Radharamana Panjika 2027, Odia Panji 2027, Odia Festival List 2027, Odisha Holiday List 2027, Amabasya Purnima Sankaranti Ekadashi Bibaha Bratopanayana Annaprasana Karnabedha Gruharambha Gruhapratistha 2027, Bank Holiday 2027, Download Odia Calendar 2027, Odia Calendar PDF, Odia Panji PDF, Kohenur Panji 2027, Radharamana Panji 2027, Odisha Gazetted Holidays List 2027, Marriage Dates 2027, Sacred thread ceremony 2027, Bratopanayana Dates 2027, Bhumi pujana 2027, National Holiday 2027, Solar / Lunar Eclipse 2027, Odia Blog, Odia Website, Odia Lyrics, Smaranika, ସ୍ମରଣିକା ପ୍ରସ୍ତୁତ ସଂକ୍ଷିପ୍ତ ଓଡ଼ିଆ କ୍ୟାଲେଣ୍ଡର ୨୦୨୭, କୋହେନୁର ପଞ୍ଜିକା ୨୦୨୭, ରାଧାରମଣ ପଞ୍ଜିକା ୨୦୨୭, ଓଡ଼ିଆ ପାଞ୍ଜି ୨୦୨୭, ଓଡ଼ିଆ ପର୍ବ ପର୍ବାଣି ୨୦୨୭, ଓଡ଼ିଶା ଛୁଟିଦିନ ୨୦୨୭, ଅମାବାସ୍ୟା ପୂର୍ଣ୍ଣିମା ସଂକ୍ରାନ୍ତି ଏକାଦଶୀ ବିବାହ ବ୍ରତୋପନୟନ ଅନ୍ନପ୍ରାଶନ କର୍ଣ୍ଣବେଧ ଗୃହାରମ୍ଭ ଗୃହପ୍ରତିଷ୍ଠା ଶୁଭ ଲଗ୍ନ ୨୦୨୭, ବିବାହ ଶୁଭ ଲଗ୍ନ ୨୦୨୭, ବ୍ରତୋପନୟନ ଶୁଭ ଲଗ୍ନ ୨୦୨୭, ଓଡ଼ିଶା ଛୁଟିଦିନ ଲିଷ୍ଟ ୨୦୨୭, କୋହେନୁର ପାଞ୍ଜି ୨୦୨୭, ରାଧାରମଣ ପାଞ୍ଜି ୨୦୨୭, ଓଡ଼ିଶା ସରକାରି ଛୁଟିଦିନ ୨୦୨୭, ବ୍ୟାଙ୍କ ଛୁଟିଦିନ ୨୦୨୭, ଜଗନ୍ନାଥ ଭଜନ, ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଭାଷା ସାହିତ୍ୟ, ଅଣ-ଓଡ଼ିଆ ଭାଷା ସାହିତ୍ୟ ଓଡ଼ିଆ ଭାଷାରେ ଉପସ୍ଥାପନା, ଓଡ଼ିଆ ସଂସ୍କୃତି, ଓଡ଼ିଆ ଭାଷା, ଓଡ଼ିଆ ଗୀତ ଲିରିକ୍ସ, ଓଡ଼ିଆ ବ୍ଲଗ, ଓଡ଼ିଆ ୱେବସାଇଟ, ସମ୍ବଲପୁରୀ ଭଷା ଓ ସସ୍କୃତି, ଆଦିବାସୀ ଭଷା ଓ ସସ୍କୃତି, ସ୍ମରଣିକା, ସ୍ମରଣିକା ଡଟ୍‌ ଇନ୍, ଦି ସ୍ମରଣିକା ବ୍ଲଗ୍‌,‌ Jagannath Bhajan, Jagannath Culture, Odia Literary Works, Non-Odia Literary Works Presented in Odia, Odia culture, Odia Language, Odia Song Lyrics, Odia Blog, Odia website, Sambalpuri Language and Culture, Adivasi Language and Culture, Smaranika, Smaranika.in, The Smaranika Blog,

ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ…