== ଓଡ଼ିଆ ଲିରିକ୍ସ ==
ଗୀତ : ଶ୍ରୀମନ୍ଦିରୁ ତୋତେ ଚୋରେଇ ନେଇ
ଭାଷା : ଓଡ଼ିଆ
କଣ୍ଠ : ସୁରେଶ ୱାଡ଼କର
ଗୀତିକାର : କାଳି ପ୍ରସନ୍ନ
ସଂଗୀତ ନିର୍ଦ୍ଦେଶକ : ଶକ୍ତି ପ୍ରସନ୍ନ
ଆଲବମ : ଇନ୍ଦ୍ରନୀଳମଣି
ମ୍ୟୁଜିକ ଲେବେଲ : ଟି-ସିରିଜ
ମସିହା : ୨୦୧୦
ଶ୍ରୀମନ୍ଦିରୁ ତୋତେ ଚୋରେଇ ନେଇ
ମୋ ହୃଦୟେ ଲୁଚେଇ ଦେବି
ଖୋଜିବ ଯେବେ ତୋତେ ଦୁନିଆ
ପୁଣି ମୁଁ ଫେରେଇ ଦେବି
ଶ୍ରୀମନ୍ଦିରୁ ତୋତେ ଚୋରେଇ ନେଇ
ଶ୍ରୀମନ୍ଦିରୁ ତୋତେ ଚୋରେଇ ନେଇ
ମୋ ହୃଦୟେ ଲୁଚେଇ ଦେବି
ଖୋଜିବ ଯେବେ ତୋତେ ଦୁନିଆ
ପୁଣି ମୁଁ ଫେରେଇ ଦେବି
ଶ୍ରୀମନ୍ଦିରୁ ତୋତେ ଚୋରେଇ ନେଇ ॥
କଳା ସାଆନ୍ତ ଜାଣେ ଜଗତ ଭକତିରେ ବନ୍ଧା ତୁହି
ମୋ ଭଙ୍ଗାଘରେ ରଖିବି ନେଇ ଛନ୍ଦାପାଦ ଛନ୍ଦି ଦେଇ
କଳା ସାଆନ୍ତ ଜାଣେ ଜଗତ ଭକତିରେ ବନ୍ଧା ତୁହି
ମୋ ଭଙ୍ଗାଘରେ ରଖିବି ନେଇ ଛନ୍ଦାପାଦ ଛନ୍ଦି ଦେଇ
ମନ-ଝରଣାରେ ଗାଧୋଇ ଦେଇ ମନଝରଣା ରେ ଗାଧୋଇ ଦେଇ
ସ୍ନେହ-ଚନ୍ଦନ ଲଗେଇ ଦେବି
ଖୋଜିବ ଯେବେ ତୋତେ ଦୁନିଆ
ପୁଣି ମୁଁ ଫେରେଇ ଦେବି
ଶ୍ରୀମନ୍ଦିରୁ ତୋତେ ଚୋରେଇ ନେଇ ॥୧॥
ତୁ ଇନ୍ଦ୍ରମଣି କେ ପାରେ କିଣି କାହାକୁ ବିକିବି ନେଇ
ତୁ ଯାହା ଦେବୁ ତୋହରି ମୂଲ ମହାବାହୁ ଟେକିଦେଇ
ତୁ ଇନ୍ଦ୍ରମଣି କେ ପାରେ କିଣି କାହାକୁ ବିକିବି ନେଇ
ତୁ ଯାହା ଦେବୁ ତୋହରି ମୂଲ ମହାବାହୁ ଟେକିଦେଇ
ତୋ ହାତରୁ ଶଙ୍ଖ ଛଡ଼େଇ ନେଇ
ତୋ ହାତରୁ ଶଙ୍ଖ ଛଡ଼େଇ ନେଇ
ପ୍ରେମ-ବଇଁଶୀ ଧରେଇ ଦେବି
ଖୋଜିବ ଯେବେ ତୋତେ ଦୁନିଆ
ପୁଣି ମୁଁ ଫେରେଇ ଦେବି
ଶ୍ରୀମନ୍ଦିରୁ ତୋତେ ଚୋରେଇ ନେଇ
ଶ୍ରୀମନ୍ଦିରୁ ତୋତେ ଚୋରେଇ ନେଇ
ମୋ ହୃଦୟେ ଲୁଚେଇ ଦେବି
ଖୋଜିବ ଯେବେ ତୋତେ ଦୁନିଆ
ପୁଣି ମୁଁ ଫେରେଇ ଦେବି
ଶ୍ରୀମନ୍ଦିରୁ ତୋତେ ଚୋରେଇ ନେଇ
ଶ୍ରୀମନ୍ଦିରୁ ତୋତେ ଚୋରେଇ ନେଇ
ଶ୍ରୀମନ୍ଦିରୁ ତୋତେ ଚୋରେଇ ନେଇ
ଶ୍ରୀମନ୍ଦିରୁ ତୋତେ ଚୋରେଇ ନେଇ ॥୨॥
ଶ୍ରୀମନ୍ଦିରୁ ତୋତେ ଚୋରେଇ ନେଇ:
ସୁରେଶ ୱାଡ଼କରଙ୍କ କଣ୍ଠରେ, ଶକ୍ତି ପ୍ରସନ୍ନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, କାଳି ପ୍ରସନ୍ନଙ୍କ ରଚିତ, ୨୦୧୦ ମସିହାର ଓଡ଼ିଆ ଭଜନ ଆଲବମ “ଇନ୍ଦ୍ରନୀଳମଣି“ ର ଗୀତ “ଶ୍ରୀମନ୍ଦିରୁ ତୋତେ ଚୋରେଇ ନେଇ ମୋ ହୃଦୟେ ଲୁଚେଇ ଦେବି.. ଖୋଜିବ ଯେବେ ତୋତେ ଦୁନିଆ ପୁଣି ମୁଁ ଫେରେଇ ଦେବି..” ପଢ଼ନ୍ତୁ “ସ୍ମରଣିକା ଡଟ୍ ଇନ୍” ରେ ଓଡ଼ିଆ ଓ ଇଂରାଜୀରେ ।
== English Lyrics ==
Song : Shrimandiru Tote Chorei Nei
Language : Odia
Singer : Suresh Wadekar
Lyricist : Kali Prasanna
Music Director : Shakti Prasanna
Album : Indraneelamani
Music Label: T-Series
Year : 2010
Shrimandiru tote chorei nei
Mo hrudaye luchei debi
Khojiba jebe tote dunia
Puni mun pherei debi
Shrimandiru tote chorei nei
Shrimandiru tote chorei nei
Mo hrudaye luchei debi
Khojiba jebe tote dunia
Puni mun pherei debi
Shrimandiru tote chorei nei ॥
Kala saanta jane jagata bhakatire bandha tuhi
Mo bhangaghare rakhibi nei chhandapada chhandi dei
Kala saanta jane jagata bhakatire bandha tuhi
Mo bhangaghare rakhibi nei chhandapada chhandi dei
Mana-jharanare gadhoi dei
Mana-jharanare gadhoi dei
Sneha-chandana lagei debi
Khojiba jebe tote dunia
Puni mun pherei debi
Shrimandiru tote chorei nei ॥1॥
Tu Indramani ke pare kini kahaku bikibi nei
Tu jaha debu tohari mula Mahabahu tekidei
Tu Indramani ke pare kini kahaku bikibi nei
Tu jaha debu tohari mula Mahabahu tekidei
To hataru shankha chhadei nei
to hataru shankha chhadei nei
Prema-bainshi dharei debi
Khojiba jebe tote dunia
Puni mun pherei debi
Shrimandiru tote chorei nei
Shrimandiru tote chorei nei
Mo hrudaye luchei debi
Khojiba jebe tote dunia
Puni mun pherei debi
Shrimandiru tote chorei nei
Shrimandiru tote chorei nei
Shrimandiru tote chorei nei
Shrimandiru tote chorei nei ॥2॥
Shrimandiru Tote Chorei Nei:
Lyrics of song “Shrimandiru Tote Chorei Nei Mo hrudaye luchei debi.. Khojiba jebe tote dunia Puni mun pherei debi..” from Odia bhajan album “Indraneelamani” released in the year 2010, sung by Suresh Wadekar, music directed by Shakti Prasanna, lyrics by Shakti Prasanna on “Smaranika.in” in Odia and English.
ଅନ୍ୟ କଣ୍ଠଶିଳ୍ପୀଙ୍କୁ ଶୁଣନ୍ତୁ YouTube ରେ
ସୁରେଶ ୱାଡ଼କର (Suresh Wadkar) ଙ୍କ କଣ୍ଠରେ ଶୁଣନ୍ତୁ YouTube ରେ..[➚]
Keywords: ଶ୍ରୀମନ୍ଦିରୁ ତୋତେ ଚୋରେଇ ନେଇ, ୨୦୧୦ ମସିହାର ଓଡ଼ିଆ ଭଜନ, ଓଡ଼ିଆ ଭଜନ ଲିରିକ୍ସ, ଜଗନ୍ନାଥ ଭଜନ, କୃଷ୍ଣ ଭଜନ, ଓଡ଼ିଆ ଭଜନ ଆଲବମ ଇନ୍ଦ୍ରନୀଳମଣି, ସୁରେଶ ୱାଡ଼କର, କାଳି ପ୍ରସନ୍ନ, ଶକ୍ତି ପ୍ରସନ୍ନ, ଅଞ୍ଜନ କୁମାର, ଜିତେନ୍ଦ୍ର ଜାଲି, ସ୍ୱାଧୀନ କୁମାର ପ୍ରଧାନ, Shrimandiru Tote Chorei Nei, 2010 Odia Bhajan, Odia Bhajan Lyrics, Jagannatha Bhajan, Krishna Bhajan, Odia Bhajan Album Indraneelamani, Suresh Wadekar, Kali Prasanna, Shakti Prasanna, Anjan Kumar, Jitendra Jally, Swadhin Kumar Pradhan, ଜଗନ୍ନାଥ ଭଜନ, ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଭାଷା ସାହିତ୍ୟ, ଅଣ-ଓଡ଼ିଆ ଭାଷା ସାହିତ୍ୟ ଓଡ଼ିଆ ଭାଷାରେ ଉପସ୍ଥାପନା, ଓଡ଼ିଆ ସଂସ୍କୃତି, ଓଡ଼ିଆ ଭାଷା, ଓଡ଼ିଆ ଗୀତ ଲିରିକ୍ସ, ଓଡ଼ିଆ ବ୍ଲଗ, ଓଡ଼ିଆ ୱେବସାଇଟ, ସମ୍ବଲପୁରୀ ଭଷା ଓ ସସ୍କୃତି, ଆଦିବାସୀ ଭଷା ଓ ସସ୍କୃତି, ସ୍ମରଣିକା, ସ୍ମରଣିକା ଡଟ୍ ଇନ୍, ଦି ସ୍ମରଣିକା ବ୍ଲଗ୍, Jagannath Bhajan, Jagannath Culture, Odia Literary Works, Non-Odia Literary Works Presented in Odia, Odia culture, Odia Language, Odia Song Lyrics, Odia Blog, Odia website, Sambalpuri Language and Culture, Adivasi Language and Culture, Smaranika, Smaranika.in, The Smaranika Blog,
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ…