== ଓଡ଼ିଆ ଲିରିକ୍ସ ==
ଗୀତ : ମୁଁ ଚିଠି ଲେଖିଚି ମୋ ନୀଳମଣିକୁ
ଭାଷା : ଓଡ଼ିଆ
କଣ୍ଠ : କୁମାର ବାପି
ଗୀତିକାର : ଅଲେଖ ବିଶ୍ୱାଳ
ସଂଗୀତ ନିର୍ଦ୍ଦେଶକ : ଦୀପକ କୁମାର
ମସିହା : ୨୦୦୪
ହାତ ଠାରି ମୋତେ ଡାକିବ କି ସତେ
ହାତ ଠାରି ମୋତେ ଡାକିବ କି ସତେ
ରଥ ଯାତରା କୁ ଏ ଦୁଃଖୀକୁ ପୁରୀକୁ
ମୁଁ ଚିଠି ଲେଖିଚି ମୋ ନୀଳମଣିକୁ
ମୁଁ ଚିଠି ଲେଖିଚି ମୋ ନୀଳମଣିକୁ
ହାତ ଠାରି ମୋତେ ଡାକିବ କି ସତେ
ହାତ ଠାରି ମୋତେ ଡାକିବ କି ସତେ
ରଥ ଯାତରା କୁ ଏ ଦୁଃଖୀକୁ ପୁରୀକୁ
ମୁଁ ଚିଠି ଲେଖିଚି ମୋ ନୀଳମଣିକୁ
ମୁଁ ଚିଠି ଲେଖିଚି ମୋ ନୀଳମଣିକୁ ॥
ଭାବବିନୋଦିଆ ମୋର ଭାବ ବୁଝି ପାରିବ
ନନ୍ଦିଘୋଷ ଅଟକାଇ ମୋତେ ହାତ ଠାରିବ
ଭାବବିନୋଦିଆ ମୋର ଭାବ ବୁଝି ପାରିବ
ନନ୍ଦିଘୋଷ ଅଟକାଇ ମୋତେ ହାତ ଠାରିବ
ଲାଗିଲେ ତା ଡୋରି ଯିବି ପୁରୀ ଭାବେ ମୁଁ
ମୁଁ ଚିଠି ଲେଖିଚି ମୋ ନୀଳମଣିକୁ
ମୁଁ ଚିଠି ଲେଖିଚି ମୋ ନୀଳମଣିକୁ ॥୧॥
ନନ୍ଦିଘୋଷେ ବସିଥିବ ମୋର କଳା ବାମନ
ବଡ଼ଦାଣ୍ଡେ ଦେଖିଦେଲେ ନାଚିଯିବ ମୋ ମନ
ନନ୍ଦିଘୋଷେ ବସିଥିବ ମୋର କଳା ବାମନ
ବଡ଼ଦାଣ୍ଡେ ଦେଖିଦେଲେ ନାଚିଯିବ ମୋ ମନ
ରଥ ଟାଣୁଥିବି ଜାଣୁଥିବି ଧନ୍ୟ ମୁଁ
ମୁଁ ଚିଠି ଲେଖିଚି ମୋ ନୀଳମଣିକୁ
ମୁଁ ଚିଠି ଲେଖିଚି ମୋ ନୀଳମଣିକୁ ॥୨॥
ହାତ ଠାରି ମୋତେ ଡାକିବ କି ସତେ
ହାତ ଠାରି ମୋତେ ଡାକିବ କି ସତେ
ରଥ ଯାତରା କୁ ଏ ଦୁଃଖୀକୁ ପୁରୀକୁ
ମୁଁ ଚିଠି ଲେଖିଚି ମୋ ନୀଳମଣିକୁ
ମୁଁ ଚିଠି ଲେଖିଚି ମୋ ନୀଳମଣିକୁ
ମୁଁ ଚିଠି ଲେଖିଚି ମୋ ନୀଳମଣିକୁ
ମୁଁ ଚିଠି ଲେଖିଚି ମୋ ନୀଳମଣିକୁ ॥
ମୁଁ ଚିଠି ଲେଖିଚି ମୋ ନୀଳମଣିକୁ:
କୁମାର ବାପିଙ୍କ କଣ୍ଠରେ, ଦୀପକ କୁମାର ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଅଲେଖ ବିଶ୍ୱାଳଙ୍କ ରଚିତ, ୨୦୦୪ ମସିହାର ଓଡ଼ିଆ ଭଜନ ଗୀତ “ମୁଁ ଚିଠି ଲେଖିଚି ମୋ ନୀଳମଣିକୁ (ହାତ ଠାରି ମୋତେ ଡାକିବ କି ସତେ)..” ପଢ଼ନ୍ତୁ “ସ୍ମରଣିକା ଡଟ୍ ଇନ୍” ରେ ଓଡ଼ିଆ ଓ ଇଂରାଜୀରେ ।
== English Lyrics ==
Song : Mu Chithi Lekhichi Mo Nilamaniku
Language : Odia
Singer : Kumar Bapi
Lyricist : Alekh Biswal
Music Director : Dipak Kumar
Year : 2004
Hata thari mote dakiba ki sate
Hata thari mote dakiba ki sate
Ratha jataraku e dukhiku puriku
Mun chithi lekhichi mo Nilamaniku
Mun chithi lekhichi mo Nilamaniku
Hata thari mote dakiba ki sate
Hata thari mote dakiba ki sate
Ratha jataraku e dukhiku puriku
Mun chithi lekhichi mo Nilamaniku
Mun chithi lekhichi mo Nilamaniku ॥
Bhababinodia mora bhaba bujhi pariba
Nandighosha atakai mote hata thariba
Bhababinodia mora bhaba bujhi pariba
Nandighosha atakai mote hata thariba
Lagile ta dori jibi puri bhabe mun
Mun chithi lekhichi mo Nilamaniku
Mun chithi lekhichi mo Nilamaniku ॥1॥
Nandighoshe basithiba mora Kala Bamana
Badadande dekhidele nachijiba mo mana
Nandighoshe basithiba mora Kala Bamana
Badadande dekhidele nachijiba mo mana
Ratha tanuthibi januthibi dhanya mun
Mun chithi lekhichi mo Nilamaniku
Mun chithi lekhichi mo Nilamaniku ॥2॥
Hata thari mote dakiba ki sate
Hata thari mote dakiba ki sate
Ratha jataraku e dukhiku puriku
Mun chithi lekhichi mo Nilamaniku
Mun chithi lekhichi mo Nilamaniku
Mun chithi lekhichi mo Nilamaniku
Mun chithi lekhichi mo Nilamaniku ॥
Mu Chithi Lekhichi Mo Nilamaniku:
Lyrics of Odia bhajan song “Mu Chithi Lekhichi Mo Nilamaniku (Hata thari mote dakiba ki sate)..” released in the year 2004, sung by Kumar Bapi, music directed by Dipak Kumar, lyrics by Alekh Biswal on “Smaranika.in” in Odia and English.
Keywords: ମୁଁ ଚିଠି ଲେଖିଚି ମୋ ନୀଳମଣିକୁ, ୨୦୦୪ ମସିହା ଓଡ଼ିଆ ଭଜନ, ଓଡ଼ିଆ ଭଜନ ଲିରିକ୍ସ, ଜଗନ୍ନାଥ ଭଜନ, କୃଷ୍ଣ ଭଜନ, କୁମାର ବାପି, ଅଲେଖ ବିଶ୍ୱାଳ, ଦୀପକ କୁମାର, Mu Chithi Lekhichi Mo Nilamaniku, Year 2004 Odia Bhajan, Odia Bhajan Lyrics, Jagannatha Bhajan, Krishna Bhajan, Kumar Bapi, Alekh Biswal, Dipak Kumar, ଜଗନ୍ନାଥ ଭଜନ,ଜଗନ୍ନାଥ ସଂସ୍କୃତି,ଓଡ଼ିଆ ଭାଷା ସାହିତ୍ୟ,ଅଣ-ଓଡ଼ିଆ ଭାଷା ସାହିତ୍ୟ ଓଡ଼ିଆ ଭାଷାରେ ଉପସ୍ଥାପନା,ଓଡ଼ିଆ ସଂସ୍କୃତି,ଓଡ଼ିଆ ଭାଷା,ଓଡ଼ିଆ ଗୀତ ଲିରିକ୍ସ,ଓଡ଼ିଆ ବ୍ଲଗ,ଓଡ଼ିଆ ୱେବସାଇଟ,ସ୍ମରଣିକା,ସ୍ମରଣିକା ଡଟ୍ ଇନ୍,ଦି ସ୍ମରଣିକା ବ୍ଲଗ୍, Jagannath Bhajan, Jagannath Culture, Odia Literary Works, Non-Odia Literary Works Presented in Odia, Odia culture, Odia Language, Odia Song Lyrics, Odia Blog, Odia website, Smaranika, Smaranika.in, The Smaranika Blog,
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ…