== ଓଡ଼ିଆ ଲିରିକ୍ସ ==
ଗୀତ : ରାଧେ ଗୋବିନ୍ଦ ଜୟ ଶ୍ରୀରାଧେ ଗୋବିନ୍ଦ ଜୟ
ଭାଷା : ଓଡ଼ିଆ
କଣ୍ଠ : ନେହା ମହାରଣା
ଗୀତିକାର : ଜେ.କେ. ସାହୁ
ସଂଗୀତ ନିର୍ଦ୍ଦେଶକ : ଜେ.କେ. ସାହୁ
ମସିହା : ୨୦୨୪
(ମୁଖ୍ୟ)
ରାଧେ ଗୋବିନ୍ଦ ଜୟ ଶ୍ରୀରାଧେ ଗୋବିନ୍ଦ ଜୟ
(ସମସ୍ତେ)
ରାଧେ ଗୋବିନ୍ଦ ଜୟ ଶ୍ରୀରାଧେ ଗୋବିନ୍ଦ ଜୟ
(ମୁଖ୍ୟ)
ଶ୍ରୀରାଧେ ଗୋବିନ୍ଦ ଜୟ ଆହା କି ଆନନ୍ଦମୟ
(ସମସ୍ତେ)
ଶ୍ରୀରାଧେ ଗୋବିନ୍ଦ ଜୟ ଆହା କି ଆନନ୍ଦମୟ
(ମୁଖ୍ୟ)
ରାଧେ ଗୋବିନ୍ଦ ଜୟ ଶ୍ରୀରାଧେ ଗୋବିନ୍ଦ ଜୟ
(ସମସ୍ତେ)
ରାଧେ ଗୋବିନ୍ଦ ଜୟ ଶ୍ରୀରାଧେ ଗୋବିନ୍ଦ ଜୟ ॥
(ମୁଖ୍ୟ)
ଜୟ ହେ ବ୍ରଜମୋହିନୀ ଜୟ ହେ ବ୍ରଜମଳୟ
(ସମସ୍ତେ)
ଜୟ ହେ ବ୍ରଜମୋହିନୀ ଜୟ ହେ ବ୍ରଜମଳୟ
ରାଧେ ଗୋବିନ୍ଦ ଜୟ ଶ୍ରୀରାଧେ ଗୋବିନ୍ଦ ଜୟ
ରାଧେ ଗୋବିନ୍ଦ ଜୟ ଶ୍ରୀରାଧେ ଗୋବିନ୍ଦ ଜୟ ॥
(ମୁଖ୍ୟ)
ଏକ ଅଙ୍ଗେ କୃଷ୍ଣ ତୁମେ ଏକ ଅଙ୍ଗେ ରାଧା
ରାଧା ବିନା କୃଷ୍ଣ ଅଧା କୃଷ୍ଣ ବିନା ରାଧା
କି ସୁନ୍ଦର ଠାଣି ସତେ କି ସୁନ୍ଦର ବେଶ
ରାଧା ପାଦ ଦରଶନେ ଆତ୍ମା ହୁଏ ତୋଷ
ଜୟ ଜୟ କୃଷ୍ଣପ୍ରିୟା ଜୟ କୃଷ୍ଣ ଜୟ ଜୟ
(ସମସ୍ତେ)
ଜୟ ଜୟ କୃଷ୍ଣପ୍ରିୟା ଜୟ କୃଷ୍ଣ ଜୟ ଜୟ
ରାଧେ ଗୋବିନ୍ଦ ଜୟ ଶ୍ରୀରାଧେ ଗୋବିନ୍ଦ ଜୟ
ରାଧେ ଗୋବିନ୍ଦ ଜୟ ଶ୍ରୀରାଧେ ଗୋବିନ୍ଦ ଜୟ ॥୧॥
(ମୁଖ୍ୟ)
ଗୋପବନ୍ଧୁ ଦୟାସିନ୍ଧୁ ହେ କୁଞ୍ଜବିହାରୀ
ପ୍ରେମମୟୀ କୃପାମୟୀ ହେ ରାଇକିଶୋରୀ
ହେ କୃଷ୍ଣ କେଶବ ହରି ମୁକୁନ୍ଦ ମୁରାରି
ମଦନ ମନ ମୋହନୀ ରାହାସ ସୁନ୍ଦରୀ
ଜୟ ରାଇ ବିନୋଦିନୀ ଜୟ ରାଧାକାନ୍ତ ଜୟ
(ସମସ୍ତେ)
ଜୟ ରାଇ ବିନୋଦିନୀ ଜୟ ରାଧାକାନ୍ତ ଜୟ
ରାଧେ ଗୋବିନ୍ଦ ଜୟ ଶ୍ରୀରାଧେ ଗୋବିନ୍ଦ ଜୟ
ରାଧେ ଗୋବିନ୍ଦ ଜୟ ଶ୍ରୀରାଧେ ଗୋବିନ୍ଦ ଜୟ ॥୨॥
(ମୁଖ୍ୟ)
ରାଧାଙ୍କୁ ଖୋଜିଲେ ମିଳେ ଶ୍ୟାମଙ୍କ ଦର୍ଶନ
ରାଧାଙ୍କୁ ମାଗିଲେ ଶ୍ୟାମ ଦିଅନ୍ତି ଶରଣ
ଭଜ ମନ ରାଧା ନାମ ଜପ କୃଷ୍ଣ ନାମ
ରାଧା ଗୋବିନ୍ଦ ଭଜନେ ସାର୍ଥକ ଜୀବନ
ଜୟ ବୃନ୍ଦାବନେଶ୍ୱରୀ ଜୟ ଗିରିଧାରୀ ଜୟ
(ସମସ୍ତେ)
ଜୟ ବୃନ୍ଦାବନେଶ୍ୱରୀ ଜୟ ଗିରିଧାରୀ ଜୟ
ରାଧେ ଗୋବିନ୍ଦ ଜୟ ଶ୍ରୀରାଧେ ଗୋବିନ୍ଦ ଜୟ
ରାଧେ ଗୋବିନ୍ଦ ଜୟ ଶ୍ରୀରାଧେ ଗୋବିନ୍ଦ ଜୟ ॥୩॥
(ମୁଖ୍ୟ)
ଜୀବନରେ ଥିବ ଯେବେ ଯିବ ବୃନ୍ଦାବନ
ଦର୍ଶନ କରିବ ଯାଇ ସେ ରାଧା ମୋହନ
ରାଧାକୁଞ୍ଜ ଶ୍ୟାମକୁଞ୍ଜ ମନ କୁଞ୍ଜବନ
ସେ କୁଞ୍ଜବନରେ ନିତି ଯୁଗଳ ମିଳନ
ଜୟ ବୃଷଭାନୁ ସୁତା ଜୟ ବେଣୁପାଣି ଜୟ
(ସମସ୍ତେ)
ଜୟ ବୃଷଭାନୁ ସୁତା ଜୟ ବେଣୁପାଣି ଜୟ
ରାଧେ ଗୋବିନ୍ଦ ଜୟ ଶ୍ରୀରାଧେ ଗୋବିନ୍ଦ ଜୟ
ରାଧେ ଗୋବିନ୍ଦ ଜୟ ଶ୍ରୀରାଧେ ଗୋବିନ୍ଦ ଜୟ ॥୪॥
(ମୁଖ୍ୟ)
କହେ ଜୟ କୃଷ୍ଣ ମନ ରାଧା ପାଦ ଧ୍ୟାଇ
ଚରଣେ ଦିଅ ଶରଣ ହେ କଳା କହ୍ନେଇ
ରାଧେ ରାଧେ କୃଷ୍ଣ କୃଷ୍ଣ ଶ୍ରୀରାଧେ ଗୋବିନ୍ଦ
ସୁଖେ ଯାଉ ଦିନ ପିଇ ପାଦ ମକରନ୍ଦ
ଜୟ ଜୟ କୁଞ୍ଜରାଣୀ ଜୟ କୁଞ୍ଜକାନ୍ତ ଜୟ
(ସମସ୍ତେ)
ଜୟ ଜୟ କୁଞ୍ଜରାଣୀ ଜୟ କୁଞ୍ଜକାନ୍ତ ଜୟ
ରାଧେ ଗୋବିନ୍ଦ ଜୟ ଶ୍ରୀରାଧେ ଗୋବିନ୍ଦ ଜୟ
ରାଧେ ରାଧେ କୃଷ୍ଣ କୃଷ୍ଣ ଶ୍ରୀରାଧେ ଗୋବିନ୍ଦ ଜୟ
ରାଧେ ଗୋବିନ୍ଦ ଜୟ ଶ୍ରୀରାଧେ ଗୋବିନ୍ଦ ଜୟ
ରାଧେ ରାଧେ କୃଷ୍ଣ କୃଷ୍ଣ ଶ୍ରୀରାଧେ ଗୋବିନ୍ଦ ଜୟ ॥୫॥
ରାଧେ ଗୋବିନ୍ଦ ଜୟ ଶ୍ରୀରାଧେ ଗୋବିନ୍ଦ ଜୟ:
ନେହା ମହାରଣାଙ୍କ କଣ୍ଠରେ, ଜେ.କେ. ସାହୁଙ୍କ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନାରେ ୨୦୨୪ ମସିହାର ଓଡ଼ିଆ ଭଜନ ଗୀତ (ହରିନାମ ସଂକୀର୍ତ୍ତନ) “ରାଧେ ଗୋବିନ୍ଦ ଜୟ ଶ୍ରୀରାଧେ ଗୋବିନ୍ଦ ଜୟ.. ଶ୍ରୀରାଧେ ଗୋବିନ୍ଦ ଜୟ ଆହା କି ଆନନ୍ଦମୟ.. ରାଧେ ରାଧେ କୃଷ୍ଣ କୃଷ୍ଣ ଶ୍ରୀରାଧେ ଗୋବିନ୍ଦ ଜୟ” ପଢ଼ନ୍ତୁ “ସ୍ମରଣିକା ଡଟ୍ ଇନ୍” ରେ ଓଡ଼ିଆ ଓ ଇଂରାଜୀରେ ।
== English Lyrics ==
Song : Radhe Gobinda Jaya Shriradhe Gobinda Jaya
Language : Odia
Singer : Neha Maharana
Lyricist : JK Sahu
Music Director : JK Sahu
Year : 2024
(Leading)
Radhe Gobinda Jaya Shriradhe Gobinda Jaya
(Chorus)
Radhe Gobinda Jaya Shriradhe Gobinda Jaya
(Leading)
Shriradhe Gobinda Jaya Aaha Ki Anandamaya
(Chorus)
Shriradhe Gobinda Jaya Aaha Ki Anandamaya
(Leading)
Radhe Gobinda Jaya Shriradhe Gobinda Jaya
(Chorus)
Radhe Gobinda Jaya Shriradhe Gobinda Jaya ॥
(Leading)
Jaya He Brajamohini Jaya He Brajamalaya
(Chorus)
Jaya He Brajamohini Jaya He Brajamalaya
Radhe Gobinda Jaya Shriradhe Gobinda Jaya
Radhe Gobinda Jaya Shriradhe Gobinda Jaya ॥
(Leading)
Eka Ange Krushna Tume Eka Ange Radha
Radha Bina Krushna Adha Krushna Bina Radha
Ki Sundara Thani Sate Ki Sundara Besha
Radha Pada Darashane Atma Hue Tosha
Jaya Jaya Krushnapriya Jaya Krushna Jaya Jaya
(Chorus)
Jaya Jaya Krushnapriya Jaya Krushna Jaya Jaya
Radhe Gobinda Jaya Shriradhe Gobinda Jaya
Radhe Gobinda Jaya Shriradhe Gobinda Jaya ॥1॥
(Leading)
Gopabandhu Dayasindhu He Kunjabihari
Premamayee Krupamayee He Raikishori
He Krushna Keshaba Hari Mukunda Murari
Madana Mana Mohani Rahasa Sundari
Jaya Rai Binodini Jaya Radhakanta Jaya
(Chorus)
Jaya Rai Binodini Jaya Radhakanta Jaya
Radhe Gobinda Jaya Shriradhe Gobinda Jaya
Radhe Gobinda Jaya Shriradhe Gobinda Jaya ॥2॥
(Leading)
Radhanku Khojile Mile Shyamanka Darshana
Radhanku Magile Shyama Dianti Sharana
Bhaja Mana Radha Nama Japa Krushna Nama
Radha Gobinda Bhajane Sarthaka Jibana
Jaya Brundabaneshwari Jaya Giridhari Jaya
(Chorus)
Jaya Brundabaneshwari Jaya Giridhari Jaya
Radhe Gobinda Jaya Shriradhe Gobinda Jaya
Radhe Gobinda Jaya Shriradhe Gobinda Jaya ॥3॥
(Leading)
Jibanare Thiba Jebe Jiba Brundabana
Darshana Kariba Jai Se Radha Mohana
Radhakunja Shyamakunja Mana Kunjabana
Se Kunjabanare Niti Jugala Milana
Jaya Brushabhanu Suta Jaya Benupani Jaya
(Chorus)
Jaya Brushabhanu Suta Jaya Benupani Jaya
Radhe Gobinda Jaya Shriradhe Gobinda Jaya
Radhe Gobinda Jaya Shriradhe Gobinda Jaya ॥4॥
(Leading)
Kahe Jaya Krushna Mana Radha Pada Dhyayi
Charane Dia Sharana He Kala Kahnei
Radhe Radhe Krushna Krushna Shriradhe Gobinda
Sukhe Jau Dina Pee Pada Makaranda
Jaya Jaya Kunjarani Jaya Kunjakanta Jaya
(Chorus)
Jaya Jaya Kunjarani Jaya Kunjakanta Jaya
Radhe Gobinda Jaya Shriradhe Gobinda Jaya
Radhe Radhe Krushna Krushna Shriradhe Gobinda Jaya
Radhe Gobinda Jaya Shriradhe Gobinda Jaya
Radhe Radhe Krushna Krushna Shriradhe Gobinda Jaya ॥5॥
Radhe Gobinda Jaya Shriradhe Gobinda Jaya:
Lyrics of Odia bhajan song (Harinam Sankirtan) “Radhe Gobinda Jaya Shriradhe Gobinda Jaya.. Shriradhe Gobinda Jaya Aaha Ki Anandamaya.. Radhe Radhe Krushna Krushna Shriradhe Gobinda Jaya..” released in the year 2024, sung by Neha Maharana, lyrics and music directed by JK Sahu on “Smaranika.in” in Odia and English.
Keywords: ରାଧେ ଗୋବିନ୍ଦ ଜୟ ଶ୍ରୀରାଧେ ଗୋବିନ୍ଦ ଜୟ, ଶ୍ରୀରାଧେ ଗୋବିନ୍ଦ ଜୟ ଆହା କି ଆନନ୍ଦମୟ, ରାଧେ ରାଧେ କୃଷ୍ଣ କୃଷ୍ଣ ଶ୍ରୀରାଧେ ଗୋବିନ୍ଦ ଜୟ, Radhe Gobinda Jaya Shriradhe Gobinda Jaya, Shriradhe Gobinda Jaya Aaha Ki Anandamaya, Radhe Radhe Krushna Krushna Shriradhe Gobinda Jaya, ହରିନାମ ସଂକୀର୍ତ୍ତନ, ଓଡ଼ିଆ କୀର୍ତ୍ତନ, ଶ୍ରୀରାଧା ଭଜନ, ରାଧାଷ୍ଟମୀ ଭଜନ, କୃଷ୍ଣ ଭଜନ, ଓଡ଼ିଆ ଭଜନ ଲିରିକ୍ସ, ନେହା ମହାରଣା, ଜେକେ ସାହୁ, Harinam Sankirtan, Odia Kirtan, Shri Radha Bhajan, Radhastami Bhajan, Krushna Bhajan, Odia Bhajan Lyrics, Neha Maharana, JK Sahu, ଜଗନ୍ନାଥ ଭଜନ, ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଭାଷା ସାହିତ୍ୟ, ଅଣ-ଓଡ଼ିଆ ଭାଷା ସାହିତ୍ୟ ଓଡ଼ିଆ ଭାଷାରେ ଉପସ୍ଥାପନା, ଓଡ଼ିଆ ସଂସ୍କୃତି, ଓଡ଼ିଆ ଭାଷା, ଓଡ଼ିଆ ଗୀତ ଲିରିକ୍ସ, ଓଡ଼ିଆ ବ୍ଲଗ, ଓଡ଼ିଆ ୱେବସାଇଟ, ସମ୍ବଲପୁରୀ ଭଷା ଓ ସସ୍କୃତି, ଆଦିବାସୀ ଭଷା ଓ ସସ୍କୃତି, ସ୍ମରଣିକା, ସ୍ମରଣିକା ଡଟ୍ ଇନ୍, ଦି ସ୍ମରଣିକା ବ୍ଲଗ୍, Jagannath Bhajan, Jagannath Culture, Odia Literary Works, Non-Odia Literary Works Presented in Odia, Odia culture, Odia Language, Odia Song Lyrics, Odia Blog, Odia website, Sambalpuri Language and Culture, Adivasi Language and Culture, Smaranika, Smaranika.in, The Smaranika Blog,
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ…