== ଓଡ଼ିଆ ଲିରିକ୍ସ ==
ଗୀତ : ମହିମଣ୍ଡଳରେ ନାହିଁ ଏମିତି ଦିଅଁ
ଭାଷା : ଓଡ଼ିଆ
ଗୀତିକାର : ରଜନୀକାନ୍ତ ନାୟକ
କଣ୍ଠ : ନବ କିଶୋର ମିଶ୍ର
ମ୍ୟୁଜିକ ଲେବେଲ : ଆକାଶବାଣୀ ରେଡ଼ିଓ
ମସିହା : ୧୯୮୦ ଦଶକ
ମହିମଣ୍ଡଳରେ ନାହିଁ ଏମିତି ଦିଅଁ..
ଭକ୍ତ ପାଇଁ ଯା ଆଖିରୁ ଝରଇ ଲୁହ
ସଦା ଝରଇ ଲୁହ..
ମହିମଣ୍ଡଳରେ ନାହିଁ ଏମିତି ଦିଅଁ
ଭକ୍ତ ପାଇଁ ଯା ଆଖିରୁ ଝରଇ ଲୁହ
ସଦା ଝରଇ ଲୁହ
ମହିମଣ୍ଡଳରେ ନାହିଁ ଏମିତି ଦିଅଁ
ଭକ୍ତ ପାଇଁ ଯା ଆଖିରୁ ଝରଇ ଲୁହ
ସଦା ଝରଇ ଲୁହ ॥
ବିଦୁରର ଶାଗଭଜା ତା ପାଇଁ ସୁଆଦ
ଶବରୀ ଅଇଁଠା ଫଳେ ତାର ମନ ବୋଧ
କୁରୁପତି ସଭାତଳେ ଦ୍ରୌପଦୀ କଷଣ
କୋଟିବସ୍ତ୍ର ଦେଇ କଲା ତା ଲଜ୍ୟା ବାରଣ
ଭକତ ଡାକକୁ ଚାହିଁ ବସିଥାଏ
ଭକତ ଡାକକୁ ଚାହିଁ ବସିଥାଏ
ରତ୍ନସିଂହାସନ ବଡ଼ ତା ପାଇଁ ନୁହଁ
ଭକ୍ତ ପାଇଁ ଯା ଆଖିରୁ ଝରଇ ଲୁହ
ସଦା ଝରଇ ଲୁହ
ମହିମଣ୍ଡଳରେ ନାହିଁ ଏମିତି ଦିଅଁ
ଭକ୍ତ ପାଇଁ ଯା ଆଖିରୁ ଝରଇ ଲୁହ
ସଦା ଝରଇ ଲୁହ ॥୧॥
ମାଗିଖାଏ ସୁଦାମାର ଖୁଦଭଜା ନିଜେ
ଦାସିଆ ବାଉରୀ ଘରେ ଛଦ୍ମବେଶେ ବିଜେ
ତା ପରଶେ ନାଉରିର ସୁନା ହୁଏ ନାବ
ତା ଦୟାରେ ରହେ ନାହିଁ ଭକ୍ତର ଅଭାବ
ଭକ୍ତ ପାଖେ ପାଖେ ସଦା ରହିଥାଏ
ଭକ୍ତ ପାଖେ ପାଖେ ସଦା ରହିଥାଏ
ଭକତବତ୍ସଳ ପରା ସେ ବଡ଼ଦିଅଁ
ଭକ୍ତ ପାଇଁ ଯା ଆଖିରୁ ଝରଇ ଲୁହ
ସଦା ଝରଇ ଲୁହ
ମହିମଣ୍ଡଳରେ ନାହିଁ ଏମିତି ଦିଅଁ
ଭକ୍ତ ପାଇଁ ଯା ଆଖିରୁ ଝରଇ ଲୁହ
ସଦା ଝରଇ ଲୁହ
ସଦା ଝରଇ ଲୁହ ॥୨॥
ମହିମଣ୍ଡଳରେ ନାହିଁ ଏମିତି ଦିଅଁ:
ନବ କିଶୋର ମିଶ୍ରଙ୍କ କଣ୍ଠରେ, ରଜନୀକାନ୍ତ ନାୟକଙ୍କ ରଚିତ, ୧୯୮୦ ଦଶକରେ ଆକାଶବାଣୀ ରେଡ଼ିଓରେ ପ୍ରସାରିତ ଓଡ଼ିଆ ଭଜନ ଗୀତ “ମହିମଣ୍ଡଳରେ ନାହିଁ ଏମିତି ଦିଅଁ.. ଭକ୍ତ ପାଇଁ ଯା ଆଖିରୁ ଝରଇ ଲୁହ.. ସଦା ଝରଇ ଲୁହ..” ପଢ଼ନ୍ତୁ “ସ୍ମରଣିକା ଡଟ୍ ଇନ୍” ରେ ଓଡ଼ିଆ ଓ ଇଂରାଜୀରେ ।
== English Lyrics ==
Song : Mahimandalare Nahin Emiti Dian
Language : Odia
Lyricist : Rajanikanta Nayak
Singer : Naba Kishora Mishra
Music Label : Akashvani Radio
Year : 1980s
Mahimandalare nahin emiti dian..
Bhakta pain ja akhiru jharai luha
Sada jharai luha..
Mahimandalare nahin emiti dian
Bhakta pain ja akhiru jharai luha
Sada jharai luha
Mahimandalare nahin emiti dian
Bhakta pain ja akhiru jharai luha
Sada jharai luha ॥
Bidurara shagabhaja ta paim suada
Shabari aintha phale tara mana bodha
Kurupati sabhatale Draupadi kashana
Kotibastra dei kala ta lajya barana
Bhakata dakaku chahin basithae
Bhakata dakaku chahin basithae
Ratnasinhasana bada଼ ta pain nuhan
Bhakta pain ja akhiru jharai luha
Sada jharai luha
Mahimandalare nahin emiti dian
Bhakta pain ja akhiru jharai luha
Sada jharai luha ॥1॥
Magikhae Sudamara khudabhaja nije
Dasia Bauri ghare chhadmabeshe bije
Ta parashe naurira suna hue naba
Da dayare rahe nahin bhaktara abhaba
Bhakta pakhe pakhe sada rahithae
Bhakta pakhe pakhe sada rahithae
Bhakatabatsala para se Bada଼dian
Bhakta pain ja akhiru jharai luha
Sada jharai luha
Mahimandalare nahin emiti dian
Bhakta pain ja akhiru jharai luha
Sada jharai luha
Sada jharai luha ॥2॥
Mahimandalare Nahin Emiti Dian:
Lyrics of song “Mahimandalare nahin emiti dian.. Bhakta pain ja akhiru jharai luha.. Sada jharai luha..” broadcasted by Akashvani Radio in 1980s sung by Naba Kishora Mishra, lyrics by Rajanikanta Nayak on “Smaranika.in” in Odia and English.
ନବ କିଶୋର ମିଶ୍ର (Naba Kishora Mishra) ଙ୍କ କଣ୍ଠରେ ଶୁଣନ୍ତୁ YouTube ରେ
Keywords: ମହିମଣ୍ଡଳରେ ନାହିଁ ଏମିତି ଦିଅଁ, ଓଡ଼ିଆ ଭଜନ ଲିରିକ୍ସ, ଜଗନ୍ନାଥ ଭଜନ, କୃଷ୍ଣ ଭଜନ, ଆକାଶବାଣୀ ରେଡ଼ିଓ ଗୀତ, ରଜନୀକାନ୍ତ ନାୟକ, ନବ କିଶୋର ମିଶ୍ର, Mahimandalare Nahin Emiti Dian, Odia Bhajan Lyrics, Jagannatha Bhajan, Krishna Bhajan, Akashvani Radio Song, Rajanikanta Nayak, Naba Kishora Mishra, ଜଗନ୍ନାଥ ଭଜନ, ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଭାଷା ସାହିତ୍ୟ, ଅଣ-ଓଡ଼ିଆ ଭାଷା ସାହିତ୍ୟ ଓଡ଼ିଆ ଭାଷାରେ ଉପସ୍ଥାପନା, ଓଡ଼ିଆ ସଂସ୍କୃତି, ଓଡ଼ିଆ ଭାଷା, ଓଡ଼ିଆ ଗୀତ ଲିରିକ୍ସ, ଓଡ଼ିଆ ବ୍ଲଗ, ଓଡ଼ିଆ ୱେବସାଇଟ, ସମ୍ବଲପୁରୀ ଭଷା ଓ ସସ୍କୃତି, ଆଦିବାସୀ ଭଷା ଓ ସସ୍କୃତି, ସ୍ମରଣିକା, ସ୍ମରଣିକା ଡଟ୍ ଇନ୍, ଦି ସ୍ମରଣିକା ବ୍ଲଗ୍, Jagannath Bhajan, Jagannath Culture, Odia Literary Works, Non-Odia Literary Works Presented in Odia, Odia culture, Odia Language, Odia Song Lyrics, Odia Blog, Odia website, Sambalpuri Language and Culture, Adivasi Language and Culture, Smaranika, Smaranika.in, The Smaranika Blog,
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ…