Select Page

ସୂଚନା:
୧) ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ରାତିରେ ବଡ଼ ସିଂହାର ବେଶ ଶେଷରେ ତୁରୀ ବାଦ୍ୟ ପରେ ନିଦ୍ରାଦେବୀଙ୍କ ଉପସ୍ଥିତିରେ ଏହି ଭଜନ ବୋଲାଯାଇ ଠାକୁରଙ୍କ ପହଡ଼ ପଡ଼େ ।
୨) ଲେଖାରେ ତ୍ରୁଟି ଥିଲେ ତଳେ comment କରି ଜଣାଇବାକୁ ଅନୁରୋଧ ।

== ଓଡ଼ିଆ ଲିରିକ୍ସ ==

ଭଜନ : ହରି ହରି ପୁରୁଷୋତ୍ତମ ପ୍ରଭୁ ଶ୍ରୀଭୁବନ ଦେବା (ଶୟନ ଆରତି)
ଭାଷା : ଓଡ଼ିଆ

ହରି ହରି ପୁରୁଷୋତ୍ତମ ପ୍ରଭୁ ଶ୍ରୀଭୁବନ ଦେବା
ମଣିମା ଜୟ ଜୟ ଜୟ ଜୟ ଦେବା
ଛପନ ଭୋଗ ଲାଗେ ଦିବା ରାତି
ଷଡ଼ରସ ବ୍ୟଞ୍ଜନ ନାନା ଜାତି
ସୁର ନର ମୁନି ଜନ କରନ୍ତି ଆରତି
ଚାମର ଛତ୍ର ଶିର ପରେ ଶୋହେ
ଜଗନ୍ନାଥ ଦେବ ସୁଖେ ପହୁଡ଼େ
ଜୟ ଜୟ ଜୟ ଦେବ ଜୟ ଦେବା
ଶିବ ବିରଞ୍ଚି ନାରଦ କରେ ସେବା
ଜୟ ଜୟ ଜୟ ଦେବ ଜୟ ଦେବା ॥

ପୁଷ୍ପାଞ୍ଜଳି ପ୍ରଭୁ ଜୟ ଜୟ ଜୟ ବରଷେ
ନର ନାରୀ ଆନନ୍ଦ ମନ ହରଷେ
ଚାମର ଛତ୍ର ଶିର ପରେ ଶୋହେ
ଜଗନ୍ନାଥ ଦେବ ସୁଖେ ପହୁଡ଼େ
ଜୟ ଜୟ ଜୟ ଦେବ ଜୟ ଦେବା
ଶିବ ବିରଞ୍ଚି ନାରଦ କରେ ସେବା
ଜୟ ଜୟ ଜୟ ଦେବ ଜୟ ଦେବା ॥

ହରି ହରି ପୁରୁଷୋତ୍ତମ ପ୍ରଭୁ ଶ୍ରୀଭୁବନ ଦେବା:
ଶ୍ରୀଜଗନ୍ନାଥଙ୍କ ବଡ଼ ସିଂହାର ବେଶ ଶେଷରେ ଶୟନ ଆରତି “ହରି ହରି ପୁରୁଷୋତ୍ତମ ପ୍ରଭୁ ଶ୍ରୀଭୁବନ ଦେବା..” ପଢ଼ନ୍ତୁ “ସ୍ମରଣିକା ଡଟ୍‌ ଇନ୍‌” ରେ ଓଡ଼ିଆ ଓ ଇଂରାଜୀରେ ।

== English Lyrics ==

Bhajan : Hari Hari Purushottama Prabhu Shribhubana Deba (Shayana Aarati)
Language : Odia

Hari Hari Purushottama Prabhu Shribhubana Deba
Manima jaya jaya jaya jaya deba
Chhapana bhoga lage diba rati
Shadarasa byanjana nana jati
Sura nara muni jana karanti aarati
Chamara chhatra shira pare shohe
Jagannatha deba sukhe pahude
Jaya jaya jaya deba jaya deba
Shiba Biranchi Narada kare seba
Jaya jaya jaya deba jaya deba ॥

Pushpanjali prabhu jaya jaya jaya barashe
Nara nari aananda mana harashe
Chamara chhatra shira pare shohe
Jagannatha deba sukhe pahude
Jaya jaya jaya deba jaya deba
Shiba Biranchi Narada kare seba
Jaya jaya jaya deba jaya deba ॥

Hari Hari Purushottama Prabhu Shribhubana Deba:
Lyrics Shayana aarati song, “Hari Hari Purushottama Prabhu Shribhubana Deba..” performed after Bada Singhara Besha in Shri Jagannath Temple, Puri, on “Smaranika.in” in Odia and English.

Keywords: ଓଡ଼ିଆ ଭଜନ ହରି ହରି ପୁରୁଷୋତ୍ତମ ପ୍ରଭୁ ଶ୍ରୀଭୁବନ ଦେବା, ବଡ଼ ସିଂହାର ବେଶ ଶେଷରେ ପହଡ଼ ଆରତି, ବଡ଼ ସିଂହାର ବେଶ ଶେଷରେ ଶୟନ ଆରତି, Odia Bhajan Hari Hari Purushottama Prabhu Shribhubana Deba, Pahada Aarati at the end of Bada Singhara Besha, Shayana Aarati at the end of Bada Singhara Besha, ଜଗନ୍ନାଥ ଭଜନ, ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଭାଷା ସାହିତ୍ୟ, ଅଣ-ଓଡ଼ିଆ ଭାଷା ସାହିତ୍ୟ ଓଡ଼ିଆ ଭାଷାରେ ଉପସ୍ଥାପନା, ଓଡ଼ିଆ ସଂସ୍କୃତି, ଓଡ଼ିଆ ଭାଷା, ଓଡ଼ିଆ ଗୀତ ଲିରିକ୍ସ, ଓଡ଼ିଆ ବ୍ଲଗ, ଓଡ଼ିଆ ୱେବସାଇଟ, ସ୍ମରଣିକା, ସ୍ମରଣିକା ଡଟ୍‌ ଇନ୍, ଦି ସ୍ମରଣିକା ବ୍ଲଗ୍‌,‌ Jagannath Bhajan, Jagannath Culture, Odia Literary Works, Non-Odia Literary Works Presented in Odia, Odia culture, Odia Language, Odia Song Lyrics, Odia Blog, Odia website, Smaranika, Smaranika.in, The Smaranika Blog,

ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ…

error: Content is protected !!