ସୂଚନା:
୧) ଏହି ଗୀତ “ସିନ୍ଦୂର ମଥାରେ ତୋର” ମୂଳତଃ “ଦି ସ୍ମରଣିକା ବ୍ଲଗ୍” ରେ [➚] (click and verify yourself) ପ୍ରକାଶ ପାଇସାରିଛି । ଲେଖାଟିକୁ ଆଉ ଟିକିଏ ସୁନ୍ଦର କରି ଏଇଠି ପବ୍ଲିଶ କରିଛୁ ।
୨) “Smaranika.in” ଏବଂ “TheSmaranika.Blogspot.com” ରେ ପ୍ରକାଶିତ ଲେଖାଗୁଡ଼ିକୁ “Duckduckgo.com” ବା “Bing.com” ରେ ସର୍ଚ୍ଚ କରି ସହଜରେ ପାଆନ୍ତୁ ।
== ଓଡ଼ିଆ ଲିରିକ୍ସ==
ଫିଲ୍ମଗୀତ : ସିନ୍ଦୂର ମଥାରେ ତୋର ମୋ ପାଇଁ କେବେ
ଭାଷା : ଓଡ଼ିଆ
ଗୀତିକାର : ଅରୁଣ ମହାନ୍ତି
କଣ୍ଠ : ସୁରେଶ ୱାଡ଼କର, ଅନୁରାଧା ପୌଡ଼ୱାଲ
ସଙ୍ଗୀତ ନିର୍ଦ୍ଦେଶକ : ଅରୁଣ ମହାନ୍ତି
ଚଳଚ୍ଚିତ୍ର : କନ୍ୟାଦାନ
ମସିହା : ୧୯୮୮
(ପୁ)
ଓ… ଓ… ଓ…
ସିନ୍ଦୂର ମଥାରେ ତୋର
ମୋ ପାଇଁ କେବେ ସାଜିବ ନାହିଁ
ହାତରେ ଚୁଡ଼ି ତୋର
ମୋ ପାଇଁ ବାଜିବ ନାହିଁ
ତେବେବି କାହିଁ ତତେ
ଏତେ ଭଲପାଏ ମୁଁ ଜାଣେନି
ମନ୍ଦିରରେ ଦୀପ ଜାଳେ
ତାର କାରଣ ଖୋଜି ପାଏନି
ସିନ୍ଦୂର ମଥାରେ ତୋର
ମୋ ପାଇଁ କେବେ ସାଜିବ ନାହିଁ
ହାତରେ ଚୁଡ଼ି ତୋର
ମୋ ପାଇଁ ବାଜିବ ନାହିଁ ॥
(ପୁ)
ପରଦେଶୀ ବୋଲି ଆଜି
ପରଦେଶେ ପର ମୁଁ ହେଲି
କେବେବି ତୋ ଦୁନିଆ ରେ
ତୋରି ପାଶେ ଆପଣା ଥିଲି
ଫୁଲର ସେ ବନ୍ଧନ କୁ
କଣ୍ଟା ପରି ସହିଯିବି
(ଝି)
ଓ…
(ପୁ)
ଗଜରା ଗଭାରେ ତୋର
ମୋ ପାଇଁ କେବେ ସାଜିବ ନାହିଁ
ହାତରେ ଚୁଡ଼ି ତୋର
ମୋ ପାଇଁ ବାଜିବ ନାହିଁ
ତେବେବି କାହିଁ ତୋତେ
(BG ଝି) ଆ…ଆ…
ଏତେ ଭଲ ପାଏ ମୁଁ ଜାଣେନି
ମନ୍ଦିରରେ ଦୀପ ଜାଳେ
ତାର କାରଣ ଖୋଜି ପାଏନି
(ଝି)
ସିନ୍ଦୂର ମଥାରେ ମୋର
ତୋ ପାଇଁ କେବେ ସାଜିବ ନାହିଁ
ହାତରେ ଚୁଡ଼ି ମୋର
ତୋ ପାଇଁ ବାଜିବ ନାହିଁ ॥୧॥
(ଝି)
ଓ… ଓ… ଓ…
ପିଆସୀ ଆଖିର ଆଶା
ଲୁହ ସାଜି ଢେଉରେ ଯାଏ
ଓଠକୁ ଛୁଇଁଲା ପରେ
ମୋ ଲହୁରେ ଲହରୀ ଧାଏଁ
ତୋତେ ପାଇବାର, ଫୁଲ ଯେତେ ସବୁ,
ଝଡ଼ରେ ଗଲାଣି ଝରି
ସାରା ରାତି ଜାଗି, ତାରା ଗଣେ ଏକା,
ଜହ୍ନ ଚାଲିଯାଏ ଫେରି
ଯୁଗେ ଯୁଗେ ତୋରି ପାଇଁ
ତୋରି ବାଟ ଚାହିଁଥିବି
(ପୁ)
ଓ… ଓ… ଓ…
(ଝି)
ସିନ୍ଦୂର ମଥାରେ ମୋର
ତୋ ପାଇଁ କେବେ ସାଜିବ ନାହିଁ
ହାତରେ ଚୁଡ଼ି ମୋର
ତୋ ପାଇଁ ବାଜିବ ନାହିଁ
(ପୁ)
ତେବେବି କାହିଁ ତୋତେ
(BG ଝି) ଆ..ଆ..
ଏତେ ଭଲପାଏ ମୁଁ ଜାଣେନି
ମନ୍ଦିରରେ ଦୀପ ଜାଳେ
ତାର କାରଣ ଖୋଜି ପାଏନି
(ପୁ) ସିନ୍ଦୂର ମଥାରେ ତୋର
(BG ଝି) ସିନ୍ଦୂର ମଥାରେ ମୋର
(ପୁ) ମୋ ପାଇଁ କେବେ ସାଜିବ ନାହିଁ
(BG ଝି) ତୋ ପାଇଁ କେବେ ସାଜିବ ନାହିଁ
(ପୁ)
ହାତରେ ଚୁଡ଼ି ତୋର
ମୋ ପାଇଁ ବାଜିବ ନାହିଁ ॥୨॥
BG: Background
ସିନ୍ଦୂର ମଥାରେ ତୋର (କନ୍ୟାଦାନ):
ସୁରେଶ ୱାଡ଼କର ଓ ଅନୁରାଧା ପୌଡ଼ୱାଲଙ୍କ କଣ୍ଠରେ, ଅରୁଣ ମହାନ୍ତିଙ୍କ ରଚନା ଓ ସଂଗୀତ ନିର୍ଦ୍ଦେଶନାରେ ୧୯୮୮ ମସିହାର ଓଡ଼ିଆ ଚଳଚ୍ଚିତ୍ର “କନ୍ୟାଦାନ” ଗୀତ “ସିନ୍ଦୂର ମଥାରେ ତୋର ମୋ ପାଇଁ କେବେ ସାଜିବ ନାହିଁ.. ହାତରେ ଚୁଡ଼ି ତୋର ମୋ ପାଇଁ ବାଜିବ ନାହିଁ..” ପଢ଼ନ୍ତୁ “ସ୍ମରଣିକା ଡଟ୍ ଇନ୍” ରେ ଓଡ଼ିଆ ଓ ଇଂରାଜୀରେ ।
== English Lyrics ==
Movie Song : Sindura Mathare Tora Mo Pain Kebe
Language : Odia
Lyricist : Arun Mohanty
Singer : Suresh Wadkar, Anuradha Paudwal
Music Director : Arun Mohanty
Movie : Kanyadana
Year : 1988
(M)
O… O… O…
Sindura mathare tora
Mo pain kebe sajiba nahin
Hatare chudi tora
Mo pain bajiba nahin
Tebebi kahin tate
Ete bhalapae mun janeni
Mandira re dipa jale
Tara karana khoji paeni
Sindura mathare tora
Mo pain kebe sjiba nahi
Hata re chudi tora
Mo pain bajiba nahin ॥
(M)
Paradeshi boli aaji
Paradeshe para mun heli
Kebebi to duniya re
Tori pase apana thili
Phulara se bandhana ku
Kanta pari sahijibi
(F)
O…
(M)
Gajara gabha re tora
Mo pain kebe sajiba nahin
Hatare chudi tora
Mo pain bajiba nahin
Tebebi kahin tote
(BG F) aa…aa…
Ete bhala pae mun janeni
Mandira re dipa jaale
Tara karana khoji payeni
(F)
Sindura mathare mora
To pain kebe sajiba nahin
Hata re chudi mora
To pain bajiba nahin ॥1॥
(F)
O… o… o…
Piaasi aakhira asha
Luha saji dheure jae
Otho ku chuinla pare
Mo lahure lahari dhaen
Tote paibara, phula jete sabu,
Jhada re galani jhari
Sara rati Jagi, tara gane ekaa,
Janha chalijae pheri
Juge juge tori pain
Tori bata chahinthibi
(M)
O… o… o…
(F)
Sindura mathare mora
To pain kebe sajiba nahin
Hatare chudi mora
To pain bajiba nahin
(M)
Tebebi kahin tote
(BG F) aa..aa..
Ete bhalapaye mun janeni
Mandira re dipa jale
Tara karana khoji paeni
(M) Sindura mathare mora
(BG F) Sindura mathare mora
(M) Mo pain kebe sajiba nahi
(BG F) To pain kebe sajiba nahini
(M)
Hatare chudi tora
Mo pain bajiba nahin ॥2॥
BG: Background
Sindura Mathare Tora (Kanyadana):
Lyrics of song “Sindura Mathare Tora Mo Pain Kebe Sajiba Nahin.. Hatare chudi tora Mo pain bajiba nahin..” from Odia Movie “Kanyadan” released in the year 1988, sung by Suresh Wadkar and Anuradha Paudwal, lyrics and music by Arun Mohanty on “Smaranika.in” in Odia and English.
Keywords: ଫିଲ୍ମଗୀତ ସିନ୍ଦୂର ମଥାରେ ତୋର ମୋ ପାଇଁ କେବେ ସାଜିବ ନାହିଁ, କଣ୍ଠଠଶିଳ୍ପୀ ସୁରେଶ ୱାଡ଼କର, କଣ୍ଠଠଶିଳ୍ପୀ ଅନୁରାଧା ପୌଡ଼ୱାଲ, ଗୀତିକାର ଅରୁଣ ମହାନ୍ତି, ସଙ୍ଗୀତ ନିର୍ଦ୍ଦେଶକ ଅରୁଣ ମହାନ୍ତି, ୧୯୮୮ ମସିହା ଓଡ଼ିଆ ଚଳଚିତ୍ର କନ୍ୟାଦାନ, Movie Song Sindura Mathare Tora Mo Pain Kebe Mo Pain Kebe Sajiba Nahin, Singer Suresh Wadkar, Singer Anuradha Paudwal, Lyricist Arun Mohanty, Music Director Arun Mohanty, 1988 Odia Movie, Kanyadana, ଜଗନ୍ନାଥ ଭଜନ, ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଭାଷା ସାହିତ୍ୟ, ଅଣ-ଓଡ଼ିଆ ଭାଷା ସାହିତ୍ୟ ଓଡ଼ିଆ ଭାଷାରେ ଉପସ୍ଥାପନା, ଓଡ଼ିଆ ସଂସ୍କୃତି, ଓଡ଼ିଆ ଭାଷା, ଓଡ଼ିଆ ଗୀତ ଲିରିକ୍ସ, ଓଡ଼ିଆ ବ୍ଲଗ, ଓଡ଼ିଆ ୱେବସାଇଟ, ସ୍ମରଣିକା, ସ୍ମରଣିକା ଡଟ୍ ଇନ୍, ଦି ସ୍ମରଣିକା ବ୍ଲଗ୍, Jagannath Bhajan, Jagannath Culture, Odia Literary Works, Non-Odia Literary Works Presented in Odia, Odia culture, Odia Language, Odia Song Lyrics, Odia Blog, Odia website, Smaranika, Smaranika.in, The Smaranika Blog,
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ…