Select Page

ସୂଚନା

୧) ଏହି ଗୀତ “ମାଆକୁ ମାଗିବ ଅଳି କରି” ମୂଳତଃ “ଦି ସ୍ମରଣିକା ବ୍ଲଗ୍‌” ରେ [➚] (click and verify yourself) ପ୍ରକାଶ ପାଇସାରିଛି । ଲେଖାଟିକୁ ଆଉ ଟିକିଏ ସୁନ୍ଦର କରି ଏଇଠି ପବ୍ଲିଶ କରିଛୁ ।

୨) “Smaranika.in” ଏବଂ “TheSmaranika.Blogspot.com” ରେ ପ୍ରକାଶିତ ଲେଖାଗୁଡ଼ିକୁ “Duckduckgo.com” ବା “Bing.com” ରେ ସର୍ଚ୍ଚ କରି ସହଜରେ ପାଆନ୍ତୁ ।

== ଓଡ଼ିଆ ଲିରିକ୍ସ ==

ଗୀତ : ମାଆକୁ ମାଗିବ ଅଳି କରି
ଭାଷା : ଓଡ଼ିଆ
କଣ୍ଠ : ମହମ୍ମଦ ଅଜିଜ
ଗୀତିକାର : ବସନ୍ତରାଜ ସାମଲ
ସଂଗୀତ ନିର୍ଦ୍ଦେଶକ : ବିକାଶ ଶୁକ୍ଳା
ମସିହା : ୨୦୦୦

ମାଆକୁ ମାଗିବ ଅଳି କରି
ଦାତାକୁ ମାଗିବ ଥାଳ ଧରି
ମାଆକୁ ମାଗିବ ଅଳି କରି
ଦାତାକୁ ମାଗିବ ଥାଳ ଧରି
ରାଜାକୁ ମାଗିବ ହାତ ଯୋଡ଼ି
ଜଗାକୁ ମାଗିବ ଗାଳି କରି
ଗାଳି ଲାଗେ ତାକୁ ଚନ୍ଦନ ପରି
ଗାଳି ଲାଗେ ତାକୁ ଚନ୍ଦନ ପରି
ମାଆକୁ ମାଗିବ ଅଳି କରି
ଦାତାକୁ ମାଗିବ ଥାଳ ଧରି ॥

ଶୁଣିବ ବୋଲି ଗୋପିଙ୍କ ଗାଳି
କରୁଥିଲା ସେ ତ ଲବଣି ଚୋରି
ମାଣିକ ଠାରୁ ଶୁଣିଲା ଗାଳି
ହାତରୁ ମୁଦି ଦେଲା ତ କାଢ଼ି
ଶ୍ରୀବଚ୍ଛ ବ୍ରାହ୍ମଣ ଦେଲା ଗାଳି
ତା ପାଦ ଆଉଁସି ଦେଲେ ହରି
ଗାଳି ଲାଗେ ତାକୁ ଚନ୍ଦନ ପରି
ଗାଳି ଲାଗେ ତାକୁ ଚନ୍ଦନ ପରି
ମାଆକୁ ମାଗିବ ଅଳି କରି
ଦାତାକୁ ମାଗିବ ଥାଳ ଧରି ॥୧॥

ମନଟି ତାର ନରେନ୍ଦ୍ର ପରି
ଭକତ ଡାକରେ ଯାଏ ଚହଲି
ଗାଳି ହେଉକି ହେଉ ଗୁହାରି
ଭକତି ନଥିଲେ ପାରେନା ଶୁଣି
ଘରଣୀ ସାଥିରେ କଳି କରି
ହେରା ପଞ୍ଚମୀରେ ଶୁଣେ ଗାଳି
ଗାଳି ଲାଗେ ତାକୁ ଚନ୍ଦନ ପରି
ଗାଳି ଲାଗେ ତାକୁ ଚନ୍ଦନ ପରି
ମାଆକୁ ମାଗିବ ଅଳି କରି
ଦାତାକୁ ମାଗିବ ଥାଳ ଧରି
ରାଜାକୁ ମାଗିବ ହାତ ଯୋଡ଼ି
ଜଗାକୁ ମାଗିବ ଗାଳି କରି
ଗାଳି ଲାଗେ ତାକୁ ଚନ୍ଦନ ପରି
ଗାଳି ଲାଗେ ତାକୁ ଚନ୍ଦନ ପରି
ଗାଳି ଲାଗେ ତାକୁ ଚନ୍ଦନ ପରି
ଗାଳି ଲାଗେ ତାକୁ ଚନ୍ଦନ ପରି ॥୨॥

ମହମ୍ମଦ ଅଜିଜ (Mohammad Aziz) ଙ୍କ କଣ୍ଠରେ ଶୁଣନ୍ତୁ

ମାଆକୁ ମାଗିବ ଅଳି କରି:
ମହମ୍ମଦ ଅଜିଜଙ୍କ କଣ୍ଠରେ, ବିକାଶ ଶୁକ୍ଳାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ବସନ୍ତରାଜ ସାମଲଙ୍କ ରଚିତ, ୨୦୦୦ ମସିହାର ଓଡ଼ିଆ ଭଜନ ଗୀତ “ମାଆକୁ ମାଗିବ ଅଳି କରି, ଦାତାକୁ ମାଗିବ ଥାଳ ଧରି, ରାଜାକୁ ମାଗିବ ହାତ ଯୋଡ଼ି.. ଜଗାକୁ ମାଗିବ ଗାଳି କରି, ଗାଳି ଲାଗେ ତାକୁ ଚନ୍ଦନ ପରି..” ପଢ଼ନ୍ତୁ “ସ୍ମରଣିକା ଡଟ୍‌ ଇନ୍‌” ରେ ଓଡ଼ିଆ ଓ ଇଂରାଜୀରେ ।

== English Lyrics ==

Song : Maaku Magiba Ali Kari
Language : Odia
Singer : Mohammad Aziz
Lyricist : Basantaraj Samal
Music Director : Bikash Sukla
Year : 2000

Maaku magiba ali kari
Dadaku magiba thala dhari
Maaku magiba ali kari
Dadaku magiba thala dhari
Rajaku magiba hata jodi
Jagaku magiba gali kari
Gali lage taku chandana pari
Gali lage taku chandana pari
Maaku magiba ali kari
Dadaku magiba thala dhari ॥

Shuniba boli gopinka gali
Karuthila se ta labani chori
Manika tharu shunila gali
Hataru mudi dela ta kadhi
Shribachha brahmana dela gali
Ta pada aunsi dele Hari
Gali lage taku chandana pari
Gali lage taku chandana pari
Maaku magiba ali kari
Dadaku magiba thala dhari ॥1॥

Manati tara narendra pari
Bhakata dakare jae chahali
Gali heuki heu guhari
Bhakati nathile parena shuni
Gharani sathire kali kari
Hera panchamire shune gali
Gali lage taku chandana pari
Gali lage taku chandana pari
Maaku magiba ali kari
Dadaku magiba thala dhari
Rajaku magiba hata jodi
Jagaku magiba gali kari
Gali lage taku chandana pari
Gali lage taku chandana pari
Gali lage taku chandana pari
Gali lage taku chandana pari ॥2॥

Maaku Magiba Ali Kari:
Lyrics of Odia bhajan song “Maaku Magiba Ali Kari, Dadaku Magiba Thala Dhari, Rajaku Magiba Hata Jodi.. Jagaku Magiba Gali Kari, Gali Lage Taku Chandana Pari..” released in the year 2000, sung by Mohammad Aziz, music directed by Bikash Sukla, lyrics by Basantaraj Samal on “Smaranika.in” in Odia and English.

Keywords: ମା କୁ ମାଗିବ ଅଳି କରି, ୨୦୦୦ ମସିହା ଓଡ଼ିଆ ଭଜନ ଗୀତ, ଓଡ଼ିଆ ଭଜନ ଲିରିକ୍ସ, ଜଗନ୍ନାଥ ଭଜନ, କୃଷ୍ଣ ଭଜନ, ମହମ୍ମଦ ଅଜିଜ, ବସନ୍ତରାଜ ସାମଲ, ବିକାଶ ଶୁକ୍ଳା, Maaku Magiba Ali Kari, 2000 Odia Bhajan Song, Odia Bhajan Lyrics, Jagannatha Bhajan, Krishna Bhajan, Mohammad Aziz, Basantaraj Samal, Bikash Sukla, ଜଗନ୍ନାଥ ଭଜନ, ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଭାଷା ସାହିତ୍ୟ, ଅଣ-ଓଡ଼ିଆ ଭାଷା ସାହିତ୍ୟ ଓଡ଼ିଆ ଭାଷାରେ ଉପସ୍ଥାପନା, ଓଡ଼ିଆ ସଂସ୍କୃତି, ଓଡ଼ିଆ ଭାଷା, ଓଡ଼ିଆ ଗୀତ ଲିରିକ୍ସ, ଓଡ଼ିଆ ବ୍ଲଗ, ଓଡ଼ିଆ ୱେବସାଇଟ, ସମ୍ବଲପୁରୀ ଭଷା ଓ ସସ୍କୃତି, ଆଦିବାସୀ ଭଷା ଓ ସସ୍କୃତି, ସ୍ମରଣିକା, ସ୍ମରଣିକା ଡଟ୍‌ ଇନ୍, ଦି ସ୍ମରଣିକା ବ୍ଲଗ୍‌,‌ Jagannath Bhajan, Jagannath Culture, Odia Literary Works, Non-Odia Literary Works Presented in Odia, Odia culture, Odia Language, Odia Song Lyrics, Odia Blog, Odia website, Sambalpuri Language and Culture, Adivasi Language and Culture, Smaranika, Smaranika.in, The Smaranika Blog,

ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ…