== ଓଡ଼ିଆ ଲିରିକ୍ସ ==
ଗୀତ : ଆହେ ଦୁଃଖହାରି ତୁମ ଦୁଃଖ କିଏ ହରିବ
ଭାଷା : ଓଡ଼ିଆ
କଣ୍ଠ : ଭିକାରୀ ବଳ, ବାଣୀ ଜୟରାମ
ଗୀତିକାର : ପ୍ରଫୁଲ୍ଲ କର
ସଂଗୀତ ନିର୍ଦ୍ଦେଶନା : ପ୍ରଫୁଲ୍ଲ କର
ଚଳଚ୍ଚିତ୍ର : ରାମାୟଣ
ମସିହା : ୧୯୮୦
(ପୁ)
ଆହେ ଦୁଃଖହାରି
ତୁମ ଦୁଃଖ କିଏ ହରିବ ଆହେ ଦୁଃଖହାରି
ତୁମ ଦୁଃଖ କିଏ ହରିବ ଆହେ ଦୁଃଖହାରି
ଦୁଃଖେ ତୁମେ ଗଲେ ହାରି ଏ ଧରା କେ ରଖିବ
ଦୁଃଖ କିଏ ହରିବ ଆହେ ଦୁଃଖହାରି ॥
(ପୁ)
ସମ୍ପତ୍ତି ସୋଦର ମୁହିଁ ଜଟାୟୁ ମୋ ନାମ
ହରିନେଲା ଜାନକୀ ସେ ଲଙ୍କାର ରାବଣ
ବୁଝାଇ କହିଲି କେତେ ବୁଝିବ ସେ କାହୁଁ
ହାରିଲି ମୁଁ ଯୁଝି ଶେଷେ ଆହେ ମହାବାହୁ
ଆହା କି ବିକଳ ହୋଇ ଡାକୁଥିଲେ ବଇଦେହୀ
କାହିଁ ଅଛ ନାଥ ମୋର ରକ୍ଷାକର ରାଘବ
ଦୁଃଖ କିଏ ହରିବ ଆହେ ଦୁଃଖହାରି ॥୧॥
(ଝି)
ଦେଖିବି ବୋଲି ତୁମକୁ ଆହେ ଭାବଗ୍ରାହୀ
ଆଖିପାଣି ମରିଲାଣି ତୁମ ପଥ ଚାହିଁ
ସତେବା ଏଡ଼େକି ସୁଖ ଅଛି ମୋ ଭାଗ୍ୟରେ
ଲୋଟୁଥିବି ପ୍ରେମ ଭୋଳେ ତୁମ ଶ୍ରୀପୟରେ
ଜାତିରେ ସବରୀ ମୁହିଁ ପୂଜା ମନ୍ତ୍ର ଜାଣେ ନାହିଁ
ନଦେଲେ ହେ ଦରଶନ ଏ ଜନ୍ମ କି ତରିବ
ଦୁଃଖ କିଏ ହରିବ ଆହେ ଦୁଃଖହାରି
ଆହେ ଦୁଃଖହାରି
ଆହେ ଦୁଃଖହାରି ॥୨॥
ଆହେ ଦୁଃଖହାରି ତୁମ ଦୁଃଖ କିଏ ହରିବ:
ଭିକାରୀ ବଳ ଓ ବାଣୀ ଜୟରାମଙ୍କ କଣ୍ଠରେ, ପ୍ରଫୁଲ୍ଲ କରଙ୍କ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନାରେ, ୧୯୮୦ ମସିହାର ଚଳଚ୍ଚିତ୍ର “ରାମାୟଣ” ରୁ ସଂଗୃହିତ ଭଜନ “ଆହେ ଦୁଃଖହାରି ତୁମ ଦୁଃଖ କିଏ ହରିବ..” ପଢ଼ନ୍ତୁ “ସ୍ମରଣିକା ଡଟ୍ ଇନ୍” ରେ ଓଡ଼ିଆ ଓ ଇଂରାଜୀରେ ।
== English Lyrics ==
Bhajan : Aahe Dukhahari Tuma Dukha Kie Hariba
Language : Odia
Singer : Bhikari Bal, Vani Jayaram
Lyricist : Prafulla Kar
Music Director : Prafulla Kar
Movie : Ramayana
Year : 1980
(M)
Aahe Dukhahari
Tuma dukha kie hariba Aahe Dukhahari
Tuma dukha kie hariba Aahe Dukhahari
Dukhe tume gale hari e dhara ke rakhiba
Dukha kie hariba Aahe Dukhahari ॥
(M)
Sampatti sodara muhin Jatayu mo nama
Harinela Janaki se Lankara Rabana
Bujhai kahili kete bujhiba se kahun
Harili mun jujhi shese aahe Mahabahu
Aaha ki bikala hoi dakuthile baidehi
Kahin achha natha mora rakhyakara Raghaba
Dukha kie hariba Aahe Dukhahari ॥1॥
(F)
Dekhibi boli tumaku aahe Bhabagrahi
Aakhipani marilani tuma patha chahin
Sateba edeki sukha achhi mo bhagyare
Lotuthibi prema bhole tuma Shripayare
Jatire Sabari muhin puja mantra jane nahin
Nadele ki darashana e janma ki tariba
Dukha kie hariba Aahe Dukhahari
Aahe Dukhahari
Aahe Dukhahari ॥2॥
Aahe Dukhahari Tuma Dukha Kie Hariba:
Lyrics of song “Aahe Dukhahari Tuma Dukha Kie Hariba..”, sung by Bhikari Bal and Vani Jayaram lyrics and music directed by Prafulla Kar, from Odia movie “Ramayana” released in the year 1980 on “Smaranika.in” in Odia and English.
ଅନ୍ୟ କଣ୍ଠଶିଳ୍ପୀଙ୍କୁ ଶୁଣନ୍ତୁ YouTube ରେ
ଭିକାରୀ ବଳ ଓ ବାଣୀ ଜୟରାମ (Bhikari Bal and Vani Jayaram) ଙ୍କ କଣ୍ଠରେ ଶୁଣନ୍ତୁ YouTube ରେ
Keywords: ଆହେ ଦୁଃଖହାରି ତୁମ ଦୁଃଖ କିଏ ହରିବ, ଓଡ଼ିଆ ଭଜନ ଲିରିକ୍ସ, ରାମ ଭଜନ, ଚଳଚ୍ଚିତ୍ର ଗୀତ ଲିରିକ୍ସ, ଚଳଚ୍ଚିତ୍ରରୁ ସଂଗୃହିତ ଭଜନ, ଭିକାରୀ ବଳ, ବାଣୀ ଜୟରାମ, ପ୍ରଫୁଲ୍ଲ କର, ଓଡ଼ିଆ ଚଳଚ୍ଚିତ୍ର ରାମାୟଣ, ୧୯୮୦ ମସିହା ଓଡ଼ିଆ ଚଳଚ୍ଚିତ୍ର, ରବିନ୍ଦ୍ର ମହାପାତ୍ର, ରାଧାକାନ୍ତ, ଗୋବିନ୍ଦ ଚନ୍ଦ୍ର ପଣ୍ଡା, Aahe Dukhahari Tuma Dukha Kie Hariba, Odia Bhajan Lyrics, Rama Bhajan, Film Song Lyrics, Bhajan from Movies, Bhikari Bal, Vani Jayaram, Prafulla Kar, Odia Movie Ramayana, 1980 Odia Movie, Rabindra Mohapatra, Radhakanta, Gobinda Chandra Panda, ଜଗନ୍ନାଥ ଭଜନ, ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଭାଷା ସାହିତ୍ୟ, ଅଣ-ଓଡ଼ିଆ ଭାଷା ସାହିତ୍ୟ ଓଡ଼ିଆ ଭାଷାରେ ଉପସ୍ଥାପନା, ଓଡ଼ିଆ ସଂସ୍କୃତି, ଓଡ଼ିଆ ଭାଷା, ଓଡ଼ିଆ ଗୀତ ଲିରିକ୍ସ, ଓଡ଼ିଆ ବ୍ଲଗ, ଓଡ଼ିଆ ୱେବସାଇଟ, ସ୍ମରଣିକା, ସ୍ମରଣିକା ଡଟ୍ ଇନ୍, ଦି ସ୍ମରଣିକା ବ୍ଲଗ୍, Jagannath Bhajan, Jagannath Culture, Odia Literary Works, Non-Odia Literary Works Presented in Odia, Odia culture, Odia Language, Odia Song Lyrics, Odia Blog, Odia website, Smaranika, Smaranika.in, The Smaranika Blog,
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ…