== ଓଡ଼ିଆ ଲିରିକ୍ସ ==
ଶ୍ଳୋକ / ଭଜନ : ଶିକ୍ଷାଷ୍ଟକମ୍ (ଚେତୋ-ଦର୍ପଣ-ମାର୍ଜନଂ)
ଭାଷା : ସଂସ୍କୃତ
ପୋଥି / ପୁସ୍ତକ : ଚୈତନ୍ୟ ଚରିତାମୃତ, କୃଷ୍ଣଦାସ କବିରାଜ ଗୋସ୍ୱାମୀ
କଣ୍ଠ : ସ୍ୱରୂପ ଦାମୋଦର ଦାସ
ଗୀତିକାର : ଶ୍ରୀ ଚୈତନ୍ୟ ମହାପ୍ରଭୁ
ଚେତୋ-ଦର୍ପଣ-ମାର୍ଜନଂ ଭବ-ମହା-ଦାବାଗ୍ନି-ନିର୍ବାପଣଂ
ଶ୍ରେୟଃ-କୈରବ-ଚନ୍ଦ୍ରିକା-ବିତରଣଂ ବିଦ୍ୟା-ବଧୂ-ଜୀବନମ୍
ଆନନ୍ଦାମ୍ବୁଧି-ବର୍ଦ୍ଧନଂ ପ୍ରତି-ପଦଂ ପୂର୍ଣ୍ଣାମୃତାସ୍ୱାଦନଂ
ସର୍ବାତ୍ମ-ସ୍ନପନଂ ପରଂ ବିଜୟତେ ଶ୍ରୀକୃଷ୍ଣ-ସଙ୍କୀର୍ତନମ୍ ॥୧॥
ନାମ୍ନାମକାରି ବହୁଧା ନିଜ-ସର୍ବ-ଶକ୍ତି-
ସ୍ତତ୍ରାର୍ପିତା ନିୟମିତଃ ସ୍ମରଣେ ନ କାଲଃ
ଏତାଦୃଶୀ ତବ କୃପା ଭଗବନ୍ ମମାପି
ଦୁର୍ଦୈବମୀଦୃଶ ମିହାଜନି ନାନୁରାଗଃ ॥୨॥
ତୃଣାଦଽପି ସୁନୀଚେନ ତରୋରଽପି ସହିଷ୍ଣୁନା
ଅମାନିନା ମାନଦେନ କୀର୍ତ୍ତନୀୟଃ ସଦା ହରିଃ ॥୩॥
ନ ଧନଂ ନ ଜନଂ ନ ସୁନ୍ଦରୀଂ କବିତାଂ ବା ଜଗଦୀଶ କାମୟେ
ମମ ଜନ୍ମନି ଜନ୍ମନୀଶ୍ୱରେ ଭବତାଦ୍ ଭକ୍ତିର୍ ଅହୈତୁକୀ ତ୍ୱୟି ॥୪॥
ଅୟି ନନ୍ଦତନୁଜ କିଙ୍କରଂ ପତିତଂ ମାଂ ବିଷମେ ଭବାମ୍ବୁଧୌ
କୃପୟା ତବ ପାଦ-ପଙ୍କଜ-ସ୍ଥିତ-ଧୂଲି-ସଦୃଶଂ ବିଚିନ୍ତୟ ॥୫॥
ନୟନଂ ଗଲଦଶ୍ରୁଧାରୟା ବଦନଂ ଗଦ୍ଗଦରୁଦ୍ଧୟା ଗିରା
ପୁଲକୈର୍ନିଚିତଂ ବପୁଃ କଦା ତବ-ନାମ-ଗ୍ରହଣେ ଭବିଷ୍ୟତି ॥୬॥
ୟୁଗାୟିତଂ ନିମେଷେଣ ଚକ୍ଷୁଷା ପ୍ରାବୃଷାୟିତମ୍
ଶୂନ୍ୟାୟିତଂ ଜଗତ୍ ସର୍ବଂ ଗୋବିନ୍ଦ-ବିରହେଣ ମେ ॥୭॥
ଆଶ୍ଲିଷ୍ୟ ବା ପାଦରତାଂ ପିନଷ୍ଟୁ ମାମ୍
ଅଦର୍ଶନାନ୍ ମର୍ମହତାଂ କରୋତୁ ବା
ୟଥା ତଥା ବା ବିଦଧାତୁ ଲମ୍ପଟୋ
ମତ୍ ପ୍ରାଣନାଥସ୍ତୁ ସ ଏବ ନାପରଃ ॥୮॥
ଶିକ୍ଷାଷ୍ଟକମ୍ (ଚେତୋ-ଦର୍ପଣ-ମାର୍ଜନଂ):
ସ୍ୱରୂପ ଦାମୋଦର ଦାସଙ୍କ କଣ୍ଠରେ, ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ରଚିତ, ସଂସ୍କୃତ ଭଜନ ଗୀତ “ଶିକ୍ଷାଷ୍ଟକମ୍.. ଚେତୋ-ଦର୍ପଣ-ମାର୍ଜନଂ ଭବ-ମହା-ଦାବାଗ୍ନି-ନିର୍ବାପଣଂ. ଶ୍ରେୟଃ-କୈରବ-ଚନ୍ଦ୍ରିକା-ବିତରଣଂ ବିଦ୍ୟା-ବଧୂ-ଜୀବନମ୍.. ନୟନଂ ଗଲଦଶ୍ରୁଧାରୟା ବଦନଂ ଗଦ୍ଗଦରୁଦ୍ଧୟା ଗିରା.. ପୁଲକୈର୍ନିଚିତଂ ବପୁଃ କଦା ତବ-ନାମ-ଗ୍ରହଣେ ଭବିଷ୍ୟତି..” ପଢ଼ନ୍ତୁ “ସ୍ମରଣିକା ଡଟ୍ ଇନ୍” ରେ ଓଡ଼ିଆ ଓ ଇଂରାଜୀରେ ।
== संस्कृत लिरिक्स ==
श्लोक / भजन : शिक्षाष्टकम् (चेतो-दर्पण-मार्जनं)
भाषा : संस्कृत
ग्रन्थ / पुस्तक : चैतन्य चरितामृत, कृष्णदास कबिराज गोस्वामी
गायक : स्वरूप दामोदर दास
गीतिकार : श्री चैतन्य महाप्रभु
चेतो-दर्पण-मार्जनं भव-महा-दावाग्नि-निर्वापणं
श्रेयः-कैरव-चन्द्रिका-वितरणं विद्या-वधू-जीवनम्
आनन्दाम्बुधि-वर्धनं प्रति-पदं पूर्णामृतास्वादनं
सर्वात्म-स्नपनं परं विजयते श्रीकृष्ण-सण्कीर्तनम् ॥१॥
नाम्नामकारि बहुधा निज-सर्व-शक्ति
स्तत्रार्पिता नियमितः स्मरणे न कालः
एतादृशी तव कृपा भगवन् ममापि
दुर्दैवमीदृश मिहाजनि नानुरागः ॥२॥
तृणादऽपि सुनीचेन तरोरऽपि सहिष्णुना
अमानिना मानदेन कीर्तनीयः सदा हरिः ॥३॥
न धनं न जनं न सुन्दरीं कवितां वा जगदीश कामये
मम जन्मनि जन्मनीश्वरे भवताद् भक्तिर् अहैतुकी त्वयि ॥४॥
अयि नन्द-तनुज किङ्करं पतितं मां विषमे भवाम्बुधौ
कृपया तव पाद-पङ्कज-स्थित-धूलि-सदृशं विचिन्तय ॥५॥
नयनं गलदश्रुधारया वदनं गद्गदरुद्धया गिरा
पुलकैर्निचितं वपुः कदा तव-नाम-ग्रहणे भविष्यति ॥६॥
युगायितं निमेषेण चक्षुषा प्रावृषायितम्
शून्यायितं जगत् सर्वंगोविन्द-विरहेण मे ॥७॥
आश्लिष्य वा पाद-रतां पिनष्टु माम्
अदर्शनान् मर्महतां करोतु वा
यथा तथा वा विदधातु लम्पटो
मत् प्राणनाथस्तु स एव नापरः ॥८॥
== English Lyrics ==
Shloka / Bhajana : Shikshashtakam (Cheto-Darpana-Marjanam)
Language : Sanskrit
Scripture / Book : Chaitanya Charitanrita, Krishnadasa Kaviraja Goswami
Singer : Swarupa Damodar Das
Lyricist : Shri Chaitanya Mahaprabhu
Cheto-Darpana-Maarjanam Bhava-Mahaa-Daavaagni-Nirvaapanam
Shreyah-Kairava-Chandrikaa-Vitaranam Vidya-Vadhu-Jivanam
Aanandaambudhi-Vardhanam Prati-Padam Purnaamritaaswaadanam
Sarvaatmaa-snapanam Param Vijayate Shrikrishna-Sankirtanam ॥1॥
Naamnaamakaari Bahudhaa Nija-Sarva-Shakti
Statraarpitaa Niyamitah Smarane Na Kalah
Etaadrishi Tava Kripaa Bhagavan Mamaapi
Durdaivamidrisha Mihaajani Naanuragah ॥2॥
Trinaada’pi Sunichena Tarora’pi Sahishnunaa
Amaanina Maanadena Kirtaniyah Sadaa Harih ॥3॥
Na Dhanam Na Janam Na Sundarim Kavitaam va Jagadisha Kaamaye
Mama Janmani Janmanishware Bhavataad Bhaktir Ahaituki Twayi ॥4॥
Ayi Nanda-Tanuja Kinkaram Patitam Maam Vishame Bhavaambudhau
Kripaya Tava Paada-Pankaja-Sthita-Dhuli-Sadrisham Vichintaya ॥5॥
Nayanam Galadashrudhaarayaa Vadanam Gadgadruddhayaa Giraa
Pulakairnichitam Vapuh Kadaa Tava-Naama-Grahane Bhavishyati ॥6॥
Yugayitam Nimeshena Chaakshushaa Praavrishaayitam
Shunyaayitam Jagat Sarvam Govinda-Virahena Me ॥7॥
Ashlishya vaa Paada-Rataam Pinashtu Maam
Adarshanaam Marmahataam Karotu vaa
Yathaa Tathaa va Vidadhaatu Lampato
Mat Praananaathaastu sa Eva Naaparah ॥8॥
Shikshashtakam (Cheto-Darpana-Marjanam):
Lyrics of Sanskrit bhajan song “Shikshashtakam.. Cheto-Darpana-Maarjanam Bhava-Mahaa-Daavaagni-Nirvaapanam.. Shreyah-Kairava-Chandrikaa-Vitaranam Vidya-Vadhu-Jivanam.. Nayanam Galadashrudhaarayaa Vadanam Gadgadruddhayaa Giraa.. Pulakairnichitam Vapuh Kadaa Tava-Naama-Grahane Bhavishyati..” lyrics by Shri Chaitanya Mahaprabhu, sung by Swarupa Damodar Das on “Smaranika.in” in Odia and English.
ଅନ୍ୟ କଣ୍ଠଶିଳ୍ପୀଙ୍କୁ ଶୁଣନ୍ତୁ YouTube ରେ
ସ୍ୱରୂପ ଦାମୋଦର ଦାସ (Swarupa Damodar Das) ଙ୍କ କଣ୍ଠରେ ଶୁଣନ୍ତୁ YouTube ରେ..[➚]
Shikshashtakam “Cheto-Darpana-Marjanam..” Meaning
चेतो-दर्पण-मार्जनं भव-महा-दावाग्नि-निर्वापणं
श्रेयः-कैरव-चन्द्रिका-वितरणं विद्या-वधू-जीवनम्
आनन्दाम्बुधि-वर्धनं प्रति-पदं पूर्णामृतास्वादनं
सर्वात्म-स्नपनं परं विजयते श्रीकृष्ण-सण्कीर्तनम् ॥१॥
ଚିତ୍ତରୂପ ଦର୍ପଣର ମାର୍ଜନକାରୀ, ଭବରୂପ ମହାଦାବାଗ୍ନି ନିର୍ବାପଣକାରୀ, ଆଶୀର୍ବାଦମୟ ଚନ୍ଦ୍ରକିରଣ ବିତରଣକାରୀ, ବିଦ୍ୟାବଧୂର ଜୀବନ ସ୍ୱରୂପ, ଆନନ୍ଦ ସମୁଦ୍ରର ବର୍ଦ୍ଧନକାରୀ, ପଦେ ପଦେ ପୂର୍ଣ୍ଣାମୃତ ଆସ୍ୱାଦନ ସ୍ୱରୂପ ଏବଂ ସର୍ବସ୍ୱରୂପର ଶୀତଳକାରୀ ଶ୍ରୀକୃଷ୍ଣ ସଂକୀର୍ତ୍ତନ ବିଶେଷ ରୂପେ ଜୟଯୁକ୍ତ ହେଉ ।
Glory to the Sri-Krishna-Sankirtana, which cleanses the heart of all the dust accumulated for years and extinguishes the fire of conditional life, of repeated birth and death. This Sankirtana is the prime benediction for humanity at large because it spreads the rays of the benediction moon. It is the life of all transcendental knowledge. It increases the ocean of transcendental bliss, and it enables us to fully taste the nectar for which we are always anxious.
नाम्नामकारि बहुधा निज-सर्व-शक्ति
स्तत्रार्पिता नियमितः स्मरणे न कालः
एतादृशी तव कृपा भगवन् ममापि
दुर्दैवमीदृश मिहाजनि नानुरागः ॥२॥
ହେ ଭଗବାନ ! ଆପଣଙ୍କର ବହୁବିଧ ନାମ (ଯଥା କୃଷ୍ଣ, ଗୋବିନ୍ଦ ଆଦି) ହିଁ ଜୀବର ସର୍ବ ମଙ୍ଗଳ ବିଧାନ କରେ । ସେହି ନାମରେ ଆପଣ ଆପଣଙ୍କର ସର୍ବଶକ୍ତି ଅର୍ପଣ କରିଛନ୍ତି ଏବଂ ସେଇ ନାମ ସ୍ମରଣରେ କାଳାଦି-କଠିନ ନିୟମ ନାହିଁ । ହେ ପ୍ରଭୁ ! ଏଇ ଭାବେ କୃପା କରି ଜୀବଙ୍କ ପାଇଁ ଆପଣ ଆପଣଙ୍କର ନାମକୁ ସୁଲଭ କରିଛନ୍ତି, ତଥାପି ମୋର ନାମ ଅପରାଧରୂପ ଦୁର୍ଭାଗ୍ୟ ଏତେ ପ୍ରବଳ ଯେ ଆପଣଙ୍କର ସୁଲଭ ନାମରେ ମୋର ଅନୁରାଗ ଜନ୍ମୁନାହିଁ ।
O my Lord, Your holy name alone can render all benediction to living beings, and thus You have hundreds and millions of names, like Krishna and Govinda. In these transcendental names You have invested all Your transcendental energies. There are not even hard and fast rules for chanting these names. O my Lord, out of kindness You enable us to easily approach You by Your holy names, but I am so unfortunate that I have no attraction for them.
तृणादऽपि सुनीचेन तरोरऽपि सहिष्णुना
अमानिना मानदेन कीर्तनीयः सदा हरिः ॥३॥
ଯିଏ ନିଜକୁ ତୃଣଠାରୁ ଅଧିକ କ୍ଷୁଦ୍ର ଜ୍ଞାନ କରନ୍ତି, ଯିଏ ପୁଣି ବୃକ୍ଷଠାରୁ ଅଧିକ ସହିଷ୍ଣୁ ହୁଅନ୍ତି, ନିଜେ ମାନଶୂନ୍ୟ ହୋଇ ଅପର ଲୋକଙ୍କୁ ସମ୍ମାନ ପ୍ରଦାନ କରନ୍ତି, ସେହି ବ୍ୟକ୍ତି ହିଁ ସର୍ବଦା ହରିକୀର୍ତ୍ତନର ଅଧିକାରୀ ।
One should chant the holy name of the Lord in a humble state of mind, thinking oneself lower than the straw in the street; one should be more tolerant than a tree, devoid of all sense of false prestige, and should be ready to offer all respect to others. In such a state of mind one can chant the holy name of the Lord constantly.
न धनं न जनं न सुन्दरीं कवितां वा जगदीश कामये
मम जन्मनि जन्मनीश्वरे भवताद् भक्तिर् अहैतुकी त्वयि ॥४॥
ହେ ଜଗଦୀଶ ! ମୁଁ ଧନ, ଜନ, ବା ସୁନ୍ଦରୀ ରମଣୀ କାମନା କରେ ନାହିଁ; ମୁଁ କେବଳ ଏଇ କାମନା କରେ ଯେ, ଜନ୍ମେ-ଜନ୍ମେ କେବଳ ଆପଣଙ୍କର ପାଦପଦ୍ମରେ ଅହୈତୁକୀ ଭକ୍ତି ହେଉ ।
O almighty Lord, I have no desire to accumulate wealth, nor do I desire beautiful women nor do I want any number of followers. I only want Your causeless devotional service, birth after birth.
अयि नन्द-तनुज किङ्करं पतितं मां विषमे भवाम्बुधौ
कृपया तव पाद-पङ्कज-स्थित-धूलि-सदृशं विचिन्तय ॥५॥
ହେ ନନ୍ଦନନ୍ଦନ, କୃଷ୍ଣ ! ମୁଁ ଆପଣଙ୍କ ନିତ୍ୟ ଦାସ କିନ୍ତୁ କୌଣସି କାରଣ ବଶତଃ ଜନ୍ମମୃତ୍ୟୁଚକ୍ର ରୂପକ କରାଳ ଭବ ସାଗରରେ ପତିତ ହୋଇଅଛି । ଆପଣ କୃପକରି ମୋତେ ଆପଣଙ୍କର ପାଦପଦ୍ମସ୍ଥିତ ଧୂଳିସଦୃଶ ସ୍ଥାନ ପ୍ରଦାନ କରନ୍ତୁ ।
O son of Maharaja Nanda, Krishna, I am Your eternal servitor, yet somehow or other I have fallen into the ocean of birth and death. Please pick me up from this ocean of death and place me as one of the atoms at Your lotus feet.
नयनं गलदश्रुधारया वदनं गद्गदरुद्धया गिरा
पुलकैर्निचितं वपुः कदा तव-नाम-ग्रहणे भविष्यति ॥६॥
ହେ ନାଥ ! ଆପଣଙ୍କ ନାମ ସ୍ମରଣ କରି କେବେ ମୋର ନୟନ ଯୁଗଳରେ ଅନବରତ ପ୍ରେମାଶ୍ରୁ ନିର୍ଗତ ହେବ ? ଆପଣଙ୍କର ନାମ କୀର୍ତ୍ତନରେ କେବେ ମୋର ସ୍ୱର ଗଦ୍ଗଦ୍ ହୋଇ ଉଠିବ ଏବଂ ଶରୀରରେ ରୋମାଞ୍ଚ ଜାତହେବ ?
O my Lord, when will my eyes be decorated with tears of love flowing constantly when I chant Your holy name? When will my voice choke up, and when will the hairs of my body stand on end at the recitation of Your name?
युगायितं निमेषेण चक्षुषा प्रावृषायितम्
शून्यायितं जगत् सर्वंगोविन्द-विरहेण मे ॥७॥
ହେ ଗୋବିନ୍ଦ ! ଆପଣଙ୍କର ବିରହରେ ଗୋଟିଏ ମୁହୂର୍ତ୍ତ ଗୋଟିଏ ଯୁଗସମ ପ୍ରତୀତ ହେଉଅଛି । ବର୍ଷାଧାରା ପରି ଚକ୍ଷୁରୁ ଲୋତକ ବର୍ଷା ହେଉଛି ଏବଂ ଆପଣଙ୍କ ବିରହରେ ମୋତେ ସମସ୍ତ ଜଗତ ଶୂନ୍ୟବୋଧ ହେଉଛି ।
O Govinda! Feeling Your separations I am considering a moment to be like an age. Tears are flowing from my eyes like torrents of rain, and I am feeling all vacant in the world in Your absence.
आश्लिष्य वा पाद-रतां पिनष्टु माम्
अदर्शनान् मर्महतां करोतु वा
यथा तथा वा विदधातु लम्पटो
मत् प्राणनाथस्तु स एव नापरः ॥८॥
ମୋର ପ୍ରାଣନାଥ କୃଷ୍ଣ ମୋତେ ଆଲିଙ୍ଗନ କରନ୍ତୁ କିମ୍ବା ପାଦରେ ଦଳି ଚକଟି ଦିଅନ୍ତୁ କିମ୍ବା ମୋତେ ଦର୍ଶନ ନଦେଇ ମର୍ମାହତ କରନ୍ତୁ ସେ ସର୍ବଦା ମୋର ପ୍ରାଣପ୍ରିୟ ପ୍ରଭୁ ହୋଇ ରହିବେ । ସେ ଯେପରି ଇଚ୍ଛା ସେପରି କରିପାରନ୍ତି, ଏଥିରେ ତାଙ୍କର ପୂର୍ଣ୍ଣ ଅଧିକାର ଅଛି, କାରଣ ସେ ହିଁ ଅହୈତୁକୀ ଭାବେ ସର୍ବଦା ମୋର ପୂଜ୍ୟ ପ୍ରଭୁ ଅଟନ୍ତି । ଅନ୍ୟ କେହି ନୁହନ୍ତି ।
ଅହୈତୁକୀ : କାରଣରହିତ, ନିଃସର୍ତ୍ତ ଭାବରେ
I know no one but Krishna as my Lord, and He shall remain so even if He handles me roughly by His embrace or makes me brokenhearted by not being present before me. He is completely free to do anything and everything, for He is always my worshipful Lord, unconditionally.
Keywords: ଶିକ୍ଷାଷ୍ଟକମ୍ ଚେତୋ-ଦର୍ପଣ-ମାର୍ଜନଂ, ଜଗନ୍ନାଥ ଭଜନ, କୃଷ୍ଣ ଭଜନ, ସଂସ୍କୃତ ଶ୍ଳୋକ ଭଜନ, ମନ୍ତ୍ର ଶ୍ଳୋକ ସ୍ତୁତି, ପୋଥି ପୁରାଣ, ଚୈତନ୍ୟ ଚରିତାମୃତ, କୃଷ୍ଣଦାସ କବିରାଜ ଗୋସ୍ୱାମୀ, ସ୍ୱରୂପ ଦାମୋଦର ଦାସ, ଚୈତନ୍ୟ ମହାପ୍ରଭୁ, କାବଲମ୍ ଶ୍ରୀକୁମାର, ଏମ୍.ଏସ୍. ସୁବ୍ବୁଲକ୍ଷ୍ମୀ, ରାଧା ବିଶ୍ୱନାଥନ, କିଣ୍ଡଡ଼୍ ସ୍ପିରିଟ୍ସ୍, ବ୍ରଜ ବିଟ୍ସ୍, Shikshashtakam Cheto-Darpana-Marjanam, Jagannatha Bhajan, Krishna Bhajan, Sanskrit Shloka Bhajan, Mantra Shloka Stuti, Pothi Purana, Chaitanya Charitanrita, Krishnadasa Kaviraja Goswami, Swarupa Damodar Das, Chaitanya Mahaprabhu, Kavalam Srikumar, M.S. Subbulakshmi, Radha Viswanathan, Kindred Spirits, Braja Beats, ଜଗନ୍ନାଥ ଭଜନ, ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଭାଷା ସାହିତ୍ୟ, ଅଣ-ଓଡ଼ିଆ ଭାଷା ସାହିତ୍ୟ ଓଡ଼ିଆ ଭାଷାରେ ଉପସ୍ଥାପନା, ଓଡ଼ିଆ ସଂସ୍କୃତି, ଓଡ଼ିଆ ଭାଷା, ଓଡ଼ିଆ ଗୀତ ଲିରିକ୍ସ, ଓଡ଼ିଆ ବ୍ଲଗ, ଓଡ଼ିଆ ୱେବସାଇଟ, ସମ୍ବଲପୁରୀ ଭଷା ଓ ସସ୍କୃତି, ଆଦିବାସୀ ଭଷା ଓ ସସ୍କୃତି, ସ୍ମରଣିକା, ସ୍ମରଣିକା ଡଟ୍ ଇନ୍, ଦି ସ୍ମରଣିକା ବ୍ଲଗ୍, Jagannath Bhajan, Jagannath Culture, Odia Literary Works, Non-Odia Literary Works Presented in Odia, Odia culture, Odia Language, Odia Song Lyrics, Odia Blog, Odia website, Sambalpuri Language and Culture, Adivasi Language and Culture, Smaranika, Smaranika.in, The Smaranika Blog,
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ…