Odia Calendar Panji 2024
Image: Odia calendar 2024 by Smaranika based on Kohenur & Radharaman panjika
ଜାନୁୟାରୀ ୨୦୨୪  
ଓଡ଼ିଆ ମାସ : ପୌଷ ୧୭ – ମାଘ ୧୭  
Date Day Festival / Holiday  
1 Jan Mon New Year
ନୂଆବର୍ଷ
 
12 Jan Fri Swami Vivekananda Jayanti
ସ୍ଵାମୀ ବିବେକନାନନ୍ଦ ଜୟନ୍ତୀ
 
15 Jan Mon Makara Sankranti (Pongal)
ମକର ସଙ୍କ୍ରାନ୍ତି (ପୋଙ୍ଗଲ)
 
16 Jan Tue Dhanuyatra
ଧନୁଯାତ୍ରା
 
20 Jan Sat Shamba Dashami
ଶାମ୍ବ ଦଶମୀ
 
23 Jan Tue Netaji Jayanti, Veer Surendra Sai Jayanti
ନେତାଜୀ ଜୟନ୍ତୀ, ବୀର ସୁରେନ୍ଦ୍ର ସାଏ ଜୟନ୍ତୀ
 
25 Jan Thu Debavisheka Purnima, Pausha Purnima, Guru Purnima
ଦେବାଭିଷେକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଗୁରୁ ପୂର୍ଣ୍ଣିମା
 
26 Jan Fri Republic Day
ସାଧାରଣତନ୍ତ୍ର ଦିବସ
 
ଅମାବାସ୍ୟା: 11, ପୂର୍ଣ୍ଣିମା: 25
ଏକାଦଶୀ: 7 (ସଫଳା), 21 (ପୁତ୍ରଦା)
ବିବାହ: 16, 17, 18, 20, 21, 22, 27, 28, 30, 31
ବ୍ରତୋପନୟନ: 22, 31
 
ଫେବୃୟାରୀ ୨୦୨୪  
ଓଡ଼ିଆ ମାସ : ମାଘ ୧୮ – ଫାଲ୍‍ଗୁନ ୧୭  
Date Day Festival / Holiday  
9 Feb Fri Maa Birajanka Janmotsaba, Trivani Amabasya
ମା ବିରଜାଙ୍କ ଜନ୍ମୋତ୍ସବ, ତ୍ରିବେଣୀ ଅମାବାସ୍ୟା
 
10 Feb Sat Shri Jiuanka Padma Besha
ଶ୍ରୀ ଜୀଉଙ୍କ ପଦ୍ମ ବେଶ
 
13 Feb Tue Khumbha Sankranti
କୁମ୍ଭ ସଙ୍କ୍ରାନ୍ତି
 
14 Feb Wed Saraswati Puja (Basanta Panchami / Shri Panchami)
ସରସ୍ଵତୀ ପୂଜା (ବସନ୍ତ ପଞ୍ଚମୀ / ଶ୍ରୀ ପଞ୍ଚମୀ)
 
16 Feb Fri Magha Saptami, Chandrabhaga Snana
ମାଘ ସପ୍ତମୀ, ଚନ୍ଦ୍ରଭାଗା ସ୍ନାନ
 
22 Feb Thu Nityananda Mahaprabhunka Jayanti
ନିତ୍ୟାନନ୍ଦ ମହାପ୍ରଭୁଙ୍କ ଜୟନ୍ତୀ
 
23 Feb Fri Agnyutsav, Joranda Mela
ଅଗ୍ନ୍ୟୁତ୍ସବ, ଯୋରନ୍ଦା ମେଳା
 
24 Feb Sat Magha Purnima, Shri Jiunka Gaja Uddharana Besha
ମାଘ ପୂର୍ଣ୍ଣିମା, ଶ୍ରୀ ଜୀଉଙ୍କ ଗଜ ଉଦ୍ଧାରଣ ବେଶ
 
ଅମାବାସ୍ୟା: 9, ପୂର୍ଣ୍ଣିମା: 24
ଏକାଦଶୀ: 6 (ଷଟ୍‌ତିଳା), 20 (ଭୈମୀ)
ବିବାହ: 1, 2, 4, 6, 14, 15, 18, 19, 26, 27, 28, 29
ବ୍ରତୋପନୟନ: 12, 15, 19, 22, 26, 27, 29
 
ମାର୍ଚ୍ଚ ୨୦୨୪  
ଓଡ଼ିଆ ମାସ : ଫାଲ୍‍ଗୁନ ୧୮ – ଚୈତ୍ର ୧୮  
Date Day Festival / Holiday  
8 Mar Fri Shivaratri (Jagara)
ଶିବରାତ୍ରି (ଜାଗର)
 
12 Mar Tue Ramakrishna Paramahamsa Jayanti
ରାମକୃଷ୍ଣ ପରମହଂସ ଜୟନ୍ତୀ
 
14 Mar Thu Mina Sankranti
ମୀନ ସଂକ୍ରାନ୍ତି
 
19 Mar Tue Phagu Dashami, Shri Jagannathanka Chacheri Besha
ଫଗୁ ଦଶମୀ, ଶ୍ରୀ ଜଗନ୍ନାଥଙ୍କ ଚାଚେରୀ ବେଶ
 
24 Mar Sun Varaha Dola, Olakana Melana ବରାହ ଦୋଳ, ଓଳକଣା ମେଲଣ  
25 Mar Mon Dola Purnima, Sri Chaitanya Jayanti, Shri Jiunka Raja Besha
ଦୋଳ ପୂର୍ଣ୍ଣିମା, ଶ୍ରୀ ଚୈତନ୍ୟ ଜୟନ୍ତୀ, ଶ୍ରୀ ଜୀଉଙ୍କ ରାଜ ବେଶ
 
26 Mar Tue Holi Utsav
ହୋଲି ଉତ୍ସବ
 
29 Mar Fri Good Friday
ଗୁଡ୍ ଫ୍ରାଇଡେ
 
30 Mar Sat Panchudola ପଞ୍ଚୁଦୋଳ  
ଅମାବାସ୍ୟା: 10, ପୂର୍ଣ୍ଣିମା: 25
ଏକାଦଶୀ: 6 (ପଙ୍କୋଦ୍ଧାର), 20 (ପାପନାଶିନୀ)
ବିବାହ: 1, 2, 3, 4, 7, 11
ବ୍ରତୋପନୟନ: 1, 11,17, 20, 27
 
ଅପ୍ରେଲ ୨୦୨୪  
ଓଡ଼ିଆ ମାସ : ଚୈତ୍ର ୧୯ – ବୈଶାଖ ୧୭  
Date Day Festival / Holiday  
1 Apr Mon Utkala Divas
ଉତ୍କଳ ଦିବସ
 
2 Apr Tue Taratarimi Yatra
ତାରାତାରିଣୀ ଯାତ୍ରା
 
6 Apr Sat Mahabaruni Snana
ମହାବାରୁଣୀ ସ୍ନାନ
 
11 Apr Thu Eid Ul Fitr
ଇଦୁଲ୍ ଫିତର
 
14 Apr Sun Mahabishuba (Pana) Sankranti, Odia New Year, Shri Hanuman Jayanti, Ambedkar Jayanti
ମହାବିଷୁବ (ପଣା) ସଂକ୍ରାନ୍ତି, ଓଡ଼ିଆ ନବବର୍ଷ, ଶ୍ରୀ ହନୁମାନ ଜୟନ୍ତୀ, ଆମ୍ବେଦକର ଜୟନ୍ତୀ
 
15 Apr Mon Lingarajnka Ratha Pratistha ଲିଙ୍ଗରାଜଙ୍କ ରଥ ପ୍ରତିଷ୍ଠା  
16 Apr Tue Basanti Puja (Ashokastami), Lingarajnka Rukuna Rathajatra
ବାସନ୍ତୀ ପୂଜା (ଅଶୋକାଷ୍ଟମୀ), ଲିଙ୍ଗରାଜଙ୍କ ଋକୁଣା ରଥଯାତ୍ରା
 
17 Apr Wed Srirama Nabami
ଶ୍ରୀରାମ ନବମୀ
 
18 Apr Thu Basantika Dashahara, Sudasha Brata
ବାସନ୍ତୀକ ଦଶହରା, ସୁଦଶା ବ୍ରତ
 
22 Apr Mon Hingula Yatra
ହିଙ୍ଗୁଳା ଯାତ୍ରା
 
23 Apr Tue Chaitra Purnima
ଚୈତ୍ର ପୂର୍ଣ୍ଣିମା
 
28 Apr Sun Utkala Gouraba Madhusudan Das Jayanti
ଉତ୍କଳ ଗୌରବ ମଧୁସୂଦନ ଦାସ ଜୟନ୍ତୀ
 
ଅମାବାସ୍ୟା: 8, ପୂର୍ଣ୍ଣିମା: 23
ଏକାଦଶୀ: 5 (ପାପମୋଚନୀ), 19 (କାମଦା)
ବିବାହ: ନାହିଁ
ବ୍ରତୋପନୟନ: 1
 
ମଇ ୨୦୨୪  
ଓଡ଼ିଆ ମାସ : ବୈଶାଖ ୧୮ – ଜ୍ୟେଷ୍ଠ ୧୮  
Date Day Festival / Holiday  
1 May Wed Labour Day
ଶ୍ରମିକ ଦିବସ
 
8 May Wed Rukmini Amavasya
ରୁକ୍ମିଣୀ ଅମାବାସ୍ୟା
 
10 May Fri Akhaya Trutiya, Ratha Anukula
ଅକ୍ଷୟ ତୃତୀୟା, ରଥ ଅନୁକୂଳ
 
12 May Sun Aadi Shankaracharjya Jayanti
ଆଦି ଶଙ୍କାରାଚାର୍ଯ୍ୟ ଜୟନ୍ତୀ
 
14 May Tue Brusha Sankranti
ବୃଷ ସଙ୍କ୍ରାନ୍ତି
 
16 May Thu Sita Nabami
ସୀତା ନବମୀ
 
19 May Sun Rabinarayana Brata ରବିନାରାୟଣ ବ୍ରତ  
22 May Wed Sri Narashimha Jayanti
ଶ୍ରୀ ନରସିଂହ ଜୟନ୍ତୀ
 
23 May Thu Chandana Purnima, Buddha Jayanti
ଚନ୍ଦନ ପୂର୍ଣ୍ଣିମା, ବୁଦ୍ଧ ଜୟନ୍ତୀ
 
ଅମାବାସ୍ୟା: 8, ପୂର୍ଣ୍ଣିମା: 23
ଏକାଦଶୀ: 4 (ବରୁଥିନୀ), 19 (ମୋହିନୀ)
ବିବାହ: ନାହିଁ
ବ୍ରତୋପନୟନ: ନାହିଁ
 
ଜୁନ୍ ୨୦୨୪  
ଓଡ଼ିଆ ମାସ : ଜ୍ୟେଷ୍ଠ ୧୯ – ଆଷାଢ଼ ୧୬  
Date Day Festival / Holiday  
6 Jun Thu Sabitri Amabasya
ସାବିତ୍ରୀ ଅମାବାସ୍ୟା
 
11 Jun Tue Shiva Bibahotsav ଶିବ ବିବାହୋତ୍ସବ  
12 Jun Wed Shitala Sasthi
ଶୀତଳ ଷଷ୍ଠୀ
 
14 Jun Fri Pahili Raja ପହିଲି ରଜ  
15 Jun Sat Raja Sankranti
ରଜ ସଙ୍କ୍ରାନ୍ତି
 
16 Jun Sun Bhumidaha
ଭୂମିଦାହ
 
17 Jun Mon Basumati Snana, Idu Jjuha
ବସୁମତୀ ସ୍ନାନ, ଇଦୁଜ୍ଜୁହା
 
21 Jun Fri World Yoga Day
ବିଶ୍ଵ ଯୋଗ ଦିବସ
 
22 Jun Sat Devasna Purnima
ଦେବସ୍ନାନ ପୂର୍ଣ୍ଣିମା
 
23 Jun Sun Mahavir Jayanti ମହାବୀର ଜୟନ୍ତୀ  
26 Jun Wed Anasara Panchami
ଅଣସର ପଞ୍ଚମୀ
 
ଅମାବାସ୍ୟା: 6 ପୂର୍ଣ୍ଣିମା: 22
ଏକାଦଶୀ: 2 (ଜଳକ୍ରୀଡ଼ା), 18 (ନିର୍ଜ୍ଜଳା)
ବିବାହ: ନାହିଁ
ବ୍ରତୋପନୟନ: ନାହିଁ
 
ଜୁଲାଇ ୨୦୨୪
ଓଡ଼ିଆ ମାସ : ଆଷାଢ଼ ୧୭ – ଶ୍ରାବଣ ୧୬
Date Day Festival / Holiday
6 Jul Sat Nabajaubana Darshana
ନବଯୌବନ ଦର୍ଶନ
7 Jul Sun Rathayatra
ରଥଯାତ୍ରା (ଶ୍ରୀଗୁଣ୍ଡିଚା ଯାତ୍ରା)
11 Jul Thu Hera Panchami
ହେରା ପଞ୍ଚମୀ
15 Jul Mon Bahuda Yatra
ବାହୁଡ଼ା ଯାତ୍ରା
16 Jul Tue Shri Jagannathanka Sunabesha, Karkata Sankranti
ଶ୍ରୀ ଜଗନ୍ନାଥଙ୍କ ସୁନାବେଶ, କର୍କଟ ସଂକ୍ରାନ୍ତି
17 Jul Wed Muharram
ମହରମ
18 Jul Thu Adharapana
ଅଧରପଣା
21 Jul Sun Vyasa Purnima
ବ୍ୟାସ ପୂର୍ଣ୍ଣିମା
22 Jul Mon Bolbam Aarambha
ବୋଲବମ ଆରମ୍ଭ
25 Jul Thu Manasa Panchami
ମନସା ପଞ୍ଚମୀ
ଅମାବାସ୍ୟା: 5, ପୂର୍ଣ୍ଣିମା: 21
ଏକାଦଶୀ: 2 (ଖଳିଲାଗି), 17 (ହରିଶୟନ), 31 (କାମଦା)
ବିବାହ: 11, 12, 14
ବ୍ରତୋପନୟନ: 12
ଅଗଷ୍ଟ ୨୦୨୪  
ଓଡ଼ିଆ ମାସ : ଶ୍ରାବଣ ୧୭ – ଭାଦ୍ର ୧୬  
Date Day Festival / Holiday  
4 Aug Sun Chitalagi Amabasya
ଚିତାଲାଗି ଅମାବାସ୍ୟା
 
15 Aug Thu Independence Day, Shri Arabinda Jayanti, Sudasha Brata
ସ୍ଵାଧୀନତା ଦିବସ, ଶ୍ରୀ ଅରବିନ୍ଦ ଜୟନ୍ତୀ, ସୁଦଶା ବ୍ରତ
 
16 Aug Fri Sinha Sankranti
ସିଂହ ସଙ୍କ୍ରାନ୍ତି
 
19 Aug Mon Gamha Purnima, Jhulana Purnima, Balabhadra Jayanti, Rakhi Bandhana
ଗହ୍ମା ପୂର୍ଣ୍ଣିମା, ଝୁଲଣ ପୂର୍ଣ୍ଣିମା, ବଳଭଦ୍ର ଜୟନ୍ତୀ, ରାକ୍ଷୀ ବନ୍ଧନ
 
25 Aug Sun Khudurukuni Osha
ଖୁଦୁରୁକୁଣୀ ଓଷା
 
26 Aug Mon Janmashtami
ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ
 
27 Aug Tue Nandotsava
ନନ୍ଦୋତ୍ସବ
 
ଅମାବାସ୍ୟା: 4 ପୂର୍ଣ୍ଣିମା: 19
ଏକାଦଶୀ: 16 (ପୁତ୍ରଦା), 29 (କାଳୀୟ ଦଳନ)
ବିବାହ: ନାହିଁ
ବ୍ରତୋପନୟନ: ନାହିଁ
 
ସେପ୍ଟେମ୍ବର ୨୦୨୪
ଓଡ଼ିଆ ମାସ : ଭାଦ୍ର ୧୭ – ଆଶ୍ଵିନ ୧୫
Date Day Festival / Holiday
5 Sep Thu Teacher’s Day
ଗୁରୁ ଦିବସ
7 Sep Sat Shri Ganesh Chaturthi ଶ୍ରୀ ଗଣେଶ ଚତୁର୍ଥୀ
8 Sep Sun Nuakhai
ନୂଆଖାଇ
9 Sep Mon Somanath Brata, Shasthi Osha
ସୋମନାଥ ବ୍ରତ, ଷଷ୍ଠୀ ଓଷା
11 Sep Wed Radhastami
ରାଧାଷ୍ଟମୀ
12 Sep Thu Thakur Anukulachandra Jayanti
ଠାକୁର ଅନୁକୂଳଚନ୍ଦ୍ର ଜୟନ୍ତୀ
15 Sep Sun Bamana Janma
ବାମନ ଜନ୍ମ
16 Sep Mon Muhammad Jayanti, Biswakarma Puja, Kanya Sankranti
ମହମ୍ମଦ ଜୟନ୍ତୀ, ବିଶ୍ଵକର୍ମା ପୂଜା, କନ୍ୟା ସଙ୍କ୍ରାନ୍ତି
17 Sep Tue Ananta Brata
ଅନନ୍ତ ବ୍ରତ
18 Sep Wed Bhagavata Jayanti, Indrotsava Purnima
ଭାଗବତ ଜୟନ୍ତୀ, ଇନ୍ଦ୍ରୋତ୍ସବ ପୂର୍ଣ୍ଣିମା
ଅମାବାସ୍ୟା: 2, ପୂର୍ଣ୍ଣିମା: 18
ଏକାଦଶୀ: 14 (ପାର୍ଶ୍ଵପରିବର୍ତ୍ତନ / ବଡ଼), 28 (ଇନ୍ଦିରା)
ବିବାହ: ନାହିଁ
ବ୍ରତୋପନୟନ: ନାହିଁ
ଅକ୍ଟୋବର ୨୦୨୪
ଓଡ଼ିଆ ମାସ : ଆଶ୍ଵିନ ୧୬ – କାର୍ତ୍ତିକ ୧୫
Date Day Festival / Holiday
2 Oct Wed Mahalaya Amabasya, Gandhi Jayanti, Shastri Jayanti
ମହାଳୟା ଅମାବାସ୍ୟା, ଗାନ୍ଧୀ ଜୟନ୍ତୀ, ଶାସ୍ତ୍ରୀ ଜୟନ୍ତୀ
3 Oct Thu Maa Biraja Devinka Rathayatra
ମା ବିରଜା ଦେବୀଙ୍କ ରଥଯାତ୍ରା
11 Oct Fri Sharadiya Durgapuja, Mrunmayee Devinka Mahashtami, Peethe Mahanabami
ଶାରଦୀୟ ଦୁର୍ଗାପୂଜା, ମୃଣ୍ମୟୀ ଦେବୀଙ୍କ ମହାଷ୍ଟମୀ, ପୀଠେ ମହାନବମୀ
13 Oct Sun Dussehra
ଦଶହରା
16 Oct Wed Gajalakshmi Puja, Kumara Purnima
ଗଜଲକ୍ଷ୍ମୀ ପୂଜା, କୁମାର ପୂର୍ଣ୍ଣିମା
17 Oct Thu Tula (Garvana) Sankranti
ତୁଳା (ଗର୍ଭଣା) ସଙ୍କ୍ରାନ୍ତି
18 Oct Fri Kartika Bratarambha
କାର୍ତ୍ତିକ ବ୍ରତାରମ୍ଭ
30 Oct Wed Naraka Chaturdashi
ନରକ ଚତୁର୍ଦ୍ଦଶୀ
31 Oct Thu Deepavali, Kali Puja
ଦୀପାବଳୀ, କାଳୀ ପୂଜା
ଅମାବାସ୍ୟା: 2, ପୂର୍ଣ୍ଣିମା: 17
ଏକାଦଶୀ: 14 (ପାପାଙ୍କୁଶା), 28 (ରମା)
ବିବାହ: ନାହିଁ
ବ୍ରତୋପନୟନ: ନାହିଁ
ନଭେମ୍ବର ୨୦୨୪  
ଓଡ଼ିଆ ମାସ : କାର୍ତ୍ତିକ ୧୬ – ମାର୍ଗଶିର ୧୫  
Date Day Festival / Holiday  
2 Nov Sat Girigovardhan Puja, Paya Shraddha
ଗିରିଗୋବର୍ଦ୍ଧନ ପୂଜା, ପୟା ଶ୍ରାଦ୍ଧ
 
3 Nov Sun Bhatru Dwitiya
ଭାତୃ ଦ୍ଵିତୀୟା
 
10 Nov Sun Anla Nabami, Jagaddhatri Puja, Shri Radhanka Pada Darshana
ଅଁଳା ନବମୀ, ଜଗଦ୍ଧାତ୍ରୀ ପୂଜା, ଶ୍ରୀ ରାଧାଙ୍କ ପାଦ ଦର୍ଶନ
 
13 Nov Wed Tulasi Bibaha
ତୁଳସୀ ବିବାହ
 
14 Nov Thu Bada Osha, Children’s Day
ବଡ଼ ଓଷା, ଶିଶୁ ଦିବସ
 
15 Nov Fri Rasa Purnima, Balijatra, Kartikeya Puja
ରାସ ପୂର୍ଣ୍ଣିମା, ବାଲିଯାତ୍ରା, କାର୍ତ୍ତିକେୟ ପୂଜା
 
16 Nov Sat Bichha Sankranti, Chhadakhai
ବିଛା ସଙ୍କ୍ରାନ୍ତି, ଛାଡ଼ଖାଇ
 
20 Nov Wed Srikhetra Parikrama, Sita Bibaha
ଶ୍ରୀକ୍ଷେତ୍ର ପରିକ୍ରମା, ସୀତା ବିବାହ
 
21 Nov Thu Margashira Gurubara Osha Arambha
ମାର୍ଗଶିର ଗୁରୁବାର ଓଷା ଆରମ୍ଭ
 
23 Nov Sat Prathamastami
ପ୍ରଥମାଷ୍ଟମୀ
 
24 Nov Sun Kanjianla Nabami
କାଞ୍ଜିଅଁଳା ନବମୀ
 
28 Nov Thu Manabasa Gurubara Osha
ମାଣବସା ଗୁରୁବାର ଓଷା
 
ଅମାବାସ୍ୟା: 1, ପୂର୍ଣ୍ଣିମା: 15
ଏକାଦଶୀ: 12 (ଦେବୋତ୍ଥାପନ / ବଡ଼), 26 (ଉତ୍ପନ୍ନା)
ବିବାହ: 17, 18, 22, 24, 25, 26, 27
ବ୍ରତୋପନୟନ: ନାହିଁ
 
ଡିସେମ୍ବର ୨୦୨୪  
ଓଡ଼ିଆ ମାସ : ମାର୍ଗଶିର ୧୬ – ପୌଷ ୧୬  
Date Day Festival / Holiday  
12 Dec Thu Margashira Gurubara Osha Shesha
ମାର୍ଗଶିର ଗୁରୁବାର ଓଷା ଶେଷ
 
13 Dec Fri Bhagavad Gita Jayanti
ଭଗବଦ୍ ଗୀତା ଜୟନ୍ତୀ
 
14 Dec Sat Pandu Osha
ପଣ୍ଡୁ ଓଷା
 
16 Dec Mon Dhanu Sankranti
ଧନୁ ସଂକ୍ରାନ୍ତି
 
25 Dec Wed Christmas
ଯୀଶୁଖ୍ରୀଷ୍ଟ ଜୟନ୍ତୀ (ବଡ଼ଦିନ)
 
ଅମାବାସ୍ୟା: 1, 30 ପୂର୍ଣ୍ଣିମା: 15
ଏକାଦଶୀ: 11 (ମୋକ୍ଷଦା), 26 (ସଫଳା)
ବିବାହ: 2, 5, 6, 11
ବ୍ରତୋପନୟନ: ନାହିଁ
 
       
References: କୋହେନୁର ପଞ୍ଜିକା ଓ ରାଧରମଣ ପଞ୍ଜିକା  

Keywords: ସ୍ମରଣିକା ଓଡ଼ିଆ କ୍ୟାଲେଣ୍ଡର ପାଞ୍ଜି ୨୦୨୪, ଓଡ଼ିଆ କ୍ୟାଲେଣ୍ଡର ୨୦୨୪, କୋହେନୁର ପଞ୍ଜିକା ୨୦୨୪, ରାଧାରମଣ ପଞ୍ଜିକା ୨୦୨୪, ଓଡ଼ିଆ ପର୍ବ ପର୍ବାଣି ୨୦୨୪, ବିବାହ ଶୁଭ ଲଗ୍ନ ୨୦୨୪, ବ୍ରତୋପନୟନ ଶୁଭ ଲଗ୍ନ ୨୦୨୪, ଓଡ଼ିଶା ଛୁଟିଦିନ ଲିଷ୍ଟ ୨୦୨୪, Smaranika Odia Calendar 2024, Kohenur Panjika 2024, Radharamana Panjika 2024, Odisha Gazetted Holidays List 2024, Marriage Dates 2024, Bratopanayana Dates 2024, Odia Festival List 2024

ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ…