Select Page

January 2026

ଜାନୁୟାରୀ ୨୦୨୬
ଓଡ଼ିଆ ମାସ : ପୌଷ ୧୭ – ମାଘ ୧୮
Date Day Festival / Holiday
1 Jan Thu New Year
ନୂଆବର୍ଷ
3 Jan Sat Debavisheka Purnima, Pausha Purnima
ଦେବାଭିଷେକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା
12 Jan Mon Swami Vivekananda Jayanti
ସ୍ଵାମୀ ବିବେକନାନନ୍ଦ ଜୟନ୍ତୀ
13 Jan Tue Shrijeeunka Nabaanka Besha
ଶ୍ରୀଜୀଉଙ୍କ ନବାଙ୍କ ବେଶ
14 Jan Wed Makara Sankranti (Pongal), Uttarayana, Fakir Mohan Jayanti
ମକର ସଂକ୍ରାନ୍ତି (ପୋଙ୍ଗଲ), ଉତ୍ତରାୟଣ, ଫକିର ମୋହନ ଜୟନ୍ତୀ
18 Jan Sun Trivani Amabasya, Maa Birajanka Janmotsaba, Abhiram Paramahamsa Jayanti
ତ୍ରିବେଣୀ ଅମାବାସ୍ୟା, ମା ବିରଜାଙ୍କ ଜନ୍ମୋତ୍ସବ, ଅଭିରାମ ପରମହଂସ ଜୟନ୍ତୀ
21 Jan Wed Shrijeeunka Padmamuka Besha
ଶ୍ରୀଜୀଉଙ୍କ ପଦ୍ମମୁଖ ବେଶ
23 Jan Fri Saraswati Puja (Basanta Panchami / Shripanchami), Netaji Jayanti, Veer Surendra Sai Jayanti
ସରସ୍ଵତୀ ପୂଜା (ବସନ୍ତ ପଞ୍ଚମୀ / ଶ୍ରୀପଞ୍ଚମୀ), ନେତାଜୀ ଜୟନ୍ତୀ, ବୀର ସୁରେନ୍ଦ୍ର ସାଏ ଜୟନ୍ତୀ
25 Jan Sun Magha Saptami, Chandrabhaga Snana
ମାଘ ସପ୍ତମୀ, ଚନ୍ଦ୍ରଭାଗା ସ୍ନାନ
26 Jan Mon 77th Republic Day
୭୭ତମ ସାଧାରଣତନ୍ତ୍ର ଦିବସ
31 Jan Sat Nityananda Mahaprabhu Jayanti
ନିତ୍ୟାନନ୍ଦ ମହାପ୍ରଭୁ ଜୟନ୍ତୀ
ପୂର୍ଣ୍ଣିମା: 3, ସଂକ୍ରାନ୍ତି: 14, ଅମାବାସ୍ୟା: 18
ଏକାଦଶୀ: 14 (ଷଟ୍‌ତିଳା), 29 (ଭୌମୀ / ବଡ଼)
ବିବାହ: ନାହିଁ | ବ୍ରତୋପନୟନ: ନାହିଁ | ଅନ୍ନପ୍ରାଶନ: 25, 26, 28 | କର୍ଣ୍ଣବେଧ: ନାହିଁ | ଗୃହାରମ୍ଭ: ନାହିଁ | ଗୃହପ୍ରତିଷ୍ଠା: ନାହିଁ

ସୂଚନା :
— ୧୪ ଜାନୁୟାରୀ ୨୦୨୬ ବୁଧବାର ମକର ସଂକ୍ରାନ୍ତି ଠାରୁ ଛ‌ଅ ମାସ ସୂର୍ଯ୍ୟଙ୍କ ଉତ୍ତରାୟଣ ହେବ, ଅର୍ଥାତ୍‌ ଦିନର ଅବଧି ଧୀରେ ଧୀରେ ବଢ଼ିବ ଓ ରାତିର ଅବଧି କମିବ ।
— ଉଲ୍ଲେଖଯୋଗ୍ୟ କି ଉତ୍ତରାୟଣ ଓ ଦକ୍ଷିଣାୟନ ଦୁଇଟି ଆପେକ୍ଷିକ ଶବ୍ଦ । ଉତ୍ତର ଗୋଲାର୍ଦ୍ଧ ରେ ଯେତେବେଳେ ଉତ୍ତରାୟଣ, ଦକ୍ଷିଣ ଗୋଲାର୍ଦ୍ଧ ରେ ସେତେବେଳେ ଦକ୍ଷିଣାୟନ । ଓଡ଼ିଶା ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ ଥିବାରୁ ବୁଝିବାକୁ ହେବ କି ସୂର୍ଯ୍ୟଙ୍କ ଉତ୍ତରାୟଣ / ଦକ୍ଷିଣାୟନ ସମ୍ବନ୍ଧରେ ଯାହାସବୁ କ୍ୟାଲେଣ୍ଡରରେ କୁହାଯାଏ ତାହା ଉତ୍ତର ଗୋଲାର୍ଦ୍ଧ ରେ ଥିବା ଦେଶ ଗୁଡ଼ିକ ପାଇଁ ପ୍ରାସଙ୍ଗିକ । ଯେଉଁ ଓଡ଼ିଆ ଭାଇମାନେ ଅଷ୍ଟ୍ରେଲିଆ, ଦକ୍ଷିଣ ଆମେରିକା ଓ ଦକ୍ଷିଣ ଆଫ୍ରିକା ଆଦି ଦକ୍ଷିଣ ଗୋଲାର୍ଦ୍ଧସ୍ଥ ଦେଶ / ମହାଦେଶରେ ରହୁଛନ୍ତି ସେମାନଙ୍କ ପାଇଁ ଉତ୍ତରାୟଣ ଦକ୍ଷିଣାୟନ ହେବ ଏବଂ ଦକ୍ଷିଣାୟନ ଉତ୍ତରାୟଣ ହେବ ।

February 2026

ଫେବୃୟାରୀ ୨୦୨୬
ଓଡ଼ିଆ ମାସ : ମାଘ ୧୯ – ଫାଲ୍‍ଗୁନ ୧୬
Date Day Festival / Holiday
1 Feb Sun Magha Purnima, Agnyutsav Purnima, Mahaprabhunka Gaja Uddarana Besha
ମାଘ ପୂର୍ଣ୍ଣିମା, ଅଗ୍ନ୍ୟୁତ୍ସବ ପୂର୍ଣ୍ଣିମା, ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ
13 Feb Fri Kumbha Sankranti
କୁମ୍ଭ ସଂକ୍ରାନ୍ତି
15 Feb Sun Shivaratri (Jagara)
ଶିବରାତ୍ରି (ଜାଗର)
19 Feb Thu Ramakrishna Paramahamsa Jayanti
ରାମକୃଷ୍ଣ ପରମହଂସ ଜୟନ୍ତୀ
26 Feb Thu Phagu Dashami, Sudashabrata, Shrijeeunka Chacheri Besha
ଫଗୁ ଦଶମୀ, ସୁଦଶାବ୍ରତ, ଶ୍ରୀଜୀଉଙ୍କ ଚାଚେରୀ ବେଶ
ପୂର୍ଣ୍ଣିମା: 1, ସଂକ୍ରାନ୍ତି: 13, ଅମାବାସ୍ୟା: 17
ଏକାଦଶୀ: 13 (ପଙ୍କୋଦ୍ଧାର), 27 (ପାପନାଶିନୀ)
ବିବାହ: 19, 20, 21, 22, 25, 26 | ବ୍ରତୋପନୟନ: 19, 20, 22, 26, 27 | ଅନ୍ନପ୍ରାଶନ: 22, 26 | କର୍ଣ୍ଣବେଧ: ନାହିଁ | ଗୃହାରମ୍ଭ: ନାହିଁ | ଗୃହପ୍ରତିଷ୍ଠା: 22, 26, 27

March 2026

ମାର୍ଚ୍ଚ ୨୦୨୬
ଓଡ଼ିଆ ମାସ : ଫାଲ୍‍ଗୁନ ୧୭ – ଚୈତ୍ର ୧୭
Date Day Festival / Holiday
3 Mar Tue Dola Purnima, Sri Chaitanya Jayanti, Lunar Eclipse, Shrijeeunka Rajadhiraj Besha
ଦୋଳ ପୂର୍ଣ୍ଣିମା, ଶ୍ରୀ ଚୈତନ୍ୟ ଜୟନ୍ତୀ, ଚନ୍ଦ୍ର ଗ୍ରହଣ, ଶ୍ରୀଜୀଉଙ୍କ ରାଜାଧିରାଜ ବେଶ
4 Mar Wed Holi Utsav
ହୋଲି ଉତ୍ସବ
5 Mar Thu Bijupatnaik Jayanti
ବିଜୁପଟ୍ଟନାୟକ ଜୟନ୍ତୀ
15 Mar Sun Mina Sankranti
ମୀନ ସଂକ୍ରାନ୍ତି
17 Mar Tue Mahabaruni Snana, Taratarimi Yatra
ମହାବାରୁଣୀ ସ୍ନାନ, ତାରାତାରିଣୀ ଯାତ୍ରା
21 Mar Sat Idul Fitar
ଇଦୁଲ୍‌ ଫିତର୍‌
24 Mar Tue Basantika Mrunmayee Devinka Bilwabarana
ବାସନ୍ତୀକ ମୃଣ୍ମୟୀ ଦେବୀଙ୍କ ବିଲ୍ୱବରଣ
26 Mar Thu Basanti Puja (Ashokastami), Lingarajnka Rukuna Rathajatra
ବାସନ୍ତୀ ପୂଜା (ଅଶୋକାଷ୍ଟମୀ), ଲିଙ୍ଗରାଜଙ୍କ ଋକୁଣା ରଥଯାତ୍ରା
27 Mar Fri Srirama Nabami
ଶ୍ରୀରାମ ନବମୀ
28 Mar Sat ବାସନ୍ତୀକ ଦଶହରା
Basantika Dashahara
ପୂର୍ଣ୍ଣିମା ଓ ଚନ୍ଦ୍ର ଗ୍ରହଣ: 3, ସଂକ୍ରାନ୍ତି: 15, ଅମାବାସ୍ୟା: 19
ଏକାଦଶୀ: 15 (ପାପମୋଚନୀ), 29 (କାମଦା)
ବିବାହ: 5, 7, 8, 9, 10 | ବ୍ରତୋପନୟନ: 5, 8, 13, 16, 25, 26, 27, 29 | ଅନ୍ନପ୍ରାଶନ: 1, 23, 25, 27 | କର୍ଣ୍ଣବେଧ: ନାହିଁ | ଗୃହାରମ୍ଭ: 9 | ଗୃହପ୍ରତିଷ୍ଠା: 1, 8, 9

ସୂଚନା :
— ୩ ମାର୍ଚ୍ଚ ୨୦୨୬ ମଙ୍ଗଳବାର ଦିନ ଚନ୍ଦ୍ର ଗ୍ରହଣ (Lunar Eclipse) ଅନୁଭୂତ ହେଉଛି । ଗ୍ରହଣ ସ୍ପର୍ଶ :
୩:୨୧ PM, ଗ୍ରହଣ ସର୍ବମୋକ୍ଷ : ୬:୫୦ PM, ଗ୍ରହଣ ଅବଧି : ପ୍ରାୟ ୩ ଘଣ୍ଟା ୨୮ ମିନିଟ୍ । ଗ୍ରହଣର ସୂତକ କାଳ : ଗ୍ରହଣ ସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ପୂର୍ବଦିନ ୨ ମାର୍ଚ୍ଚ ୨୦୨୬ ସୋମବାର ୩:୨୦ AM ଠାରୁ ପାକତ୍ୟାଗ ଓ ଦେବନୀତି ନିଷେଧ । ଗ୍ରହଣ ସର୍ବମୋକ୍ଷ ପରେ ଅର୍ଥାତ୍‌ ୩ ମାର୍ଚ୍ଚ ୨୦୨୬ ମଙ୍ଗଳବାର ୬:୫୦ PM ଗତେ ସୂତକ ସ୍ନାନ ସାରି ଦେବନୀତି ଓ ପାକ କର୍ମ କରଣୀୟ ।‌

April 2026

ଅପ୍ରେଲ ୨୦୨୬
ଓଡ଼ିଆ ମାସ : ଚୈତ୍ର ୧୮ – ବୈଶାଖ ୧୭
Date Day Festival / Holiday
1 Apr Wed Utkala Divas, Hingula Yatra
ଉତ୍କଳ ଦିବସ, ହିଙ୍ଗୁଳା ଯାତ୍ରା
2 Apr Thu ଚୈତ୍ର ପୂର୍ଣ୍ଣିମା, ଗୁରୁ ପୁଣ୍ଣିମା ବ୍ରତ, ସଙ୍କଟ ତାରିଣୀ ବ୍ରତ
Chaitra Purnima, Guru Purnima Brata, Sankata Tarini Brata
3 Apr Fri Good Friday
ଗୁଡ୍ ଫ୍ରାଇଡେ
14 Apr Tue Mahabishuba (Pana) Sankranti, Hanuman Jayanti, Ambedkar Jayanti, Odia Nuabarsha
ମହାବିଷୁବ (ପଣା) ସଂକ୍ରାନ୍ତି, ହନୁମାନ ଜୟନ୍ତୀ, ଆମ୍ବେଦକର ଜୟନ୍ତୀ, ଓଡ଼ିଆ ନୂଆବର୍ଷ
17 Apr Fri Rukmini Amabasya
ରୁକ୍ମିଣୀ ଅମାବାସ୍ୟା
20 Apr Mon Akhaya Trutiya
ଅକ୍ଷୟ ତୃତୀୟା
21 Apr Tue Aadi Shankaracharya Jayanti
ଆଦି ଶଙ୍କାରାଚାର୍ଯ୍ୟ ଜୟନ୍ତୀ
22 Apr Wed Sri Ramanujacharya Jayanti
ଶ୍ରୀ ରାମାନୁଜାଚାର୍ଯ୍ୟ ଜୟନ୍ତୀ
24 Apr Fri National Panchayatiraj Day
ଜାତୀୟ ପଞ୍ଚାୟତିରାଜ ଦିବସ
25 Apr Sat Sita Nabami
ସୀତା ନବମୀ
28 Apr Tue Madhubabu Jayanti
ମଧୁବାବୁ ଜୟନ୍ତୀ
ପୂର୍ଣ୍ଣିମା: 2, ସଂକ୍ରାନ୍ତି: 14, ଅମାବାସ୍ୟା: 17
ଏକାଦଶୀ: 13 (ବରୁଥିନୀ), 27 (ମୋହିନୀ)
ବିବାହ: 21, 25 | ବ୍ରତୋପନୟନ: 3, 8, 9, 10, 12, 13, 21, 23, 24 | ଅନ୍ନପ୍ରାଶନ: 19, 23, 24, 26 | କର୍ଣ୍ଣବେଧ: ନାହିଁ | ଗୃହାରମ୍ଭ: ନାହିଁ | ଗୃହପ୍ରତିଷ୍ଠା: 3, 6, 8, 9, 12, 13, 23, 24

May 2026

ମଇ ୨୦୨୬
ଓଡ଼ିଆ ମାସ : ବୈଶାଖ ୧୮ – ଜ୍ୟେଷ୍ଠ ୧୭
Date Day Festival / Holiday
1 May Fri Labour Day, Chandana Purnima, Buddha Purnima
ଶ୍ରମିକ ଦିବସ, ଚନ୍ଦନ ପୂର୍ଣ୍ଣିମା, ବୁଦ୍ଧ ପୂର୍ଣ୍ଣିମା
8 May Fri World Redcross Day
ବିଶ୍ୱ ରେଡକ୍ରସ ଦିବସ
15 May Fri Brusha Sankranti
ବୃଷ ସଂକ୍ରାନ୍ତି
16 May Sat Sabitri Amabasya, Malamasa Arambha
ସାବିତ୍ରୀ ଅମାବାସ୍ୟା, ମଳମାସ ଆରମ୍ଭ
27 May Wed Idjuha
ଇଦ୍‌ଜୁହା
31 May Sun Chandramala Purnima
ଚାନ୍ଦ୍ରମଳ ପୂର୍ଣ୍ଣିମା
ପୂର୍ଣ୍ଣିମା: 1, ସଂକ୍ରାନ୍ତି: 15, ଅମାବାସ୍ୟା: 16, ପୂର୍ଣ୍ଣିମା: 31
ଏକାଦଶୀ: 13 (ଜଳକ୍ରୀଡ଼ା), 27 (ପୁରୁଷୋତ୍ତମ)
ବିବାହ: 3, 4, 6, 7, 8, 9, 10 | ବ୍ରତୋପନୟନ: 3, 4, 6, 7, 8, 10, 11 | ଅନ୍ନପ୍ରାଶନ: 20, 21, 25 | କର୍ଣ୍ଣବେଧ: ନାହିଁ | ଗୃହାରମ୍ଭ: ନାହିଁ | ଗୃହପ୍ରତିଷ୍ଠା: 3, 4, 6, 8, 10, 11

June 2026

ଜୁନ୍ ୨୦୨୬
ଓଡ଼ିଆ ମାସ : ଜ୍ୟେଷ୍ଠ ୧୮ – ଆଷାଢ଼ ୧୬
Date Day Festival / Holiday
14 Jun Sun Pahili Raja
ପହିଲି ରଜ
15 Jun Mon Raja Sankranti, Malamasa Samapti
ରଜ ସଂକ୍ରାନ୍ତି, ମଳମାସ ସମାପ୍ତି
16 Jun Tue Bhumidaha
ଭୂମିଦାହ
17 Jun Wed Basumati Snana
ବସୁମତୀ ସ୍ନାନ
18 Jun Thu Shiba Bibaha
ଶିବ ବିବାହ
19 Jun Fri Shitala Sasthi
ଶୀତଳ ଷଷ୍ଠୀ
21 Jun Sun World Yoga Day
ବିଶ୍ଵ ଯୋଗ ଦିବସ
25 Jun Thu Rukmini Bibaha
ରୁକ୍ମିଣୀ ବିବାହ
26 Jun Fri Muharram
ମହରମ୍‌
29 Jun Mon Devasna Purnima, Shrijeeunka Hati Besha, Anasara Arambha
ଦେବସ୍ନାନ ପୂର୍ଣ୍ଣିମା, ଶ୍ରୀଜୀଉଙ୍କ ହାତୀ ବେଶ, ଅଣସର ଆରମ୍ଭ
ଅମାବାସ୍ୟା ଓ ସଂକ୍ରାନ୍ତି: 15, ପୂର୍ଣ୍ଣିମା: 29
ଏକାଦଶୀ: 11 (ପୁରୁଷୋତ୍ତମ), 25 (ନିର୍ଜଳା)
ବିବାହ: 19, 21, 22, 23, 24, 25, 26, 27 | ବ୍ରତୋପନୟନ: 16, 17, 19, 21, 24 | ଅନ୍ନପ୍ରାଶନ: 17, 19, 21, 24, 25, 26 | କର୍ଣ୍ଣବେଧ: 17, 21, 24 | ଗୃହାରମ୍ଭ: ନାହିଁ | ଗୃହପ୍ରତିଷ୍ଠା: 17, 21, 24, 25

July 2026

ଜୁଲାଇ ୨୦୨୬
ଓଡ଼ିଆ ମାସ : ଆଷାଢ଼ ୧୭ – ଶ୍ରାବଣ ୧୫
Date Day Festival / Holiday
14 Jul Tue Nabajaubana Darshana (Netrotsava)
ନବଯୌବନ ଦର୍ଶନ (ନେତ୍ରୋତ୍ସବ)
16 Jul Thu Rathayatra (Shrigundicha Yatra)
ରଥଯାତ୍ରା (ଶ୍ରୀଗୁଣ୍ଡିଚା ଯାତ୍ରା)
17 Jul Fri Karkata Sankranti, Dakhinayana
କର୍କଟ ସଂକ୍ରାନ୍ତି, ଦକ୍ଷିଣାୟନ
20 Jul Mon Hera Panchami
ହେରା ପଞ୍ଚମୀ
24 Jul Fri Bahuda Yatra
ବାହୁଡ଼ା ଯାତ୍ରା
25 Jul Sat Shri Jagannathanka Sunabesha
ଶ୍ରୀ ଜଗନ୍ନାଥଙ୍କ ସୁନାବେଶ
26 Jul Sun Adharapana
ଅଧରପଣା
27 Jul Mon Shrijeeunkara Neeladri Bije
ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ
29 Jul Wed Vyasa Purnima (Gurupuja)
ବ୍ୟାସ ପୂର୍ଣ୍ଣିମା (ଗୁରୁପୂଜା)
ଅମାବାସ୍ୟା: 14, ସଂକ୍ରାନ୍ତି: 17, ପୂର୍ଣ୍ଣିମା: 29
ଏକାଦଶୀ: 11 (ଖଳିଲାଗି), 25 (ହରିଶୟନ / ପଦ୍ମା / ବଡ଼)
ବିବାହ: 1, 6, 7, 8, 9, 12 | ବ୍ରତୋପନୟନ: 1, 5, 6, 15 | ଅନ୍ନପ୍ରାଶନ: 15, 23 | କର୍ଣ୍ଣବେଧ: ନାହିଁ | ଗୃହାରମ୍ଭ: ନାହିଁ | ଗୃହପ୍ରତିଷ୍ଠା: 1, 5

ସୂଚନା :
— ୧୭ ଜୁଲାଇ ୨୦୨୬ ଶୁକ୍ରବାର କର୍କଟ ସଂକ୍ରାନ୍ତି ଠାରୁ ଛ‌ଅ ମାସ ସୂର୍ଯ୍ୟଙ୍କ ଦକ୍ଷିଣାୟଣ ହେବ, ଅର୍ଥାତ୍‌ ରାତିର ଅବଧି ଧୀରେ ଧୀରେ ବଢ଼ିବ ଓ ଦିନର ଅବଧି କମିବ ।
— ଉଲ୍ଲେଖଯୋଗ୍ୟ କି ଉତ୍ତରାୟଣ ଓ ଦକ୍ଷିଣାୟନ ଦୁଇଟି ଆପେକ୍ଷିକ ଶବ୍ଦ । ଉତ୍ତର ଗୋଲାର୍ଦ୍ଧ ରେ ଯେତେବେଳେ ଉତ୍ତରାୟଣ, ଦକ୍ଷିଣ ଗୋଲାର୍ଦ୍ଧ ରେ ସେତେବେଳେ ଦକ୍ଷିଣାୟନ । ଓଡ଼ିଶା ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ ଥିବାରୁ ବୁଝିବାକୁ ହେବ କି ସୂର୍ଯ୍ୟଙ୍କ ଉତ୍ତରାୟଣ / ଦକ୍ଷିଣାୟନ ସମ୍ବନ୍ଧରେ ଯାହାସବୁ କ୍ୟାଲେଣ୍ଡରରେ କୁହାଯାଏ ତାହା ଉତ୍ତର ଗୋଲାର୍ଦ୍ଧ ରେ ଥିବା ଦେଶ ଗୁଡ଼ିକ ପାଇଁ ପ୍ରାସଙ୍ଗିକ । ଯେଉଁ ଓଡ଼ିଆ ଭାଇମାନେ ଅଷ୍ଟ୍ରେଲିଆ, ଦକ୍ଷିଣ ଆମେରିକା ଓ ଦକ୍ଷିଣ ଆଫ୍ରିକା ଆଦି ଦକ୍ଷିଣ ଗୋଲାର୍ଦ୍ଧସ୍ଥ ଦେଶ / ମହାଦେଶରେ ରହୁଛନ୍ତି ସେମାନଙ୍କ ପାଇଁ ଉତ୍ତରାୟଣ ଦକ୍ଷିଣାୟନ ହେବ ଏବଂ ଦକ୍ଷିଣାୟନ ଉତ୍ତରାୟଣ ହେବ ।

August 2026

ଅଗଷ୍ଟ ୨୦୨୬
ଓଡ଼ିଆ ମାସ : ଶ୍ରାବଣ ୧୬ – ଭାଦ୍ରବ ୧୫
Date Day Festival / Holiday
3 Aug Mon Manasa Panchami, Bolbam Aarambha
ମନସା ପଞ୍ଚମୀ, ବୋଲବମ ଆରମ୍ଭ
12 Aug Wed Chitalagi Amabasya
ଚିତାଲାଗି ଅମାବାସ୍ୟା
15 Aug Sat 80th Independence Day, Shri Arabinda Jayanti
୮୦ତମ ସ୍ଵାଧୀନତା ଦିବସ, ଶ୍ରୀ ଅରବିନ୍ଦ ଜୟନ୍ତୀ
17 Aug Mon Sinha Sankranti
ସିଂହ ସଂକ୍ରାନ୍ତି
19 Aug Wed Goswami Tulasi Das Jayanti
ଗୋସ୍ଵାମୀ ତୁଳସୀ ଦାସ ଜୟନ୍ତୀ
26 Aug Wed Mohammad Jayanti
ମହମ୍ମଦ ଜୟନ୍ତୀ
27 Aug Thu Rakhi Bandhana, Balabhadra Jayanti
ରାକ୍ଷୀ ବନ୍ଧନ, ବଳଭଦ୍ର ଜୟନ୍ତୀ
28 Aug Fri Gamha Purnima, Jhulana Purnima
ଗହ୍ମା ପୂର୍ଣ୍ଣିମା, ଝୁଲଣ ପୂର୍ଣ୍ଣିମା
30 Aug Sun Khudurukuni Osha
ଖୁଦୁରୁକୁଣୀ ଓଷା
ଅମାବାସ୍ୟା: 12, ସଂକ୍ରାନ୍ତି: 17, ପୂର୍ଣ୍ଣିମା: 28
ଏକାଦଶୀ: 9 (କାମଦା), 23 (ପୁତ୍ରଦା)
ବିବାହ: ନାହିଁ | ବ୍ରତୋପନୟନ: ନାହିଁ | ଅନ୍ନପ୍ରାଶନ: 19, 26 | କର୍ଣ୍ଣବେଧ: ନାହିଁ | ଗୃହାରମ୍ଭ: ନାହିଁ | ଗୃହପ୍ରତିଷ୍ଠା: ନାହିଁ

ସୂଚନା :
— ୧୨ ଅଗଷ୍ଟ ୨୦୨୬ ବୁଧବାର ଦିନ ସୂର୍ଯ୍ୟ ପରାଗ (Solar Eclipse) ଅନୁଭୂତ ହେଉଛି ଯାହାର ପ୍ରଭାବ ଓଡ଼ିଶା ବା ଭାରତରେ ନାହିଁ ତଥା ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆମେରିକା ମହାଦେଶରେ ମଧ୍ୟ ଏହି ସୂର୍ଯ୍ୟ ପରାଗର ପ୍ରଭାବ ନାହିଁ । ଗ୍ରୀନଲାଣ୍ଡ, କାନାଡ଼ା, କିଛି ପଶ୍ଚିମ ଆଫ୍ରିକୀୟ ଦେଶ, ପଶ୍ଚିମ ୟୁରୋପୀୟ ଦେଶ, ଆମେରିକା ଓ ରୁଷ୍‌ ରେ ଆଂଶିକ ଭାବେ ଏହା ଅନୁଭୂତ ହେବ । ଅଧିକ ତଥ୍ୟ ପାଇଁ timeanddate[.]com ଦେଖନ୍ତୁ । କହିବା ବାହୁଲ୍ୟ ଏହି ଦିନ ଚିତାଲାଗି ଅମାବାସ୍ୟା ପଡ଼ୁଛି ।

September 2026

ସେପ୍ଟେମ୍ବର ୨୦୨୬
ଓଡ଼ିଆ ମାସ : ଭାଦ୍ରବ ୧୬ – ଆଶ୍ଵିନ ୧୪
Date Day Festival / Holiday
4 Sep Fri Sri Krishna Janmashtami
ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ
5 Sep Sat Nandotsava,
Teacher’s Day
ନନ୍ଦୋତ୍ସବ, ଗୁରୁ ଦିବସ
14 Sep Mon Ganesh Puja
ଗଣେଶ ପୂଜା
15 Sep Tue Nuakhai
ନୂଆଖାଇ
17 Sep Thu Biswakarma Puja, Kanya Sankranti, Somanath Brata, Shasthi Osha
ବିଶ୍ଵକର୍ମା ପୂଜା, କନ୍ୟା ସଂକ୍ରାନ୍ତି, ସୋମନାଥ ବ୍ରତ, ଷଷ୍ଠୀ ଓଷା
19 Sep Sat Radhastami
ରାଧାଷ୍ଟମୀ
20 Sep Sun Shri Anukulachandra Jayanti
ଶ୍ରୀ ଅନୁକୂଳଚନ୍ଦ୍ର ଜୟନ୍ତୀ
23 Sep Wed Vamana Janma
ବାମନ ଜନ୍ମ
25 Sep Fri Ananta Brata
ଅନନ୍ତ ବ୍ରତ
26 Sep Sat Bhagavata Jayanti, Indrotsava Purnima
ଭାଗବତ ଜୟନ୍ତୀ, ଇନ୍ଦ୍ରୋତ୍ସବ ପୂର୍ଣ୍ଣିମା
ଅମାବାସ୍ୟା: 11, ସଂକ୍ରାନ୍ତି: 17, ପୂର୍ଣ୍ଣିମା: 26
ଏକାଦଶୀ: 7 (କାଳୀୟ ଦଳନ), 22 (ପାର୍ଶ୍ଵପରିବର୍ତ୍ତନ / ବଡ଼)
ବିବାହ: ନାହିଁ | ବ୍ରତୋପନୟନ: ନାହିଁ | ଅନ୍ନପ୍ରାଶନ: 14, 21, 24 | କର୍ଣ୍ଣବେଧ: ନାହିଁ | ଗୃହାରମ୍ଭ: ନାହିଁ | ଗୃହପ୍ରତିଷ୍ଠା: ନାହିଁ

October 2026

ଅକ୍ଟୋବର ୨୦୨୬
ଓଡ଼ିଆ ମାସ : ଆଶ୍ଵିନ ୧୫ – କାର୍ତ୍ତିକ ୧୫
Date Day Festival / Holiday
2 Oct Fri Gandhi Jayanti, Shastri Jayanti
ଗାନ୍ଧୀ ଜୟନ୍ତୀ, ଶାସ୍ତ୍ରୀ ଜୟନ୍ତୀ
10 Oct Sat Mahalaya Amabasya
ମହାଳୟା ଅମାବାସ୍ୟା
16 Oct Fri Mrunmayee Devinka Bilwabarana
ମୃଣ୍ମୟୀ ଦେବୀଙ୍କ ବିଲ୍ୱବରଣ
17 Oct Sat Garvana (Tula) Sankranti
ତୁଳା (ଗର୍ଭଣା) ସଂକ୍ରାନ୍ତି
18 Oct Sun Mrunmayee Devinka Mahashtami
ମୃଣ୍ମୟୀ ଦେବୀଙ୍କ ମହାଷ୍ଟମୀ
20 Oct Tue Dussehra (Vijaya Dashami), Bhasani
ଦଶହରା (ବିଜୟା ଦଶମୀ), ଭସାଣି
25 Oct Sun Kumarotsava, Gajalakshmi Puja
କୁମାରୋତ୍ସବ, ଗଜଲକ୍ଷ୍ମୀ ପୂଜା
26 Oct Mon Kumara Purnima, Kartika (Panchuka) Bratarambha
କୁମାର ପୂର୍ଣ୍ଣିମା, କାର୍ତ୍ତିକ (ପଞ୍ଚୁକ) ବ୍ରତାରମ୍ଭ
ଅମାବାସ୍ୟା: 10, ସଂକ୍ରାନ୍ତି: 17, ପୂର୍ଣ୍ଣିମା: 26
ଏକାଦଶୀ: 6 (ଇନ୍ଦିରା), 22 (ପାପାଙ୍କୁଶା)
ବିବାହ: ନାହିଁ | ବ୍ରତୋପନୟନ: ନାହିଁ | ଅନ୍ନପ୍ରାଶନ: 12, 15, 21 | କର୍ଣ୍ଣବେଧ: ନାହିଁ | ଗୃହାରମ୍ଭ: ନାହିଁ | ଗୃହପ୍ରତିଷ୍ଠା: ନାହିଁ

November 2026

ନଭେମ୍ବର ୨୦୨୬
ଓଡ଼ିଆ ମାସ : କାର୍ତ୍ତିକ ୧୬ – ମାର୍ଗଶିର ୧୫
Date Day Festival / Holiday
7 Nov Sat Naraka Chaturdashi, Dhanwantari Jayanti
ନରକ ଚତୁର୍ଦ୍ଦଶୀ, ଧନ୍ଵନ୍ତରୀ ଜୟନ୍ତୀ
8 Nov Sun Deepavali, Kali Puja, Paya Shraddha
ଦୀପାବଳୀ, କାଳୀ ପୂଜା, ପୟା ଶ୍ରାଦ୍ଧ
10 Nov Tue Girigovardhan Puja
ଗିରିଗୋବର୍ଦ୍ଧନ ପୂଜା
11 Nov Wed Bhatru Dwitiya
ଭାତୃ ଦ୍ଵିତୀୟା
14 Nov Sat Children’s Day
ଶିଶୁ ଦିବସ
16 Nov Mon Bichha Sankranti, Kartikeya Puja
ବିଛା ସଂକ୍ରାନ୍ତି, କାର୍ତ୍ତିକେୟ ପୂଜା
17 Nov Tue Gosthaashtami
ଗୋଷ୍ଠାଷ୍ଟମୀ
18 Nov Wed Anla Nabami, Jagaddhatri Puja, Shriradhanka Pada Darshana
ଅଁଳା ନବମୀ, ଜଗଦ୍ଧାତ୍ରୀ ପୂଜା, ଶ୍ରୀରାଧାଙ୍କ ପାଦ ଦର୍ଶନ
19 Nov Thu Margashira Masa Prathama Gurubara (Manabasa Aarambha)
ମାର୍ଗଶିର ମାସ ପ୍ରଥମ ଗୁରୁବାର (ମାଣବସା ଆରମ୍ଭ)
21 Nov Sat Tulasi Bibaha
ତୁଳସୀ ବିବାହ
23 Nov Mon Bada Osha
ବଡ଼ ଓଷା
24 Nov Tue Rasa (Kartika) Purnima, Boita Bandana, Balijatra
ରାସ (କାର୍ତ୍ତିକ) ପୂର୍ଣ୍ଣିମା, ବୋଇତ ବନ୍ଦାଣ, ବାଲିଯାତ୍ରା
25 Nov Wed Chhadakhai
ଛାଡ଼ଖାଇ
28 Nov Sat Sita Bibaha
ସୀତା ବିବାହ
29 Nov Sun Srikhetra Parikrama
ଶ୍ରୀକ୍ଷେତ୍ର ପରିକ୍ରମା
ଅମାବାସ୍ୟା: 9, ସଂକ୍ରାନ୍ତି: 16, ପୂର୍ଣ୍ଣିମା: 24
ଏକାଦଶୀ: 5 (ରମା), 21 (ଦେବୀ ଉତ୍ଥାପନ / ବଡ଼)
ବିବାହ: ନାହିଁ | ବ୍ରତୋପନୟନ: ନାହିଁ | ଅନ୍ନପ୍ରାଶନ: 11, 12 | କର୍ଣ୍ଣବେଧ: ନାହିଁ | ଗୃହାରମ୍ଭ: ନାହିଁ | ଗୃହପ୍ରତିଷ୍ଠା: ନାହିଁ

December 2026

ଡିସେମ୍ବର ୨୦୨୬
ଓଡ଼ିଆ ମାସ : ମାର୍ଗଶିର ୧୬ – ପୌଷ ୧୬
Date Day Festival / Holiday
1 Dec Tue Prathamastami
ପ୍ରଥମାଷ୍ଟମୀ
2 Dec Wed Kanjianla Nabami
କାଞ୍ଜିଅଁଳା ନବମୀ
16 Dec Wed Dhanu Sankranti
ଧନୁ ସଂକ୍ରାନ୍ତି
22 Dec Tue Ananga Trayodashi, Bhagavad Gita Jayanti
ଅନଙ୍ଗ ତ୍ରୟୋଦଶୀ, ଭଗବଦ୍ ଗୀତା ଜୟନ୍ତୀ
23 Dec Wed Pandu Osha
ପଣ୍ଡୁ ଓଷା
25 Dec Fri Christmas (Badadina)
ଯୀଶୁଖ୍ରୀଷ୍ଟ ଜୟନ୍ତୀ (ବଡ଼ଦିନ)
ଅମାବାସ୍ୟା: 8, ସଂକ୍ରାନ୍ତି: 16, ପୂର୍ଣ୍ଣିମା: 24
ଏକାଦଶୀ: 4 (ଉତ୍ପନ୍ନା), 20 (ଗୋମତୀ)
ବିବାହ: ନାହିଁ | ବ୍ରତୋପନୟନ: ନାହିଁ | ଅନ୍ନପ୍ରାଶନ: 14 | କର୍ଣ୍ଣବେଧ: ନାହିଁ | ଗୃହାରମ୍ଭ: ନାହିଁ | ଗୃହପ୍ରତିଷ୍ଠା: ନାହିଁ

Keywords: Sankhipta Odia Calendar 2026 by Smaranika, Kohenur Panjika 2026, Radharamana Panjika 2026, Odia Panji 2026, Odia Festival List 2026, Odisha Holiday List 2026, Amabasya Purnima Sankaranti Ekadashi Bibaha Bratopanayana Annaprasana Karnabedha Gruharambha Gruhapratistha 2026, Bank Holiday 2026, Download Odia Calendar 2026, Odia Calendar PDF, Odia Panji PDF, Kohenur Panji 2026, Radharamana Panji 2026, Odisha Gazetted Holidays List 2026, Marriage Dates 2026, Sacred thread ceremony 2026, Bratopanayana Dates 2026, Bhumi pujana 2026, National Holiday 2026, Solar / Lunar Eclipse 2026, Odia culture / Odia language / Odia blog / Odia website / Odia song lyrics, Smaranika, ସ୍ମରଣିକା ପ୍ରସ୍ତୁତ ସଂକ୍ଷିପ୍ତ ଓଡ଼ିଆ କ୍ୟାଲେଣ୍ଡର ୨୦୨୬, କୋହେନୁର ପଞ୍ଜିକା ୨୦୨୬, ରାଧାରମଣ ପଞ୍ଜିକା ୨୦୨୬, ଓଡ଼ିଆ ପାଞ୍ଜି ୨୦୨୬, ଓଡ଼ିଆ ପର୍ବ ପର୍ବାଣି ୨୦୨୬, ଓଡ଼ିଶା ଛୁଟିଦିନ ୨୦୨୬, ଅମାବାସ୍ୟା ପୂର୍ଣ୍ଣିମା ସଂକ୍ରାନ୍ତି ଏକାଦଶୀ ବିବାହ ବ୍ରତୋପନୟନ ଅନ୍ନପ୍ରାଶନ କର୍ଣ୍ଣବେଧ ଗୃହାରମ୍ଭ ଗୃହପ୍ରତିଷ୍ଠା ଶୁଭ ଲଗ୍ନ ୨୦୨୬, ବିବାହ ଶୁଭ ଲଗ୍ନ ୨୦୨୬, ବ୍ରତୋପନୟନ ଶୁଭ ଲଗ୍ନ ୨୦୨୬, ଓଡ଼ିଶା ଛୁଟିଦିନ ଲିଷ୍ଟ ୨୦୨୬, କୋହେନୁର ପାଞ୍ଜି ୨୦୨୬, ରାଧାରମଣ ପାଞ୍ଜି ୨୦୨୬, ଓଡ଼ିଶା ସରକାରି ଛୁଟିଦିନ ୨୦୨୬, ବ୍ୟାଙ୍କ ଛୁଟିଦିନ ୨୦୨୬, ଓଡ଼ିଆ ସଂସ୍କୃତି / ଓଡ଼ିଆ ଭାଷା / ଓଡ଼ିଆ ବ୍ଲଗ / ଓଡ଼ିଆ ୱେବସାଇଟ / ଓଡ଼ିଆ ଗୀତ ଲିରିକ୍ସ, ସ୍ମରଣିକା ଓଡ଼ିଆ ବ୍ଲଗ,

ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ…

error: Content is protected !!