Select Page

Note
ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ (Baba Baikunthanath Bramhachari) ଙ୍କ ରଚିତ ଏହି ଭଜନକୁ ଆଧାର କରି ଆଉ ଏକ ସୁନ୍ଦର ଭଜନ ଲେଖାଯା‌ଇଛି
“ସବୁ ବନ୍ଧନ ମୋ ଖୋଲିଦେଇ ପ୍ରଭୁ ତୁମରି ବନ୍ଧନେ ରଖ” (click and verify) ଯାହାକୁ ଗାଇଛନ୍ତି ଶାନ୍ତିଲତା ବାରିକ ।

== ଓଡ଼ିଆ ଲିରିକ୍ସ ==

ଭଜନ : ସବୁ ବନ୍ଧନ ମୋ ତୁଟାଇ ହେ ପ୍ରଭୁ
ଭାଷା : ଓଡ଼ିଆ
ଗୀତିକାର : ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ
କଣ୍ଠ : ଭିକାରୀ ଚରଣ ବଳ
ସଂଗୀତ ନିର୍ଦ୍ଦେଶକ : ଭିକାରୀ ଚରଣ ବଳ

ସବୁ ବନ୍ଧନ ମୋ ତୁଟାଇ ହେ ପ୍ରଭୁ
ତୁମରି ବନ୍ଧନେ ରଖ..
ତୁମରି ବନ୍ଧନେ ରଖ
ତୁମ ପ୍ରେମଡୋରି ମୋ ଗଳାରେ ଭିଡ଼ି
ଟାଣି ନିଅ ତୁମ ପାଖ..
ଟାଣି ନିଅ ତୁମ ପାଖ
ସବୁ ବନ୍ଧନ ମୋ ତୁଟାଇ ହେ ପ୍ରଭୁ
ତୁମରି ବନ୍ଧନେ ରଖ..
ତୁମରି ବନ୍ଧନେ ରଖ ॥

ଏ ଜୀବନେ ଯେତେ ଦେଲଣି ଯାତନା
ନିନ୍ଦା ଅପମାନ ଆବର ଲାଞ୍ଛନା
ଏ ଜୀବନେ ଯେତେ ଦେଲଣି ଯାତନା
ନିନ୍ଦା ଅପମାନ ଆବର ଲାଞ୍ଛନା
ଜାଣିଛି ଏ ସବୁ ତୁମରି ଛଳନା
ଜାଣିଛି ଏ ସବୁ ତୁମରି ଛଳନା
ସେ ପାଇଁ ନୋହେ ବିମୁଖ..
ତୁମରି ବନ୍ଧନେ ରଖ
ସବୁ ବନ୍ଧନ ମୋ ତୁଟାଇ ହେ ପ୍ରଭୁ
ତୁମରି ବନ୍ଧନେ ରଖ..
ତୁମରି ବନ୍ଧନେ ରଖ ॥୧॥

ଚାହେଁନା ମୁଁ କିଛି ବିଳାସ ବ୍ୟସନ
ମାତ୍ର ଲୋଡ଼େ ନିତି ତୁମ ଦରଶନ
ଚାହେଁନା ମୁଁ କିଛି ବିଳାସ ବ୍ୟସନ
ମାତ୍ର ଲୋଡ଼େ ନିତି ତୁମ ଦରଶନ
ଭକତର ପରା ତୁମେ ଭଗବାନ
ଭକତର ପରା ତୁମେ ଭଗବାନ
ଏହା ଥାଉ ମୋର ଲକ୍ଷ୍ୟ..
ତୁମରି ବନ୍ଧନେ ରଖ
ସବୁ ବନ୍ଧନ ମୋ ତୁଟାଇ ହେ ପ୍ରଭୁ
ତୁମରି ବନ୍ଧନେ ରଖ..
ତୁମରି ବନ୍ଧନେ ରଖ ॥୨॥

ସମ୍ପଦେ ବିପଦେ ତୁମେ ହିଁ ଭରସା
ଆନ କେଉଁଥିରେ ନ ବଳୁ ମୋ ଆଶା
ସମ୍ପଦେ ବିପଦେ ତୁମେ ହିଁ ଭରସା
ଆନ କେଉଁଥିରେ ନ ବଳୁ ମୋ ଆଶା
ଦୀନ ବଇକୁଣ୍ଠେ ନ କରି ନିରାଶା
ଅଳପେ ଅନାଇ ଦେଖ..
ତୁମରି ବନ୍ଧନେ ରଖ
ସବୁ ବନ୍ଧନ ମୋ ତୁଟାଇ ହେ ପ୍ରଭୁ
ତୁମରି ବନ୍ଧନେ ରଖ..
ତୁମରି ବନ୍ଧନେ ରଖ ॥୩॥

ଭିକାରୀ ବଳ (Bhikari Bala) ଙ୍କ କଣ୍ଠରେ
ଅନ୍ୟ ଏକ ସ୍ୱରରେ ଶୁଣନ୍ତୁ

ସବୁ ବନ୍ଧନ ମୋ ତୁଟାଇ ହେ ପ୍ରଭୁ (ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ):
ଭିକାରୀ ଚରଣ ବଳଙ୍କ କଣ୍ଠରେ ଏବଂ ସଙ୍ଗୀତ ନିର୍ଦ୍ଦେଶନାରେ, ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ରଚିତ, ଓଡ଼ିଆ ଭଜନ“ସବୁ ବନ୍ଧନ ମୋ ତୁଟାଇ ହେ ପ୍ରଭୁ ତୁମରି ବନ୍ଧନେ ରଖ..” ପଢ଼ନ୍ତୁ “ସ୍ମରଣିକା ଡଟ୍‌ ଇନ୍‌” ରେ ଓଡ଼ିଆ ଓ ଇଂରାଜୀରେ ।

== English Lyrics ==

Bhajan : Sabu Bandhana Mo Tutai He Prabhu
Language : Odia
Lyricist : Baba Baikunthanath Bramhachari
Singer : Bhikari Charan Bal
Music Director : Bhikari Charan Bal

Sabu bandhana mo tutai he prabhu
Tumari bandhane rakha..
Tumari bandhane rakha
Tuma premadori mo galare bhidi
Tani nia tuma pakha..
Tani nia tuma pakha
Sabu bandhana mo tutai he prabhu
Tumari bandhane rakha..
Tumari bandhane rakha ॥

E jibane jete delani jatana
Ninda apamana aabara lanchhana
E jibane jete delani jatana
Ninda apamana aabara lanchhana
Janichhi e sabu tumari chhalana
Janichhi e sabu tumari chhalana
Se pain nohe bimukha..
Tumari bandhane rakha
Sabu bandhana mo tutai he prabhu
Tumari bandhane rakha..
Tumari bandhane rakha ॥1॥

Chahenna mu kichhi bilasa byasana
Matra lode niti tuma darashana
Chahenna mu kichhi bilasa byasana
Matra lode niti tuma darashana
Bhakatara para tume bhagabana
Bhakatara para tume bhagabana
Eha thau mora lakhya..
Tumari bandhane rakha
Sabu bandhana mo tutai he prabhu
Tumari bandhane rakha..
Tumari bandhane rakha ॥2॥

Sampade bipade tume hin bharasa
Aana keunthire na balu mo asha
Sampade bipade tume hin bharasa
Aana keunthire na balu mo asha
Deena Baikunthe na kari nirasha
Alape anai dekha..
Tumari bandhane rakha
Sabu bandhana mo tutai he prabhu
Tumari bandhane rakha..
Tumari bandhane rakha ॥2॥

Sabu Bandhana Mo Tutai He Prabhu (Baba Baikunthanath Bramhachari):
Lyrics of song “Sabu Bandhana Mo Tutai He Prabhu Tumari Bandhane Rakha..” sung and music directed by Bhikari Charan Bal, lyrics by Baba Baikunthanath Bramhachari on “Smaranika.in” in Odia and English.

Keywords: ଓଡ଼ିଆ ଭଜନ ସବୁ ବନ୍ଧନ ମୋ ତୁଟାଇ ହେ ପ୍ରଭୁ ତୁମରି ବନ୍ଧନେ ରଖ, ଓଡ଼ିଆ ଭଜନ, ଗୀତିକାର ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ, କଣ୍ଠଶିଳ୍ପୀ ଭିକାରୀ ଚରଣ ବଳ, ସଂଗୀତ ନିର୍ଦ୍ଦେଶକ ଭିକାରୀ ଚରଣ ବଳ, Odia Bhajan Sabu Bandhana Mo Tutai He Prabhu Tumari Bandhane Rakha, Odia Bhajan, Lyricist Baba Baikunthanath Bramhachari, Singer Bhikari Charan Bal, Music Director Bhikari Charan Bal, ଓଡ଼ିଆ ଭାଷା ସାହିତ୍ୟ, ଅଣ-ଓଡ଼ିଆ ଭାଷା ସାହିତ୍ୟ ଓଡ଼ିଆ ଭାଷାରେ ଉପସ୍ଥାପନା, ଓଡ଼ିଆ ସଂସ୍କୃତି, ଓଡ଼ିଆ ଭାଷା, ଓଡ଼ିଆ ଗୀତ ଲିରିକ୍ସ, ଓଡ଼ିଆ ବ୍ଲଗ, ଓଡ଼ିଆ ୱେବସାଇଟ, ସ୍ମରଣିକା, ସ୍ମରଣିକା ଡଟ୍‌ ଇନ୍, ଦି ସ୍ମରଣିକା ବ୍ଲଗ୍‌,‌ Odia Literary Works, Non-Odia Literary Works Presented in Odia, Odia culture, Odia Language, Odia Song Lyrics, Odia Blog, Odia website, Smaranika, Smaranika.in, The Smaranika Blog,

ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ…

error: Content is protected !!