Select Page

== ଓଡ଼ିଆ ଲିରିକ୍ସ ==

ଗୀତ : ଶୋଭା ବଡ଼ସିଂହାର ବେଶ ହେ ରାଧାଈଶ
ଆଲବମ : ଚରଣ ଧରି ମୁଁ
ଗୀତିକାର : ଅଭିରାମ ପରମହଂସ
କଣ୍ଠ : ଅଲେଖ ଚନ୍ଦ୍ର ସାମାଲ
ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାଶ
ମସିହା : ୧୯୭୯

ଶୋଭା ବଡ଼ସିଂହାର ବେଶ, ହେ ରାଧାଈଶ
ଶୋଭା ବଡ଼ସିଂହାର ବେଶ, ହେ ରାଧାଈଶ

କଣ୍ଠୁ ପୟର ଯାଏ ଶ୍ରୀଧଣ୍ଡାମାଳ ଶୋହେ
କଣ୍ଠୁ ପୟର ଯାଏ ଶ୍ରୀଧଣ୍ଡାମାଳ ଶୋହେ
ମୁଖ ନିନ୍ଦେ କୋଟି ରଜନୀଶ, ହେ ରାଧାଈଶ
ଶୋଭା ବଡ଼ସିଂହାର ବେଶ, ହେ ରାଧାଈଶ
ଶୋଭା ବଡ଼ସିଂହାର ବେଶ, ହେ ରାଧାଈଶ ॥୧॥

ନୃତ୍ୟନ୍ତି ଦେବଦାସୀ ସଦା ଶଯ୍ୟା ତୁଳସୀ
ନୃତ୍ୟନ୍ତି ଦେବଦାସୀ ସଦା ଶଯ୍ୟା ତୁଳସୀ
ପହୁଡ଼ିବେ କମଳାବିଳାସ, ହେ ରାଧାଈଶ
ଶୋଭା ବଡ଼ସିଂହାର ବେଶ, ହେ ରାଧାଈଶ
ଶୋଭା ବଡ଼ସିଂହାର ବେଶ, ହେ ରାଧାଈଶ ॥୨॥

ଖୁଣ୍ଟିଆ ଡାକ ଦେଲା ପହୁଡ଼ ବେଳ ହେଲା
ଖୁଣ୍ଟିଆ ଡାକ ଦେଲା ପହୁଡ଼ ବେଳ ହେଲା
ଶ୍ରୀଅଙ୍ଗେ ଲାଗିଲା ଅଳସ, ହେ ରାଧାଈଶ
ଶୋଭା ବଡ଼ସିଂହାର ବେଶ, ହେ ରାଧାଈଶ
ଶୋଭା ବଡ଼ସିଂହାର ବେଶ, ହେ ରାଧାଈଶ ॥୩॥

ତେତିଶ କୋଟି ଦେବେ ଆସି ମିଳିଲେ ସର୍ବେ
ତେତିଶ କୋଟି ଦେବେ ଆସି ମିଳିଲେ ସର୍ବେ
କରନ୍ତି ଜୟ ଜୟ ଘୋଷ, ହେ ରାଧାଈଶ
ଶୋଭା ବଡ଼ସିଂହାର ବେଶ, ହେ ରାଧାଈଶ
ଶୋଭା ବଡ଼ସିଂହାର ବେଶ, ହେ ରାଧାଈଶ ॥୪॥

ଅଭିରାମ ଦିଏ ଡାକ ଉଠ ମୋ ହୃଦପଦକ
ଅଭିରାମ ଦିଏ ଡାକ ଉଠ ମୋ ହୃଦପଦକ
ବିଭବ ଅଜ୍ଞାନେ ହୋଇ ତୋଷ, ହେ ରାଧାଈଶ
ଶୋଭା ବଡ଼ସିଂହାର ବେଶ, ହେ ରାଧାଈଶ
ଶୋଭା ବଡ଼ସିଂହାର ବେଶ, ହେ ରାଧାଈଶ
ଶୋଭା ବଡ଼ସିଂହାର ବେଶ, ହେ ରାଧାଈଶ ॥୫॥

ରଜନୀଶ : ଚନ୍ଦ୍ର
ରାଧାଈଶ : ଶ୍ରୀରାଧାଙ୍କ ଈଶ୍ୱର ବା ସ୍ୱାମୀ; ଶ୍ରୀକୃଷ୍ଣ
ଖୁଣ୍ଟିଆ : ଶ୍ରୀଜଗନ୍ନାଥ ମନ୍ଦିରର ସେବକ ବିଶେଷ
ବିଭବ : ଐଶ୍ୱର୍ଯ୍ୟ; ଶକ୍ତି; ପ୍ରଭାବ

ଅଲେଖ ଚନ୍ଦ୍ର ସାମାଲଙ୍କ କଣ୍ଠରେ ଶୁଣନ୍ତୁ

ଶୋଭା ବଡ଼ସିଂହାର ବେଶ ହେ ରାଧାଈଶ:
ଅଲେଖ ଚନ୍ଦ୍ର ସାମାଲଙ୍କ କଣ୍ଠରେ, ବାଳକୃଷ୍ଣ ଦାଶଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଶ୍ରୀ ଅଭିରାମ ପରମହଂସଙ୍କ ରଚିତ, ୧୯୭୯ ମସିହାର ଓଡ଼ିଆ ଭଜନ ଆଲବମ “ଚରଣ ଧରି ମୁଁ” ର ଗୀତ “ଶୋଭା ବଡ଼ସିଂହାର ବେଶ ହେ ରାଧାଈଶ” ପଢ଼ନ୍ତୁ “ସ୍ମରଣିକା ଡଟ୍‌ ଇନ୍‌” ରେ ଓଡ଼ିଆ ଓ ଇଂରାଜୀରେ.
.

== English Lyrics ==

Song : Shobha Badasinghara Besha He Radhaisha
Album : Charana Dhari Mu
Lyricist : Abhiram Paramahansa
Singer : Alekh Chandra Samal
Music Director : Balakrushna Dash
Year : 1979

Shobha badasinghara besha, He Radhaisha
Shobha badasinghara besha, He Radhaisha

Kanthu payara jaae shridhandaa maala shohe
Kanthu payara jaae shridhandaa maala shohe
Mukha ninde koti rajanisha, He Radhaisha
Shobha badasinghara besha, He Radhaisha
Shobha badasinghara besha, He Radhaisha ॥1॥

Nrutyanti debadasi sada shajyaa tulasi
Nrutyanti debadasi sada shajyaa tulasi
Pahudibe Kamalabilaasa, He Radhaisha
Shobha badasinghara besha, He Radhaisha
Shobha badasinghara besha, He Radhaisha ॥2॥

Khuntia daaka delaa pahuda bela helaa
Khuntia daaka delaa pahuda bela helaa
Shriange laagilaa alasa, He Radhaisha
Shobha badasinghara besha, He Radhaisha
Shobha badasinghara besha, He Radhaisha ॥3॥

Tetisha koti debe aasi milile sarbe
Tetisha koti debe aasi milile sarbe
Karanti jaya jaya ghosha, He Radhaisha
Shobha badasinghara besha, He Radhaisha
Shobha badasinghara besha, He Radhaisha ॥4॥

Abhirama die daka utha mo hrudapadaka
Abhirama die daka utha mo hrudapadaka
Bibhaba agyane hoi tosha, He Radhaisha
Shobha badasinghara besha, He Radhaisha
Shobha badasinghara besha, He Radhaisha ॥5॥

Shobha Badasinghara Besha He Radhaisha:
Lyrics of song “Shobha Badasinghara Besha He Radhaisha” from Odia bhajan album “Charana Dhari Mu” released in the year 1979, sung by Alekh Chandra Samal, music directed by Balakrushna Dash, lyrics by Shri Abhiram Paramahansa on “Smaranika.in” in Odia and English.
.

ଅଞ୍ଜଳି ମିଶ୍ରଙ୍କ କଣ୍ଠରେ ଶୁଣନ୍ତୁ
ଅନ୍ୟ କଣ୍ଠଶିଳ୍ପୀଙ୍କୁ ଶୁଣନ୍ତୁ YouTube ରେ

Keywords: ଶୋଭା ବଡ଼ସିଂହାର ବେଶ ହେ ରାଧାଈଶ, ହେ ରାଧାଈଶ, ଆଲବମ ଚରଣ ଧରି ମୁଁ, ଗୀତିକାର ଅଭିରାମ ପରମହଂସ, କଣ୍ଠଶିଳ୍ପୀ ଅଲେଖ ଚନ୍ଦ୍ର ସାମାଲ, ସଂଗୀତ ନିର୍ଦ୍ଦେଶକ ବାଳକୃଷ୍ଣ ଦାସ, ୧୯୭୯ ମସିହା ଓଡ଼ିଆ ଭଜନ, Shobha Badasinghara Besha He Radhaisha, He Radhaisha, Album Charana Dhari Mu, Singer Alekh Chandra Samal, Lyricist Abhiram Paramahansa, Music Director Balakrushna Das, Odia Bhajan Released in 1979, ଓଡ଼ିଆ ଜଗନ୍ନାଥ ଭଜନ, ଓଡ଼ିଆ ସଂସ୍କୃତି, ଓଡ଼ିଆ ଭାଷା, ଓଡ଼ିଆ ବ୍ଲଗ, ଓଡ଼ିଆ ୱେବସାଇଟ, ଓଡ଼ିଆ ଗୀତ ଲିରିକ୍ସ, ସ୍ମରଣିକା, Odia Jagannath Bhajan, Odia culture, Odia Language, Odia Blog, Odia website, Odia Song Lyrics, Smaranika

ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ…

error: Content is protected !!