Select Page

== ଓଡ଼ିଆ ଲିରିକ୍ସ ==

ଗୀତ : ମଲ୍ଲିମାଳ ଶ୍ୟମକୁ ଦେବି ମନ ତୋଷିବି
ଭାଷା : ଓଡ଼ିଆ
ଚଳଚିତ୍ର : କନକଲତା
କଣ୍ଠ : ଇନ୍ଦିରା ନନ୍ଦ
ଗୀତିକାର : କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (୧୬୭୦-୧୭୪୦)
ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାଶ, ଶ୍ରୀକୁମାର (ଭୁବନେଶ୍ୱର ମିଶ୍ର)
ମସିହା : ୧୯୭୪

ମଲ୍ଲିମାଳ ଶ୍ୟାମକୁ ଦେବି
ମନ ତୋଷିବି
ମଲ୍ଲିମାଳ ଶ୍ୟାମକୁ ଦେବି
ଗ୍ରୀଷମ ହୋଇଲେ ବାସଗ୍ରୀଷମ ହୋଇଲେ ବାସ
ଚନ୍ଦନ ମୁଁ ଲେପିବି
ମଲ୍ଲିମାଳ ଶ୍ୟାମକୁ ଦେବି
ମନ ତୋଷିବି
ମଲ୍ଲିମାଳ ଶ୍ୟାମକୁ ଦେବି ॥

ତା ଅଙ୍ଗରୁ ସ୍ଵେଦବାରି
ଯେବେ ପଡୁଥିବ ଝରି
ତା ଅଙ୍ଗରୁ ସ୍ଵେଦବାରି
ଯେବେ ପଡୁଥିବ ଝରି
ମୋ ଦୃଷ୍ଟି ପଡନ୍ତେ କାନି
ପଣତରେ ପୋଛିବି
ମଲ୍ଲିମାଳ ଶ୍ୟାମକୁ ଦେବି
ମନ ତୋଷିବି
ମଲ୍ଲିମାଳ ଶ୍ୟାମକୁ ଦେବି ॥୧॥

ସେ ଯେବେ କରିବେ ମାନ
ଭାଙ୍ଗି ଭୁଞାଇବି ପାନ
ସେ ଯେବେ କରିବେ ମାନ
ଭାଙ୍ଗି ଭୁଞାଇବି ପାନ
ଗଣ୍ଡେ ଦେଇଣ ଚୁମ୍ବନ
ହରଷ କରାଇବି
ମଲ୍ଲିମାଳ ଶ୍ୟାମକୁ ଦେବି
ମନ ତୋଷିବି
ମଲ୍ଲିମାଳ ଶ୍ୟାମକୁ ଦେବି ॥୨॥

ତାଙ୍କୁ କରି ଗଳାହାର
ସେବିବି ତାଙ୍କ ପୟର
ତାଙ୍କୁ କରି ଗଳାହାର
ସେବିବି ତାଙ୍କ ପୟର
ସେ ଯେବେ ହୋଇବେ ବର
ହରପୂଜା କରିବି
ମଲ୍ଲିମାଳ ଶ୍ୟାମକୁ ଦେବି
ମନ ତୋଷିବି
ମଲ୍ଲିମାଳ ଶ୍ୟାମକୁ ଦେବି ॥୩॥

ଉପଇନ୍ଦ୍ର ଭଞ୍ଜ କହି
ରମଣୀ ରତନ ସେହି
ଉପଇନ୍ଦ୍ର ଭଞ୍ଜ କହି
ରମଣୀ ରତନ ସେହି
ତାଙ୍କରି ଚରଣ ଧ୍ୟାଇ
ଶରଣାଗତ ହେବି
ମଲ୍ଲିମାଳ ଶ୍ୟାମକୁ ଦେବି
ମନ ତୋଷିବି
ମଲ୍ଲିମାଳ ଶ୍ୟାମକୁ ଦେବି ॥୪॥

ଗ୍ରୀଷମ ହୋଇଲେ ବାସଗ୍ରୀଷମ ହୋଇଲେ ବାସ
ଚନ୍ଦନ ମୁଁ ଲେପିବି
ମଲ୍ଲିମାଳ ଶ୍ୟାମକୁ ଦେବି
ମନ ତୋଷିବି
ମଲ୍ଲିମାଳ ଶ୍ୟାମକୁ ଦେବି ॥

ଗ୍ରୀଷମ : ଗରମ ହେବା, ଗୁଳୁଗୁଳି କରିବା ଅର୍ଥରେ
ଗ୍ରୀଷମ ହୋଇଲେ ବାସ ଚନ୍ଦନ ମୁଁ ଲେପିବି : ରାଧାରାଣୀ କହୁଛନ୍ତି କି, “ଶ୍ୟାମକୁ ଗରମ ଲାଗିଲେ ତା̍ ଶ୍ରୀଅଙ୍ଗରେ ବାସ ଚନ୍ଦନ ଲଗାଇବି”

୧୯୭୪ ମସିହାରେ ଗାଇଥିବା ଇନ୍ଦିରା ନନ୍ଦଙ୍କ କଣ୍ଠରେ ଶୁଣନ୍ତୁ

ମଲ୍ଲିମାଳ ଶ୍ୟମକୁ ଦେବି:
ଇନ୍ଦିରା ନନ୍ଦ ଙ୍କ କଣ୍ଠରେ, ବାଳକୃଷ୍ଣ ଦାଶ ଓ ଶ୍ରୀକୁମାର (ଭୁବନେଶ୍ୱର ମିଶ୍ର) ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ୧୯୭୪ ମସିହାର ଓଡ଼ିଆ ଚଳଚିତ୍ର “କନକଲତା” ରୁ ସଂଗୃହିତ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ରଚିତ ଓଡ଼ିଶୀ ଗୀତ “ମଲ୍ଲିମାଳ ଶ୍ୟମକୁ ଦେବି ମନ ତୋଷିବି” ପଢ଼ନ୍ତୁ “ସ୍ମରଣିକା ଡଟ୍‌ ଇନ୍‌” ରେ ଓଡ଼ିଆ ଓ ଇଂରାଜୀରେ

== English Lyrics ==

Song : Mallimala Shyamaku Debi Mana Toshibi
Language : Odia
Movie : Kanakalata
Singer : Indira Nanda
Lyricist : Kabi Samrat Upendra Bhanja (1670-1740)
Music Director : Balakrushna Dash, Srikumar (Bhubaneswar Mishra)
Year : 1974

Mallimaala shyamaku debi
Mana toshibi
Mallimaala shyamaku debi
Grishama holile basaGrishama holile basaChandana mu lepibi
Mallimaala shyamaku debi
Mana toshibi
Mallimaala shyamaku debi ॥

Ta angaru swedabari
Jebe paduthiba jhari
Ta angaru swedabari
Jebe paduthiba jhari
Mo drushti padante kani
Panatare pochhibi
Mallimaala shyamaku debi
Mana toshibi
Mallimaala shyamaku debi ॥1॥

Se jebe karibe mana
Bhangi bhunjaibi pana
Se jebe karibe mana
Bhangi bhunjaibi pana
Gande deina chumbana
Harasha karaibi
Mallimaala shyamaku debi
Mana toshibi
Mallimaala shyamaku debi ॥2॥

Tanku kari galahara
Sebibi tanka payara
Tanku kari galahara
Sebibi tanka payara
Se jebe hoibe bara
Harapuja karibi
Mallimaala shyamaku debi
Mana toshibi
Mallimaala shyamaku debi ॥3॥

Upaindra bhanja kahi
Ramani ratana sehi
Upaindra bhanja kahi
Ramani ratana sehi
Tankari charana dhyai
Sharanagata hebi
Mallimaala shyamaku debi
Mana toshibi
Mallimaala shyamaku debi ॥4॥

Grishama holile basaGrishama holile basaChandana mu lepibi
Mallimaala shyamaku debi
Mana toshibi
Mallimaala shyamaku debi ॥

Mallimala Shyamaku Debi:
Lyrics of song “Mallimala Shyamaku Debi Mana Toshibi” from Odia Movie “Kanakalata” released in the year 1974, sung by Indira Nanda, music directed by Balakrushna Dash and Srikumar (Bhubaneswar Mishra), lyrics by Kabi Samrat Upendra Bhanja (1670-1740), on “Smaranika.in” in Odia & English

Keywords: ଓଡ଼ିଶୀ ଗୀତ, ମଲ୍ଲିମାଳ ଶ୍ୟମକୁ ଦେବି ମନ ତୋଷିବି, ଓଡ଼ିଆ ଭାଷା, ଓଡ଼ିଆ ଚଳଚିତ୍ର କନକଲତା, କଣ୍ଠଶିଳ୍ପୀ ଇନ୍ଦିରା ନନ୍ଦ, ଗୀତିକାର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (୧୬୭୦-୧୭୪୦), ସଂଗୀତ ନିର୍ଦ୍ଦେଶକ ବାଳକୃଷ୍ଣ ଦାଶ ଓ ଶ୍ରୀକୁମାର (ଭୁବନେଶ୍ୱର ମିଶ୍ର), ୧୯୭୪ ମସିହା ଓଡ଼ିଆ ଚଳଚିତ୍ର, Odissi Song Mallimala Shyamaku Debi Mana Toshibi, Odia Language, Odia Movie Kanakalata, Singer Indira Nanda, Lyricist / Poet Kabi Samrat Upendra Bhanja (1670-1740), Music Directors Balakrushna Dash and Srikumar (Bhubaneswar Mishra), Odia Movie Kanakalata released in the year 1974, ଭଞ୍ଜ ସାହିତ୍ୟ, ଚଳଚିତ୍ରରୁ ସଂଗୃହିତ ଭଜନ, ଭଜନ ଓଡ଼ିଆ, Bhanja Sahitya, Bhajan Collected from Movies, Bhajan Odia, ଓଡ଼ିଆ ସଂସ୍କୃତି / ଓଡ଼ିଆ ଭାଷା / ଓଡ଼ିଆ ବ୍ଲଗ / ଓଡ଼ିଆ ୱେବସାଇଟ / ଓଡ଼ିଆ ଗୀତ ଲିରିକ୍ସ, Odia culture / Odia language / Odia blog / Odia website / Odia song lyrics

ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ…

error: Content is protected !!