== ଓଡ଼ିଆ ଲିରିକ୍ସ ==
ଗୀତ : ଗୁଆଘିଅ (ତମ ସାଙ୍ଗେ ମୋର ଯୋଡ଼ିଟା ଯେମିତି)
ଭାଷା : ଓଡ଼ିଆ
ଗୀତିକାର : ରଞ୍ଜନ ନାୟକ
କଣ୍ଠ : ବଣ୍ଟି ରଥ ସାମଲ
ସଂଗୀତ ନିର୍ଦ୍ଦେଶକ : ଆସାଦ ନିଜାମ
ମସିହା : ୨୦୨୧
(ପୁ)
ତମ ସାଙ୍ଗେ ମୋର ଯୋଡ଼ିଟା ଯେମିତି
ଗୁଆଘିଅ ସାଙ୍ଗେ ଅରୁଆ ଭାତ
ହେଇଟି, ତମରି ଭଳିଆ ସୁନ୍ଦରୀ ରମଣୀ
ବାହା ହେବା ପାଇଁ ଛଟପଟ
ହାଁ.. ତମ ସାଙ୍ଗେ ମୋର ଯୋଡ଼ିଟା ଯେମିତି
ଗୁଆଘିଅ ସାଙ୍ଗେ ଅରୁଆ ଭାତ
ତମରି ଭଳିଆ ସୁନ୍ଦରୀ ରମଣୀ
ବାହା ହେବା ପାଇଁ ଛଟପଟ
ମୁଁ ମୁଢ଼ି ହେଲେ ତମେ ମିକ୍ଚର
ମୁଁ ଖଟା ହେଲେ ତମେ ବିଅର
ମୁଁ ଇଟିଲିକୁ ତମେ ସମ୍ବର
ମୁଁ ମାଛ ହେଲେ ତମେ ବେସର
ଆରେ, ଯେତେ ଝିଅ ଥିଲେ ମା’ ରାଣ
ଜମା ତମ ପରି କେହି ନୁହଁ..
(ପିଲା)
କାଇଁ, ଝିଅ ଇମିତି କି ଦେଖାହଉଚି କି?
(ସମସ୍ତେ)
ସିଏ ଗୁଆଘିଅ ଗୁଆଘିଅ
ହାଁ.. ଅରୁଆକୁ ଗୁଆଘିଅ
ଗୁଆଘିଅ ଗୁଆଘିଅ
ହାଁ.. ଅରୁଆକୁ ଗୁଆଘିଅ ॥୧॥
(ପିଲା)
ରହ, ତୋ ମାଆକୁ କହୁଛି
(ପୁ)
କଉ ଟାଇମିରେ ତମକୁ ମୋ ପାଇଁ
କିଏ ସେ ଦେଇଛି ଗଢ଼ି?
ପଖାଳ ସାଙ୍ଗକୁ ଯେମିତି ସୁନ୍ଦର
ପାଣିଆଳୁ ଚଡ଼ଚଡ଼ି
ଆଲୋ, ଟିକିଲି, ଅତର ସବୁ କିଣିଦେବି
ଥରେ ହେଇଯାଅ ରାଜି
ଗୋଡ଼, ହାତ ସବୁ ଘଷି ମୋଡ଼ି ଦେବି
ତୁମରି ସେବକ ସାଜି
ଆରେ, ଚୁଡ଼ା ସାଙ୍ଗେ ଗୁଡ଼ ଯେମିତି
ଧନ, ଯୋଡ଼ିଟା ଆମର ସେମିତି
ତମେ ନଟେଇକୁ ମୁଁ କାଇଟି
ତୁମେ ଜହ୍ନ ହେଲେ ମୁଁ ନାଇଟି
ଆରେ, ଏତେ ଦିନେ ଖୋଜି ମୁଁ ପାଇଛି
ଟିକିଏ କାଖେଇ ଯାଅ..
(ପିଲା)
ତୋ ପାଇଁ କିଆଁ କାଖେଇବ? ତୁ ଏମିତି କିଏ କି?
(ପୁ)
ମୁଁ.. ଗୁଆଘିଅ ଗୁଆଘିଅ
ସେ ଅରୁଆ ମୁଁ ତାର ଘିଅ
(ସମସ୍ତେ)
ହାଁ.. ଗୁଆଘିଅ ଗୁଆଘିଅ
ହରିବୋଲ, ଅରୁଆକୁ ଗୁଆଘିଅ ॥୨॥
(ପୁ)
ଆରେ, ଅରୁଆ ସାଙ୍ଗକୁ ଡାଲି
ତମେ ଗାଲ ହେଲେ ମୁଁ ଫ୍ୟାରେନ୍ଲଭ୍ଲି ବଉଳ ଲୋ
(ସମସ୍ତେ)
ବଉଳ ଲୋ
(ପୁ)
ମୁଁ ଆଇନା ତମେ ଟିକିଲି
(ସମସ୍ତେ)
ବଉଳ ଲୋ
(ଝି-ସମସ୍ତେ)
ହୁଳହୁଳି..
(ପୁ)
ନାନ୍ ସାଙ୍ଗେ ତଡ଼କା
ମୁଁ ଦେଶୀ ହେଲେ ତୁମେ ମୋର ଭୋଡ଼କା ବଉଳ ଲୋ
(ସମସ୍ତେ)
ବଉଳ ଲୋ
(ପୁ)
ବଞ୍ଚି ପାରୁନି ମୁଁ ଏକା ଏକା
(ସମସ୍ତେ)
ବଉଳ ଲୋ
(ଝି-ସମସ୍ତେ)
ହୁଳହୁଳି..
(ପୁ)
ଆରେ, ଏତେ ଦିନେ ଖୋଜି ମୁଁ ପାଇଛି
ଟିକିଏ କାଖେଇ ଯାଅ..
(ମାଆ)
ଗୁଆଘିଅ ଗୁଆଘିଅ
ବାଡ଼ିଖିଆ ଖୁଆଇବି ଗୁଆଘିଅ
ହେ, ଗୁଆଘିଅ ଗୁଆଘିଅ
ବାଡ଼ିଖିଆ ଖୁଆଇବି ଗୁଆଘିଅ
(ସମସ୍ତେ)
ଗୁଆଘିଅ ଗୁଆଘିଅ
ହାଁ.. ଅରୁଆକୁ ଗୁଆଘିଅ
ଗୁଆଘିଅ ଗୁଆଘିଅ
ହାଁ.. ଅରୁଆକୁ ଗୁଆଘିଅ
(ପିଲା)
ଗୁଆଘିଅ ନା ଛେଳିଘିଅ ବା? ॥୩॥
ଗୁଆଘିଅ (ତମ ସାଙ୍ଗେ ମୋର ଯୋଡ଼ିଟା ଯେମିତି):
ବଣ୍ଟି ରଥ ସାମଲ ଙ୍କ କଣ୍ଠରେ, ଆସାଦ ନିଜାମଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ରଞ୍ଜନ ନାୟକଙ୍କ ରଚିତ , ୨୦୨୧ ମସିହାର ଓଡ଼ିଆ ଆଧୁନିକ ଆଲବମ ଗୀତ “ଗୁଆଘିଅ.. ତମ ସାଙ୍ଗେ ମୋର ଯୋଡ଼ିଟା ଯେମିତି ଗୁଆଘିଅ ସାଙ୍ଗେ ଅରୁଆ ଭାତ..” ପଢ଼ନ୍ତୁ “ସ୍ମରଣିକା ଡଟ୍ ଇନ୍” ରେ ଓଡ଼ିଆ ଓ ଇଂରାଜୀରେ ।
== English Lyrics ==
Song : Guaghia (Tama Sange Mora Jodita Jemiti)
Language : Odia
Lyricist : Ranjan Nayak
Singer : Bunty Rath Samal
Music Director : Asad Nizam
Year : 2021
(M)
Tama saange mora joditaa jemiti
Guaaghia saange aruaa bhaata
Heiti, tamari bhalia sundari ramani
Baha heba paain chhatapata
Haan.. tama saange mora joditaa jemiti
Guaaghia saange aruaa bhaata
Tamari bhalia sundari ramani
Baha heba paain chhatapata
Mu mudhi hele tame mixture
Mu khata hele tame biara
Mu itiliku tame sambara
Mu maachha hele tame besara
Aare, jete jhia thile maa raana
Jama tama pari kehi nuhan..
(Boy)
Kaain, jhia imiti ki dekhahauchi ki ?
(All)
Sie guaaghia guaaghia
Haan.. Aruaa ku guaaghia
Guaaghia guaaghia
Haan.. Aruaa ku guaaghia ॥1॥
(Boy)
Raha, to maaku kahuchhi
(M)
Kau timere tamaku mo paain
Kie se deichhi gadhi?
Pakhaala saangaku jemiti sundara
Paaniaalu chadachadi
Aalo, tikili, atara sabu kinidebi
Thare heijao raaji
Goda, haata sabu ghashi modi debi
Tumari sebaka saaji
Aare, chuda saange guda jemiti
Dhana, joditaa aamara semiti
Tame nateiku mu kaaiti
Tume janha hele mu naaiti
Aare, ete dine khoji mu paaichhi
Tikie kaakhei jaao..
(Boy)
To paain kiaan kaakheiba? Tu emiti kie ki?
(M)
Mu.. Guaaghia guaaghia
Se aruaa mu taara ghia
(All)
Haan.. Guaaghia guaaghia
Haribola, Aruaaku guaaghia ॥2॥
(M)
Aare, Aruaa saangaku daali
Tame gaala hele mu Fair & Lovely
(All)
Baula lo
(M)
Mu aainaa tame tikili
(All)
Baula lo
(F-All)
Hulahuli..
(M)
Naan saange tadaka
Mu deshi hele tume mora Bhodaka baula lo
(All)
Baula lo
(M)
Banchi paaruni mu ekaa ekaa
(All)
Baula lo
(F-All)
Hulahuli..
(M)
Aare, ete dine khoji mu paaichhi
Tikie kaakhei jaao..
(Mother)
Guaaghia guaaghia
Baadikhiaa khuaaibi guaaghia
He, Guaaghia guaaghia
Baadikhiaa khuaaibi guaaghia
(All)
Guaaghia guaaghia
Haan.. Aruaaku guaaghia
Guaaghia guaaghia
Haan.. Aruaaku guaaghia
(Boy)
Guaaghia naa chelighia baa? ॥3॥
Guaghia (Tama Sange Mora Jodita Jemiti):
Lyrics of Odia Modern Album song “Guaghia.. Tama Sange Mora Jodita Jemiti Gua Ghia Sange Arua Bhata..” released in the year 2021, sung by Bunty Rath Samal, music directed by Asad Nizam, lyrics by Ranjan Nayak, on “Smaranika.in” in Odia and English.
Keywords: ଓଡ଼ିଆ ଗୀତ ଲିରିକ୍ସ, ଆଧୁନିକ ଆଲବମ ଗୀତ, ଓଡ଼ିଆ ଆଧୁନିକ ଆଲବମ ଗୀତ ଲିରିକ୍ସ, Odia Song Lyrics, Modern Album Song, Odia Modern Album Song Lyrics, ଗୁଆଘିଅ, ଗୁଆ ଘିଅ, ତମ ସାଙ୍ଗେ ମୋର ଯୋଡ଼ିଟା ଯେମିତି, ଗୀତିକାର ରଞ୍ଜନ ନାୟକ, କଣ୍ଠଶିଳ୍ପୀ ବଣ୍ଟି ରଥ ସାମଲ, ସଂଗୀତ ନିର୍ଦ୍ଦେଶକ ଆସାଦ ନିଜାମ, ୨୦୨୧ ମସିହା ଓଡ଼ିଆ ଆଧୁନିକ ଆଲବମ ଗୀତ, Guaghia, Gua ghia, Guaaghia, Guaa ghia, Tama Sange Mora Jodita Jemiti, Guaghia sange arua bhata, Tama saange mora joditaa jemiti, Guaaghia saange aruaa bhaata, Lyricist Ranjan Nayak, Singer Bunty Rath Samal, Music Director Asad Nizam, 2021 Odia Modern Album Song, ଓଡ଼ିଆ ସଂସ୍କୃତି, ଓଡ଼ିଆ ଭାଷା, ଓଡ଼ିଆ ବ୍ଲଗ, ଓଡ଼ିଆ ୱେବସାଇଟ, ଓଡ଼ିଆ ଗୀତ ଲିରିକ୍ସ, ସ୍ମରଣିକା, ସ୍ମରଣିକା ଡଟ୍ ଇନ୍, ଦି ସ୍ମରଣିକା ବ୍ଲଗ୍, Odia culture, Odia Language, Odia Blog, Odia website, Odia Song Lyrics, Smaranika, Smaranika.in, The Smaranika Blog,
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ…